Latest Odisha News

BREAKING NEWS

Browsing Tag

akhilesh yadav

ଦଳ ପରିବର୍ତ୍ତନ ଟ୍ରେଣ୍ଡରେ ସପାକୁ ଝଟ୍‌କା ଦେବ କି ଆର୍‌ଏଲ୍‌ଡି?

ଲକ୍ଷ୍ନୌ: ଗୋଟେ ପରେ ଗୋଟେ ଟାଣୁଆ ନେତା ଏବେ ଦଳ ପରିବର୍ତ୍ତନରେ ମାତିଛନ୍ତି। ସବୁଠି ଦେଖିବାକୁ ମିଳୁଛି ଦଳବଦଳ ରାଜନୀତି। ଏହାରି ଭିତରେ ପୁଣି ଥରେ ଇଣ୍ଡିଆ ମେଣ୍ଟକୁ ଲାଗିପାରେ ଝଟ୍‌କା। ଏଥିସହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ମଧ୍ୟ ଜୋରଦାର ଝଟ୍‌କା ଲାଗିପାରେ। କାରଣ…

ଲୋକସଭା ନିର୍ବାଚନ: ୟୁପିରେ ୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସପା

ଲକ୍ଷ୍ନୌ:  ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଜାରି କଲା ପ୍ରାର୍ଥୀଙ୍କ ପ୍ରଥମ ତାଲିକା। କିଏ କେଉଁଠି ନିର୍ବାଚନ ଲଢ଼ିବେ ସପା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ଡିମ୍ପଲ ଯାଦବ, ଧର୍ମେନ୍ଦ୍ର…

ତୁଟିବ ମମତା-କଂଗ୍ରେସ ବିବାଦ! ସେତୁ ସାଜିବେ ଅଖିଳେଶ ?

ନୂଆଦିଲ୍ଲୀ: ତୁଟିବ ବିବାଦ, ପୁଣି ଯୋଡ଼ି ହେବ ସମ୍ପର୍କ! ଟିଏମସି ନେତ୍ରୀ ମମତା ବାନର୍ଜୀ ଓ କଂଗ୍ରେସ ମଧ୍ୟରେ ଚାଲିଥିବା ତିକ୍ତତାରେ ପଡ଼ିବ ପୂର୍ଣ୍ଣଛେଦ। ମିଳିଥିବା ସୂଚନାନୁସାରେ, ଖୁବଶୀଘ୍ର ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସହ କଂଗ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ…

କଂଗ୍ରେସକୁ ‘ଚାଲୁ’ ପାର୍ଟି କହି ଅଖିଳେଶ ଭାଙ୍ଗିଦେଲେ ‘ଇଣ୍ଡିଆ’ ମେଣ୍ଟ!

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲଗାତର କଂଗ୍ରେସକୁ ଟାର୍ଗେଟ କରି ଚାଲିଛନ୍ତି। ମଧ୍ୟପ୍ରଦେଶରେ କଥା ଦେଇ ମେଣ୍ଟ ନ କରିବା ଯୋଗୁ ଲଗାତର କଂଗ୍ରେସକୁ ଆଟାକ କରି ଚାଲିଛନ୍ତି ଅଖିଳେଶ। ଏବେ କିନ୍ତୁ ଏହା ଚରମ ସୀମାରେ ପହଂଚିଛି। ଯାହାକି…

ଘୋଷିରେ ହରାଇବା ପରେ ବିଜେପିକୁ ଅଖିଲେଶଙ୍କ ଜି ୨୦ ତୀର!

ଭୁବନେଶ୍ୱର: ଜି ଟ୍ୱେଣ୍ଟି ଶିଖର ସମ୍ମିଳନୀ ଚାଲିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ ଆସିଛି। ସେଥିରେ ଏନଡିଏ ବିରୋଧରେ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଚାରୋଟି ସିଟ ଜିତିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉତ୍ତରପ୍ରଦେଶର ପୂର୍ବତନ…

ରାହୁଲଙ୍କ ଆଟାକରେ ଘାଇଲା କେସିଆର, ଏବେ ଶାହା ହେବେ ଅଖିଲେଶ !

ଭୁବନେଶ୍ୱର: କଂଗ୍ରେସ ଏବେ ତେଲେଙ୍ଗାନାରେ ବିଆରଏସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ବିଆରଏସ ନୁହେଁ କେନ୍ଦ୍ରରେ ଶାସକ ବିଜେପି ଓ ବିରୋଧୀଙ୍କ ଟେନସନ ମଧ୍ୟ ବଢାଇଛି ଦଳ। ଗୋଟିଏ ପଟେ ବିଜେପି ବିରୋଧୀଙ୍କ ପାଇଁ କାଳ ସାଜିଥିବା କୁହାଯାଉଥିବା ବେଳେ ବିଜେପିକୁ ଶାସନରୁ ହଟାଇବା…

‘ୟୁପି ରାଜନୀତି’, କଂଗ୍ରେସକୁ ଫଲୋ କରୁଛି ସମାଜବାଦୀ ପାର୍ଟି !

ଭୁବନେଶ୍ୱର: ଉତ୍ତରପ୍ରଦେଶରେ କଂଗ୍ରେସ ଢାଞ୍ଚା ଆପଣାଇବ ସମାଜବାଦୀ ପାର୍ଟି। ଦଳକୁ ନିର୍ବାଚନରେ ସଫଳ କରିବା ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ହିନ୍ଦୁତ୍ୱ ପନ୍ଥା ଆପଣାଇବ ବୋଲି କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କିତ…

‘ବିଜେପି ଟାର୍ଗେଟରେ’, ବିରୋଧୀ ହଟାଇବେ ନା ହଟିବେ ?

ଭୁବନେଶ୍ୱର: ବିରୋଧୀ ବିଜେପି ମୁହାଁମୁହିଁ। କେହି କାହାକୁ ଛାଡିବା ଅବସ୍ଥାରେ ନାହାଁନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ଲଢେଇ ଆରମ୍ଭ ହୋଇଗଲାଣି। ଦେଶର ବିଭିନ୍ନ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଯେଉଁ ରାଜ୍ୟରେ ଶକ୍ତ ଆଞ୍ଚଳିକ ଦଳ ଅଛନ୍ତି ଓ ବିଜେପିକୁ କଡା…

ବୁଲ ଡୋଜରକୁ ବିଜେପି ଦଳୀୟ ଚିହ୍ନ କରିଦେବା ଦରକାର: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ବିଜେପି ତାର ଦଳୀୟ ଚିହ୍ନ ବୁଲ୍ ଡୋଜର କରି ଦେବା ଉଚିତ୍ । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ଏଭଳି ସମାଲୋଚନା କରିଛନ୍ତି । ବୁଧବାର ଜାହାଙ୍ଗିରପୁରୀ ଅଞ୍ଚଳରେ ବେଆଇ ନିର୍ମାଣ ଭଙ୍ଗା ଘଟଣାକୁ ନେଇ ଅଖିଳେଶ ଏଭଳି ମନ୍ତବ୍ୟ ଟ୍ୱିଟରରେ ରଖିଛନ୍ତି । ହନୁମାନ…

ନିର୍ବାଚନ ଫଳାଫଳ ପରେ ଯାଦବ ପରିବାର ଏବଂ ମେଣ୍ଟରେ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ଦଳର ସର୍ବେସର୍ବା ଯାଦବ ପରିବାର ଏବଂ ମେଣ୍ଟରେ ଥିବା ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖିଆ ତଥା ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଏକ…