Latest Odisha News

BREAKING NEWS

Browsing Tag

Amitabh Bachchan

ବୟସ ହାର ମାନିଛି ବିଗ୍ ବିଙ୍କ ପାଖରେ

ଭୁବନେଶ୍ୱର: ଆଜି ୭୮ ବର୍ଷରେ ପାଜ ଦେଲେ ମହାନାୟକ ଅମିତାଭ ବଚ୍ଚନ । କିନ୍ତୁ ବୟସ ତାଙ୍କ ପାଇଁ ଯେମିତି ଖାଲି ଗୋଟିଏ ନମ୍ବର । ଆଜି ବି ସେ ଆକ୍ଟିଭ୍ ଆଉ ୟଙ୍ଗ । ସାଧାରଣତଃ ଦେଖାଯାଏ ବୟସ ବଢିଲେ ଲୋକେ ଟିକେ ମାନ୍ଦା ହୋଇଯାଆନ୍ତି । କାମରୁ ବିରତି ବି ନିଅନ୍ତି । କିନ୍ତୁ ଏସବୁର ବ୍ୟତିକ୍ରମ…

ମେଗା ବଜେଟ୍ ଫିଲ୍ମରେ ପ୍ରଭାସ୍ ଓ ଅମିତାଭ ବଚ୍ଚନ !

ତେଲେଙ୍ଗାନା: ଗୋଟିଏ ଫିଲ୍ମ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଓ ବଲିଉଡ ଲିଜେଣ୍ଡ ଅମିତାଭ ବଚ୍ଚନ । ଏପରି ସ୍ଥିତିରେ ବଜେଟ୍ ତ ନିହାତି ଆକାଶଛୁଆଁ ରହିବ । ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଆଉ ଏଥିରେ ତାଙ୍କୁ ସାଥ୍ ଦେବେ ବଲିଉଡର ଜଣେ ପପୁଲାର ଅଭିନେତ୍ରୀ । ମେଗା ବଜେଟ୍ ମୁଭିରେ ଅମିତାଭ…

ଏଥର Alexaରେ ଅମିତାଭ ବଚ୍ଚନଙ୍କ ଭଏସ୍ ‌!

ନୂଆଦିଲ୍ଲୀ: ଏଥର ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଭଏସ୍‌ରେ ଉପଲବ୍ସ ହେବ ଆଲେକ୍ସ । ପ୍ରଥମଥର ପାଇଁ ସେଲିବ୍ରିଟି ଭଏସ୍‌ରେ ବଜାରକୁ ଆସିବ ଭଏସ୍ କମାଣ୍ଡ ଆଲେକ୍ସା । ବଲିଉଡ ଅଭିନେତା ଅମିତାଭ ବଚ୍ଚନ Amazon ସହ ପାର୍ଟନରଶିପ୍ କରିଛନ୍ତି। ଏହି ପାର୍ଟନରଶିପ୍ ଅନୁସାରେ ଭାରତରେ ପ୍ରଥମ ଥର…

ସେଟ୍‌କୁ ଫେରିଲେ ବିଗ୍-ବି, ଆସିଲା ‘କେବିସି-୧୨’ର ପ୍ରୋମୋ, ଦେଖନ୍ତୁ ଭିଡିଓ

ମୁୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ କୁଇଜ୍ ଶୋ’ କେବିସି ସିଜନ-୧୨ର ପ୍ରୋମୋ । ଏହି ପ୍ରମୋରେ ବିଗ୍ ବି ଅମିତାଭ ବଚ୍ଚନ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ସହ ନଜର ଆସିଛନ୍ତି । କରୋନାକୁ ମାତ୍ ଦେବା ପରେ ଏହା ହେଉଛି ବିଗ୍ ବିଙ୍କ ପ୍ରଥମ ଟିଭି ଶୋ’ । ଏହି ପ୍ରୋମୋରେ ଅମିତାଭ ବଚ୍ଚନ ଶୋ’ର…

ପିପିଇ କିଟ୍‌ରେ ବିଗ ବି, ଆରମ୍ଭ ହେଲା କେବିସି-୧୨ ସୁଟିଂ

ମୁମ୍ବାଇ: ନୀଳ ରଙ୍ଗର ପିପିଇ କିଟ୍ ଭିତରେ ବଲିଉଡ୍ ସୁପରଷ୍ଟାର । କ୍ରୁ ମେମ୍ବର ବି ପିପିଇ କିଟ ଭିତରେ ତୟାର । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଆଉ ଦମଦାର ଡାଏଲଗ ସହ ଆରମ୍ଭ ହେଲା ଟିଭି ଜଗତର ସୁପରହିଟ୍ ରିଆଲିଟି ସୋ କେବିସି-୧୨ର ସୁଟିଂ । କରୋନାକୁ ମାତ୍ ଦେବା ପରେ କୌନ ବନେଗା କରୋଡପତି ସୁଟିଂ…

କରୋନାରୁ ସୁସ୍ଥ ପରେ ଅମିତାଭ ବଚ୍ଚନଙ୍କ ପ୍ରଥମ ସେଲଫି, ଦେଖନ୍ତୁ

ମୁମ୍ବାଇ: କରୋନାକୁ ମାତ ଦେଇଛନ୍ତି ବଲିଉଡ ମହାନାୟକ ଅମିତାଭ ବଚ୍ଚନ । ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏବେ ସୋସିଆଲ ମିଡିଆରେ ପ୍ରଥମ ସେଲଫି ପୋଷ୍ଟ କରିଛନ୍ତି ବିଗ ବି । କ୍ଲୋଜ୍ ଅପ୍ ଫଟୋ ଉଠାଇଛନ୍ତି ଅମିତାଭ । ଫଟୋ କ୍ୟାପସନରେ ବିଗ୍ ବି ଲେଖିଛନ୍ତି, ବହୁତ କମ୍ ଲୋକ…

କାନ୍ଦିଲେ ଅମିତାଭ ବଚ୍ଚନ, କାହିଁକି ଜାଣିଛନ୍ତି ?

ମୁମ୍ବାଇ: ବଲିଉଡ ମହାନାୟକଙ୍କ ଆଖିଲେ ଲୁହ । କାନ୍ଦି ପକାଇଲେ ଅମିତାଭ ବଚ୍ଚନ । ଲୁହକୁ ଅଟକାଇ ପାରିଲେ ନାହିଁ । ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ଅମିତାଭ ବଚ୍ଚନ । ଏହି ଖୁସିରେ ତାଙ୍କ ଆଖିରେ ଲୁହ…

କୋଭିଡ୍ ରିପୋର୍ଟ ନେଗେଟିଭ୍ ଖବରକୁ ମିଛ କହିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ଖବରକୁ ଖଣ୍ଡନ କରିଛନ୍ତି ଅମିତାଭ ବଚ୍ଚନ । ଏନେଇ ଟ୍ୱିଟ୍ କରିଛନ୍ତି ବିଗ ବି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଟ୍ୟାଗ୍ କରି ଅମିତାଭ ବଚ୍ଚନ ଖବରକୁ ଭୁଲ୍ ଓ ଦାୟିତ୍ୱହୀନତା ବୋଲି ଲେଖିଛନ୍ତି । ମିଥ୍ୟା ଓ ସାଂଘାତିକ ମିଛ ବୋଲି କହିଛନ୍ତି…

ଅମିତାଭ ବଚ୍ଚନ ଫ୍ୟାନଙ୍କ ପାଇଁ ଖୁସି ଖବର: କୋଭିଡ୍ ରିପୋର୍ଟ ନେଗେଟିଭ୍ !

ମୁମ୍ୱାଇ: କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ଅମିତାଭ ବଚ୍ଚନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ଅମିତାଭଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି । ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କି ନିଜେ ବିଗ୍ ବି ଏଯାଏଁ ବିଧିବଦ୍ଧ ଭାବରେ ସ୍ପଷ୍ଟ କରି…

ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ସେମାନେ ହୋମ୍ ଆଇସୋଲେସନରେ ଥିଲେ । ଏବେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ହସ୍ପିଟାଲକୁ ସ୍ଥାନାନ୍ତର…