Latest Odisha News

BREAKING NEWS

Browsing Tag

Amit Shah

ଓଡ଼ିଶାରେ ଅମିତ ଶାହଙ୍କ ସ୍ବପ୍ନ ସାକାର ହେବ କି?

ରାଜ୍ୟରେ ୨୨ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସରକାର ଚାଲିଛି । 2000 ମସିହା ମାର୍ଚ 5 ତାରିଖରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ତାଙ୍କର ସରକାର ଚାଲିଛି  । ୨୦୦୯ ପର୍ଯ୍ୟନ୍ତ ବିଜେପି ନବୀନଙ୍କ ବିଜେଡି  ସହ ମେଂଟ କରି ସରକାରରେ ଥିଲା । ଆଉ ୨୦୦୯ରୁ ୨୦୨୪ ରେ ହେବାକୁ ଥିବା…

କଟକ ଠାରେ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

କଟକ: ଓଡ଼ିଶାରେ ଏବେ ଆଚ୍ଛା ଦିନ ଆସିଛି ଏବଂ ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ବୋଲି ସୋମବାର କଟକ ଇନଡ଼ୋର ଷ୍ଟାଡ଼ିୟମ ଠାରେ ଡ.ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ ରେ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ…

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଅମିତ ଶାହଙ୍କ ସହ ମନ୍ଦିର ଯାଇଛନ୍ତି । ଶ୍ରାବଣର ଶେଷ ସୋମବାରରେ…

ଭୁବନେଶ୍ବରରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାରେ ଆସି ପହଁଚିଛନ୍ତି । ବିଳମ୍ବିତ ରାତିରେ  ବିମାନ ବନ୍ଦରରେ ପହଁଚିଥିଲେ ଅମିତ ଶାହ । ଶାହଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସି ପହଁଚିଛନ୍ତି । …

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରବିବାର ସଂଧ୍ୟା ସାଢ଼େ ଆଠଟା ସମୟରେ ମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭୁବନେଶ୍ୱରରେ ପହଞ୍ଚିବେ । ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଓଡ଼ିଶା ବିଜେପି ପକ୍ଷରୁ ଜାରି ପ୍ରେସ…

[ଦେଖନ୍ତୁ ଭିଡିଓ] ଅମିତ ଶାହଙ୍କ ଓଡ଼ିଶା ଗସ୍ତ ନେଇ ବିଜେପିର ଉତ୍ସାହ, ବିରୋଧୀ ଛାନିଆ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ଅମିତ ଶାହ । ଉତ୍ସାହରେ ରାଜ୍ୟ ବିଜେପି । ରବିବାର ଠାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଅମିତ ଶାହ ରବିବାର ରାତିରେ ଭୁବନେଶ୍ୱର ପହଞ୍ଚି ସୋମବାର ସକାଳେ…

ଭାରତ ବିରୋଧରେ ଅପପ୍ରଚାରରେ ମାତିଛି ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଯାହା ଅସମ୍ଭବ ଲାଗୁଥିଲା ତାହା ସଂଭବ କରିଦେଖାଇଛି ଭାରତ । ଜମ୍ମୁକାଶ୍ମୁରରୁ ଧାରା 370 ରଦ୍ଦ ହେବା ପରେ ପାକିସ୍ତାନ ଆଖିରେ ନିଦ ନାହିଁ । କିନ୍ତୁ ଭାରତ ବିରୋଧରେ ସେମିତି କିଛି କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ ପାକିସ୍ତାନ ।  ଜାମ୍ମୁ କାଶ୍ମୀରରୁ ଧାରା 370…

କଂଗ୍ରେସର ବିରୋଧକୁ ନେଇ ଅମିତ ଶାହ ରଖିଲେ ଉତ୍ତର

ନୂଆଦିଲ୍ଲୀ:  କଂଗ୍ରେସ ଆଜି ଦିନ ତମାମ କେନ୍ଦ୍ର ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲା । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ମଧ୍ୟ ବିରୋଧରେ ସାମିଲ ହୋଇଥିଲେ । ସାଂସଦମାନେ କଳା ପତାକା ଏବଂ କଳା ପଟି ବାନ୍ଧିବା ସହ ଅନେକ ନେତା କଳା ପୋଷାକ ପିନ୍ଧି ବିରୋଧ କରିଥିଲେ ।  ଦରଦାମ…

ଓଡ଼ିଶାରେ ସରକାର ଗଢ଼ିବୁ, ୩୦-୪୦ ବର୍ଷ ପାଇଁ ରହିବ ବିଜେପି ଯୁଗ: ଅମିତ ଶାହ

ହାଇଦ୍ରାବାଦ: ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଆଗାମୀ ଦିନରେ ନିଜର ରାଜନୈତିକ ଅଭିଳାଶକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ କହିଛନ୍ତି, ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟରେ ବିଜେପି…

“କଂଗ୍ରେସ ସରକାରରେ ରଥଯାତ୍ରା ବେଳେ ଗୁଜୁରାଟ ଲୋକଙ୍କ ଭିତରେ ଦଙ୍ଗା ଭୟ ଥିଲା”

ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟରେ ରଥ ଯାତ୍ରା ପାର୍ବଣ ସମୟରେ କଂଗ୍ରେସକୁ ସାଂଘାତିକ ସମାଲୋଚନା କରିଛନ୍ତି । କଂଗ୍ରେସ ସରକାର ସମୟରେ ଗୁଜୁରାଟରେ ରଥଯାତ୍ରା ବେଳେ ଲୋକେ ଦଙ୍ଗା ଭୟରେ ରହୁଥିଲେ । କୌଣସି ମୁହୂର୍ତ୍ତରେ ଦଙ୍ଗା ହେବାର ଭୟ ଲୋକଙ୍କ ଭିତରେ ରହୁଥିଲା ।…