Latest Odisha News

BREAKING NEWS

Browsing Tag

AIIMS

କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କରୋନାର ବଢ଼ୁଥିବା ମାମଲା ଭିତରେ କୋଭିଡ୍ ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମ୍ସରେ ଦେଶୀ ଟିକା କୋଭାକ୍ସିନ୍ ନେବା ସହ ଲୋକଙ୍କୁ ଭ୍ୟାକ୍ସିନ୍ ନେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କହିଛନ୍ତି- ଭୂତାଣୁକୁ…

ଏମ୍ସ ଆଇସିୟୁରୁ ସ୍ୱତନ୍ତ୍ର କ୍ୟାବିନକୁ ଆସିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ବାଇପାସ୍ ସର୍ଜରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀ ଏମ୍ସର ଆଇସିୟରୁ ସ୍ୱତନ୍ତ୍ର ରୁମକୁ ଅଣାଯାଇଛି । ଲଗାତାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଛି । ଡାକ୍ତରୀ…

ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରାଯାଇପାରେ ଏମ୍ସ ସ୍ଥାନାନ୍ତର

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ବାପାଙ୍କ ଫୁସଫୁସରେ ପାଣି ଜମି ଯାଇଛି ଏବଂ ତାଙ୍କ ଚେହେରା ଫୁଲି ଯାଇଛି । ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ…

‘କରୋନା ରୋକିବାରେ କାମ ଦେଉଛି ଆଇଭରମେକ୍ସିନ’

ଭୁବନେଶ୍ୱର: ମାରାତ୍ମକ କରୋନା ରୋକିବାରେ ସଫଳ ହେଛି ଆଇଭରମେକ୍ସିନ । ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ସିନର ୨ଟି ଡୋଜ କୋଭିଡ୍‌ ଭୂତାଣୁ ସଂକ୍ରମଣକୁ ୭୩%…

ହସ୍ପିଟାଲରୁ ଡିସଚାର୍ଜ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ଏମସରୁ ଡିସ୍ ଚାର୍ଜ ହୋଇଛନ୍ତି । ଗତ ରବିବାର ଦ୍ୱିତୀୟ ଥର ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

AIIMS କରିବ କରୋନାର ସ୍ୱଦେଶୀ ଟିକା କୋଭାକସିନର ମାନବ ପରୀକ୍ଷଣ

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ଆଶା ବଢୁଛି । ଖୁବଶୀଘ୍ର ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମସ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିବ । ଗତକାଲି ଏମସର ଏଥିକାଲ କମିଟି ଏହାକୁ ଅନୁମତି ଦେଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣଙ୍କ ଦେହରେ…

ପିଜି ପରୀକ୍ଷା ପାଇଁ ଆଡମିଟ କାର୍ଡ ରିଲିଜ କଲା ଏମ୍ସ, ଜୁନ ୧୧ରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଟିୟୁଟ ଅଫ୍ ମେଡିକାଲ ସାଇନ୍ସ ପକ୍ଷରୁ ଶନିବାର ଦିନ ପିଜି ପରୀକ୍ଷା, ୨୦୨୦ ପାଇଁ ଆଡମିଟ କାର୍ଡ ରିଲିଜ କରାଯାଇଛି । ୱେବସାଇଟରୁ ପ୍ରାର୍ଥୀ ମାନେ ନିଜ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଆଡମିଟ କାର୍ଡ ଓ ହଲ ଟିକେଟ ଏହି ୱେବସାଇଟରୁ ଡାଉନଲୋଡ…

ସଂକ୍ରମଣକୁ ନୁହେଁ ଆକ୍ରମଣକୁ ଭୟ; ଏମ୍ସ ଡାକ୍ତର ସଂଘ !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଆଗ ଧାଡିରେ ଛିଡା ହୋଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ହେଲେ ଦିନକୁଦିନ ହସ୍ପିଟାଲ କର୍ମଚାରୀଙ୍କ ପ୍ରତି ଆକ୍ରମଣର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ର (RDA) ସମସ୍ତ ସଦସ୍ୟ…

କୋଭିଡ-୧୯: ଫୋନ୍ ଜରିଆରେ ରୋଗୀଙ୍କ ସହ ପରାମର୍ଶ କରିବ ଏମ୍ସ !

ନୂଆଦିଲ୍ଲୀ: ଖୁବଶୀଘ୍ର ରୋଗୀଙ୍କ ସହ ଫୋନ୍ ଜରିଆରେ ପରାମର୍ଶ ବ୍ୟବସ୍ଥା ଆରମ୍ଭ କରିବ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS ) । AIIMS is going to start a tele-consultation facility. Our follow-up patients can consult doctors through…

ଫେବ୍ରୁଆରୀ ୨୨ରେ ଆଇଆଇଏମ ବେଙ୍ଗାଳୁରୁର ଅନ୍ତର୍ଜାତୀୟ ସମ୍ମିଳନୀ

ବେଙ୍ଗାଳୁରୁ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ବେଙ୍ଗାଳୁରୁ ଫ୍ରାନ୍ସର ତୋଲଜ ବିଜନେସ ସ୍କୁଲ ସହ ମିଳିତ ସହଭାଗୀତାରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଛି । ଫେବ୍ରୁଆରୀ ୨୨ ତାରିଖରେ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ବିମାନ ଚଳାଚଳର ଭବିଷ୍ୟତ ବାବଦରେ ଗୁରୁତ୍ୱପୂର୍ଣ୍ଣ…