Latest Odisha News

BREAKING NEWS

Browsing Tag

Allegation

ଗୋପାଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଏବେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ବୁଧବାର ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଭାଙ୍ଗି କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳର ହାତ ଲେଖା ଟୁକୁଡ଼ା…

ମହଙ୍ଗା ପଡ଼ିଲା ଡକାୟତି ନାଟକ, ନିଜ ଜାଲରେ ନିଜେ ପଡ଼ିଲେ ଯୁବକ

ନବରଙ୍ଗପୁର : ଡକାୟତିର ମିଛ କାହାଣୀ ରଚି ଜଣେ ଯୁବକ ଗିରଫ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ନିଳଗୁଣ୍ଡି ଗାଁରେ ଘଟିଛି । ସୁଶାନ୍ତ  ହିୟାଲଙ୍କ ପୁଅ ରୁପନ୍ତ ହିୟାଲ ଦଶହରାପଦା ନିକଟରେ ତିନି ଜଣ ଦୁବୃତ୍ତ ତାଙ୍କ ଠାରୁ ମୋଟର ସାଇକଲ , ମୋବାଇଲ ଫୋନ ସହ ୨୭…

ଚାକିରି ନାଁରେ ଠକେଇ ଅଭିଯୋଗ ପରେ ବର୍ଷା ରଖିଲେ ଉତ୍ତର, ‘ମତେ ଦାବିବା ପାଇଁ ଷଡ଼ଯନ୍ତ୍ର’

ଭୁବନେଶ୍ୱର: ପ୍ରଥମେ ପରିବାରରେ ଝଡ଼ ଏବେ ସମାଜରେ ଥିବା ପ୍ରତିପତ୍ତି ନଷ୍ଟ ପାଇଁ ଉଦ୍ୟମ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ କଲ୍ୟାଣୀ ନାୟକ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ବର୍ଷା । ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି,…

କଂକ୍ରିଟ ରାସ୍ତା କାମ ନକରି ଟଙ୍କା ଆତ୍ମସାତ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

ନୂଆପଡ଼ା : ଗୋଡ଼ଧୁଆପଦର ଗାଁରେ କଂକ୍ରିଟ ରାସ୍ତା କାମ ନକରି ଟଙ୍କା ହଡ଼ପ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଗୋଡ଼ଧୁଆପଦର ହେଉଛି ଏକ ଆଦିବାସୀ ବହୁଳ ଗାଁ । ଏହି ଗାଁକୁ ସହର ସହ ସଂଯୋଗ କରିବା ପାଇଁ ୨୦୧୫ ମସିହା ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ…

ଛାତ୍ରୀଙ୍କୁ ଅପହରଣ ପରେ ୪ ଦିନ ଧରି ସ୍କୁଲ୍ ଗାଡ଼ି ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ

ପାରାଦୀପ: ପାରାଦୀପରେ ଲଜ୍ଜା । ଅପହରଣ ପରେ ଛାତ୍ରୀଙ୍କୁ ୪ ଦିନ ଧରି ଦୁଷ୍କର୍ମ ସହ ସ୍କୁଲ୍ ଗାଡ଼ି ଡ୍ରାଇଭର ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଏନେଇ ପାରାଦୀପ ଲକ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ଅନୀଲ ନାୟକ ଓରଫ ଚିନୁକୁ ଗିରଫ କରିଛି । ନାବାଳିକାଙ୍କ ଡାକ୍ତରୀ…

ଢେଲା ମାରି କୁକୁରକୁ ମାରି ଦେଲେ ପଡ଼ୋଶୀ, ଥାନାରେ ଏତଲା

ଅନୁଗୁଳ: ପୁଅ ପରି କୁକୁରକୁ ପାଳିଥିଲେ । ୪ ବର୍ଷର ଜିମି ଥିଲା ଘରର ସଦସ୍ୟ । ସାନଠୁ ବଡ଼ ଜିମି ପାଇଁ ପାଗଳ ଥିଲେ । ହେଲେ କୁକୁର ପ୍ରତି ପରିବାରର ଅନାବଳି ସ୍ନେହକୁ ସହ୍ୟ କରି ପାରୁ ନଥିଲେ ପଡ଼ୋଶୀ । ଶେଷରେ ପଡ଼ୋଶୀଙ୍କ ଇଟା ଓ ଢେଲା ମାଡ଼ରେ ଜିମିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ…

ପ୍ରଧାନ ଶିକ୍ଷକଙ୍କୁ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଘେରିଲେ ଗ୍ରାମବାସୀ

କାମାକ୍ଷାନଗର: ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ଆଣିଲେ ଗ୍ରାମବାସୀ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜିରିଡ଼ାମାଳି ଗାଁ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ସାହୁ ବିଭିନ୍ନ ଦୁର୍ନୀତିରେ ଲିପ୍ତ ହୋଇଥିବା…