Latest Odisha News
Browsing Tag

Amit Shah

କଂଗ୍ରେସର ବିରୋଧକୁ ନେଇ ଅମିତ ଶାହ ରଖିଲେ ଉତ୍ତର

ନୂଆଦିଲ୍ଲୀ:  କଂଗ୍ରେସ ଆଜି ଦିନ ତମାମ କେନ୍ଦ୍ର ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲା । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ମଧ୍ୟ ବିରୋଧରେ ସାମିଲ ହୋଇଥିଲେ । ସାଂସଦମାନେ କଳା ପତାକା ଏବଂ କଳା ପଟି ବାନ୍ଧିବା ସହ ଅନେକ ନେତା କଳା ପୋଷାକ ପିନ୍ଧି ବିରୋଧ କରିଥିଲେ ।  ଦରଦାମ…

ଓଡ଼ିଶାରେ ସରକାର ଗଢ଼ିବୁ, ୩୦-୪୦ ବର୍ଷ ପାଇଁ ରହିବ ବିଜେପି ଯୁଗ: ଅମିତ ଶାହ

ହାଇଦ୍ରାବାଦ: ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଆଗାମୀ ଦିନରେ ନିଜର ରାଜନୈତିକ ଅଭିଳାଶକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ କହିଛନ୍ତି, ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟରେ ବିଜେପି…

“କଂଗ୍ରେସ ସରକାରରେ ରଥଯାତ୍ରା ବେଳେ ଗୁଜୁରାଟ ଲୋକଙ୍କ ଭିତରେ ଦଙ୍ଗା ଭୟ ଥିଲା”

ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟରେ ରଥ ଯାତ୍ରା ପାର୍ବଣ ସମୟରେ କଂଗ୍ରେସକୁ ସାଂଘାତିକ ସମାଲୋଚନା କରିଛନ୍ତି । କଂଗ୍ରେସ ସରକାର ସମୟରେ ଗୁଜୁରାଟରେ ରଥଯାତ୍ରା ବେଳେ ଲୋକେ ଦଙ୍ଗା ଭୟରେ ରହୁଥିଲେ । କୌଣସି ମୁହୂର୍ତ୍ତରେ ଦଙ୍ଗା ହେବାର ଭୟ ଲୋକଙ୍କ ଭିତରେ ରହୁଥିଲା ।…

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇପାରେ ଜେଏମଏମ

ନୂଆଦିଲ୍ଲୀ:  ଏନ୍‌ଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ  ଗୋଟିଏ ପରେ ଗୋଟିଏ ଦଳ ସମର୍ଥନ କରିବାର ଲାଗିଛନ୍ତି । ଏହି କ୍ରମରେ ଜେଏମଏମ ମଧ୍ୟ ସମର୍ଥନ ଦେଇପାରେ ବୋଲି କୁହାଯାଉଛି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାକ୍ଷାତ କରିବା ପରେ ଏହି ଚର୍ଚା…

ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଅମିତ ଶାହାଙ୍କ ଆହ୍ୱାନ ହେଉଛି ସାଂସ୍କୃତିକ ଆତଙ୍କବାଦ: ଅଧୀର ରଂଜନ ଚୌଧୁରୀ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଆହ୍ୱାନ କରିବା ପରେ ବିଭିନ୍ନ ମହଲରୁ କଡା ସମାଲୋଚନା ଦେଖିବାକୁମିଳିଛି। ଶନିବାର ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏହାକୁ ଆତଙ୍କବାଦ କହିଛନ୍ତି।ସେ କହିଛନ୍ତି ଯେ, ଏଭଳି ଆହ୍ୱାନ …

ସଂସଦରେ କଂଗ୍ରେସ ସରକାରର କଥା କହି ବର୍ଷିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି। ଜରୁରୀକାଳୀନ ପରିସ୍ଥିତି କଥା କହି କଂଗ୍ରେସକୁ ଗୃହରେ କଡା ସମାଲୋଚନା କରିଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମସ୍ତ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେଇଥିଲା କଂଗ୍ରେସ, ବିରୋଧୀଙ୍କୁ…

ମାଓବାଦୀଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଘଟଣା, ଅମିତ ଶାହଙ୍କୁ ଦାୟୀ କଲା ଲାଲ୍ ବାହିନୀ

ମାଲକାନଗିରି: ଛତିଶଗଡ଼ର ବିଜାପୁରରେ ମାଓ ଗତିବିଧି ଲାଗି ରହିଛି । ଗତକାଲି ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ଫଟୋ ଓ ଭିଡିଓ ଜାରି କରିବା ସହ ପୋଲିସ୍ ଡ୍ରୋନ ସାହାଯ୍ୟରେ ବୋମା ପକାଇଥିବା ଲାଲ ବାହିନୀ କହିଥିଲା । ଆଜି ସଂଗଠନ ପକ୍ଷରୁ ଡ୍ରୋନର ଫଟୋ ଓ ଭିଡିଓ ଜାରି କରାଯାଇଛି ।…

ଛତିଶଗଡ଼ରେ ଅମିତ ଶାହା, ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ

ରାୟପୁର: ନକ୍ସଲ ଆକ୍ରମଣର ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ଆଜି ଛତିଶଗଡର ଜଗଦଲପୁରରେ ପହଁଚି ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି ସକାଳେ ହିଁ ଶାହା ଦିଲ୍ଲୀରୁ ଜଗଦଲପୁର ଅଭିମୁଖେ ଗସ୍ତ କରିଥିଲେ । ମାଓବାଦୀଙ୍କ ଅମାନବୀୟ କାଣ୍ଡର ବଦଲା ନେବାକୁ ବଡ…

ଅମିତ ଶାହାଙ୍କ ବିରୋଧରେ ମାନହାନୀ କେସ୍‌ କଲେ ମମତାଙ୍କ ପୁତୁରା

କୋଲକାତା: ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମମତା​‌ ବାନାର୍ଜୀଙ୍କ ପୁତୁରା ମାନହାନୀ ମକଦ୍ଦମା କରିଛନ୍ତି । ଏହି ମାମଲାରେ ଶୁଣାଣି କରିବା ସହ ଏମପି-ଏମଏଲଏଙ୍କ ସ୍ବତନ୍ତ୍ର କୋର୍ଟ ଅମିତ ଶାହାଙ୍କୁ ୨୨ ଫେବୃଆରୀରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।…

ଆସନ୍ତା ୨୧ରେ ବସିବ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ଆସନ୍ତା ୨୧ ତାରିଖରେ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟର ସଭାପତି, ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ସମେତ ରାଜ୍ୟରେ ଥିବା ସଂଗଠନର ମୁଖ୍ୟ ଉପସ୍ଥିତ ଥିଲେ । ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ…