Latest Odisha News

BREAKING NEWS

Browsing Tag

Amitabh Bachchan

ବାଦୁଡି ଯୋଗୁ ଚିନ୍ତାରେ ବିଗ୍‌ ବି

ନୂଆଦିଲ୍ଲୀ: ନିକଟରେ ଅମିତାଭ ବଚ୍ଚନ ଏକ ପ୍ରସଙ୍ଗ ସେୟାର କରିଛନ୍ତି ଯାହା ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମସ୍ୟାରେ ପକାଇଛି। ତାଙ୍କ ବ୍ଲଗରେ ବିଗ୍ ବି ପ୍ରକାଶ କରିଛନ୍ତି ଯେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ବେ ବାଦୁଡିମାନେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନ ଜଲସା ଉପରେ…

‘ବଚ୍ଚନ’ ଟାଇଟଲ୍‌ ପଛର ରହସ୍ୟ ଖୋଲିଲେ ବିଗ୍‌ ବି

ମୁମ୍ବାଇ: କୌନ ବାନେଗା କରୋଡ୍‌ପତି‌ ୧୩ର ଉପସ୍ଥାପନା କରୁଛନ୍ତି ବଲିଉଡ୍‌ ଶେହେନ୍‌ଶାହା ଅମିତାଭ ବଚ୍ଚନ। ଏଥିରେ ବିଗ୍‌ ବି ଏକ ରହସ୍ୟର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନ କାହିଁକି ‘ବଚ୍ଚନ’କୁ ସର୍‌ନେମ୍‌ ଭାବେ ଚୟନ କରିଥିଲେ ତାହାର ଗୁମର…

ପାନ ମସଲା ବ୍ରାଣ୍ଡ ସହ ଚୁକ୍ତି ବାତିଲ କଲେ ମେଗାଷ୍ଟାର ଅମିତାଭ

ମୁମ୍ବାଇ: ବେଶ କିଛିଦିନ ଧରି କମଳା ପସନ୍ଦ ନାମକ ଏକ ପାନ ମସଲା ବ୍ରାଣ୍ଡର ବିଜ୍ଞାପନରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫଟୋ ସାମ୍ନାକୁ ଆସିଥିଲା । ପାନ ମସଲାର ବ୍ରାଣ୍ଡିଂ କରିବା ଘଟଣା ମେଗାଷ୍ଟାରଙ୍କ ଅଗଣିତ ଫ୍ୟାନଙ୍କୁ ଦୁଃଖିତ କରିଥିଲା । ସୋସିଆଲ୍ ମିଡିଆରେ ଏ ନେଇ ବିଭିନ୍ନ ପ୍ରକାର…

ତୀବ୍ର ସମାଲୋଚନାର ଶିକାର ହେଲେ ମେଗାଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ନିଜ ଅଭିନୟ ତଥା ଅନନ୍ୟ ବ୍ୟକ୍ତିତ୍ୱ ପାଇଁ କୋଟିକୋଟି ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଫିଲ୍ମକୁ ବାଦ୍ ଦେଲେ ବିଜ୍ଞାପନ ଦୁନିଆରେ ମଧ୍ୟ ସେ ବେଶ ସକ୍ରିୟ । ହେଲେ ନିକଟରେ ଅମିତାଭ ବଚ୍ଚନ ଏମିତି ଏକ ବିଜ୍ଞାପନ କରିଛନ୍ତି, ଯାହାକୁ ନେଇ…

ସର୍ଜରୀ ପରେ ଫଟୋ ସେୟାର କଲେ ବିଗ୍ ବି

ମୁମ୍ୱାଇ: ସର୍ଜରୀ ସସପେନ୍ସ ଉପରୁ ପରଦା ହଟାଇଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ବ୍ଲଗ ଯୋଗେ ନିଜ ଫ୍ୟାନଙ୍କ ସହ ସ୍ୱାସ୍ଥ୍ୟବସ୍ଥା ସେୟାର କରିଛନ୍ତି । ବିଗ ବି କହିଛନ୍ତି ତାଙ୍କ ଆଖିରେ ସେ ଅସ୍ତ୍ରୋପଚାର କରାଇଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି । ସୁସ୍ଥତା କାମନା ସହ ତାଙ୍କ ପାଇଁ…

ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ଅପରେସନ୍ ହେବ: ବିଗ୍ ବି ସେୟାର କଲେ ପୋଷ୍ଟ

ମୁମ୍ୱାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି । ଏବେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ । ଅସୁସ୍ଥତା ଯୋଗୁ ଖୁବଶୀଘ୍ର ସର୍ଜରୀ ହୋଇପାରେ । ବିଗ୍ ବି ନିଜ୍ ବ୍ଲଗରେ ପୋଷ୍ଟ କରିଥିବା ଏମିତି କିଛି ଲେଖାରୁ ଏଭଳି ଆଶଙ୍କା କରାଯାଉଛି । ସର୍ଜରୀ ସମ୍ପର୍କରେ ବ୍ଲଗ…

ଅମିତାଭଙ୍କ ସହ ଅଭିନୟ କରିବେ ଏହି ସାଉଥ୍ ସୁନ୍ଦରୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଆସନ୍ତା ବର୍ଷ ଏହି ଅଭିନେତ୍ରୀ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ବଲିଉଡରେ ପାଦ ଦେଉଦେଉ ତାଙ୍କ ହାତରେ ଦୁଇଦୁଇଟି ଅଫର ରହିଛି । ଉଭୟ ଦୁଇଟି ଫିଲ୍ମରେ ସେ ଦୁଇ ଜଣାଶୁଣା ଅଭିନେତାଙ୍କ ସହ ବଡ ପରଦାରେ ନଜର…

ମେଗାଷ୍ଟାର ଅମିତାଭଙ୍କ ବିରୋଧରେ କବିତା ଚୋରି ଅଭିଯୋଗ

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ମହାନାୟକ ଅମିତାଭ ଓ ସୋସିଆଲ ମିଡିଆ ମଧ୍ୟରେ ଥିବା ପ୍ରେମ ସଂପର୍କ ବିଷୟରେ ଅନେକ ଅବଗତ । ଟୁଇଟର୍‌, ଫେସବୁକ୍‌, ଇନଷ୍ଟାଗ୍ରାମ ଓ ବ୍ଲଗ୍‌ରେ ସେ ଅଧିକାଂଶ ସମୟ ସକ୍ରିୟ ରହିଥାନ୍ତି । ବ୍ୟସ୍ତବହୁଳ ସମୟ ମଧ୍ୟରେ ବି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସେ ନିଜ ଫ୍ୟାନଙ୍କ…

ମହିଳା ଆଇପିଏସ୍ ଅଫିସର ବନିଲେ କେବିସି ୧୨ ସିଜନର ଦ୍ୱିତୀୟ କୋଟିପତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ ସିଜନ୧୨ର ଦ୍ୱିତୀୟ କୋଟିପତି ବନିଲେ ମହିଳା ଆଇପିଏସ୍ ଅଫିସର ମୋହିତା ଶର୍ମା । ଏନେଇ ଶୋ’ର ଏକ ନୂଆ ପ୍ରୋମୋ ରିଲିଜ ହୋଇଛି । ପ୍ରତିଯୋଗୀ ମୋହିତା ଶର୍ମା ଖୁବ୍ ଭାବିଚିନ୍ତି ଖେଳୁଥିବା ବେଳେ ସେ ୧କୋଟି ଜିତିଥିବା ନେଇ…

କୁନି ଝିଅର ନୃତ୍ୟରେ ବିମୁଗ୍ଧ ଅମିତାଭ୍‌

ନୂଆଦିଲ୍ଲୀ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଚିନ୍ତାଧାରା ଏବଂ ଅନୁଭୂତିକୁ ପ୍ରଶଂସକ ଏବଂ ଅନୁସରଣକାରୀଙ୍କ ସହ ବାଣ୍ଟିବାକୁ ପସନ୍ଦ କରନ୍ତି। ତେବେ ଏଇ କିଛି ଘଣ୍ଟା ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଜଣେ ଛୋଟ ଝିଅ ହରିୟାଣୀ…