Latest Odisha News

BREAKING NEWS

Browsing Tag

Angul

ଆଣିଥିଲି ଘୋଡା, ଦେଇପାରୁନି ଭଡା !

ଅନୁଗୁଳ: ବାହାରେ ଘୁରିବୁଲୁଥିବା ଜୀବଜନ୍ତୁଙ୍କ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୬୦ ଲକ୍ଷ ଟଙ୍କାର ସହାୟତା ରାଶି । ରାଜ୍ୟ ସରକାରଙ୍କୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ମିଳିଛି ଭୁରିଭୁରି ପ୍ରଶଂସା । ହେଲେ ଏହାରି ଭିତରେ ଏକ ଖବର ଅନେକ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ଜଣେ…

[ଭିଡ଼ିଓ] ଆପଣା ସାଜିଲେ ପର, ପର ସାଜିଲେ ଆପଣା

ଅନୁଗୁଳ: ଗୋହିରାପଶି ଗାଁରେ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପାଖ ମାଡିଲେନି ପରିବାର କି ଗାଁ ଲୋକେ । ଶେଷରେ ଆଗେଇ ଆସିଥିଲେ କିଛି ସରକାରୀ ବାବୁ ଓ ସ୍ଥାନୀୟ ସରପଂଚ । ଦେଖାଇଥିଲେ ମାନବିକତାର ଜ୍ୱଳନ୍ତ ଉଦାହରଣ । ଗତକାଲି ସଂଧ୍ୟା ୮ଟାବଳେ ଗୋବିନ୍ଦ ମାଝୀ ନାମକ ଜଣେ…

କରୋନା ହେବାରୁ ବୃଦ୍ଧଙ୍କୁ ପଚାରିଲାନି ପରିବାର, ଅସହାୟ ହୋଇ ହାରିଦେଲେ ଜୀବନ

ଅନୁଗୁଳ: ମହାମାରୀ କରୋନା କେତେ ଦୁଃଖଦ କାହାଣୀ ଲେଖୁଛି । କେଉଁଠି ବୁଢ଼ା ବାପା ଆଗରେ କରୋନା ରୋଜଗାରିଆ ପୁଅକୁ ଛଡ଼ାଇ ନେଉଛି ତ ଆଉ କେଉଁଠି ମୃତ୍ୟୁ ପରେ ଶବକୁ ମିଳୁନି ସମ୍ମାନ । ଭୂତାଣୁ ଭୟରେ ଏମିତି ଘଟଣା ନିଇତି ଦେଖିବାକୁ ମିଳୁଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ…

ଅନୁଗୁଳର ଏହି ଅଂଚଳ କଣ୍ଟେନେମେଣ୍ଟ ଜୋନ୍ ଘୋଷିତ

ଅନୁଗୁଳ: ଜିଲ୍ଲାରେ ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ତାଳଚେର ପୌରପାଳିକା । ଦୁଇଦିନରେ ୩୦ରୁ ଅଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ୧୩ ନମ୍ବର ୱାର୍ଡକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ଅନ୍ୟପଟେ ତାଳଚେର ପୌରାଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେବଳ ପୌରାଂଚଳରୁ ହିଁ…

ୱେଲଡିଂ ଦୋକାନରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ !

ଅନୁଗୁଳ: ଝୁଲୁଥିଲା ମୃତଦେହ । ଆଉ ତା ପୁଣି ୱେଲଡିଂ ଦୋକାନରେ । ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ମୃତଦେହକୁ ପୋଲିସ ଉଦ୍ଧାର କରିଥିଲାବେଳେ ମୃତକଙ୍କ ପରିଚୟ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣାପଡିଛି ।…

ମହଙ୍ଗା ପଡିଲା ମଙ୍ଗଳା ଓଷା, ବନ୍ଧା ହେଲେ ପୂଜକ

ଅନୁଗୁଳ: ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଂଘନ । ବନ୍ଧା ହେଲେ ଅନୁଗୁଳ ତାଳଚେର ହାଟତୋଟା ସ୍ଥିତ ମଙ୍ଗଳା ମନ୍ଦିରର ଚାରି ପୂଜକ । ସରକାରୀ କଟକଣାକୁ ବେଖାତିର କରି ମନ୍ଦିରରେ ଭିଡ ଜମିବା ଯୋଗୁଁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି । ଆଜି ମଙ୍ଗଳା ଓଷା ଥିବାରୁ ହାଟତୋଟା ମନ୍ଦିରରେ…

ବୁଲେଟ୍ ଠକେଇ ଅଭିଯୋଗରେ ୩ ଗିରଫ

ଅନୁଗୁଳ: କମ୍ ଦାମରେ ବୁଲେଟ୍ ଯୋଗାଇ ଦେବା କହି ଠକେଇ ଘଟଣାରେ ବିକ୍ରମପୁର ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏହି ତିନି ଅଭିଯୁକ୍ତ ୫୫,୦୦୦ ଟଙ୍କା ରିହାତି ମୂଲ୍ୟରେ ବୁଲେଟ୍ ଦେବେ ବୋଲି କହି ଜଣେ ବ୍ୟକ୍ତିଙ୍କୁ ଠକିଥିଲେ। ତେବେ ଠକେଇର‌ ଶୀକାର ହୋଇଥିବା ଯୁବକ ଜଣକ ସୋସିଆଲ ମିଡିଆରେ…

ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୪ ମୃତ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜରପଡ଼ା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସକୁ ସାମ୍ନା ପଟୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ଧକ୍କା ଦେଇଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି…

୪ ଘଣ୍ଟାର ଅପରେସନ୍ ପରେ କୂଅରୁ ଉଦ୍ଧାର ହେଲା ହାତୀ

ଅନୁଗୁଳ: ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଖସି ପଡ଼ିଥିବା ମାଈ ହାତୀ ଉଦ୍ଧାର ହୋଇଛି । ରାତି ପ୍ରାୟ ୨ଟା ବେଳେ ହାତୀଟି ଖସି ପଡ଼ିଥିବା ବେଳେ ୮ ଘଣ୍ଟା ପରେ କୂଅରୁ ମୁକୁଳିଛି । ପ୍ରାୟ ୪ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ହାତୀଟିକୁ ସଫଳତାର ସହ କୂଅ ମଧ୍ୟରୁ…

ଜଙ୍ଗଲରେ ନିଆଁ, କୂଅକୁ ଖସି ପଡ଼ିଲା ଜନବସତି ମୁହାଁ ହାତୀ

ଅନୁଗୁଳ: ଜଙ୍ଗଲ ଜଳୁଛି, ଗଛଲତା ପୋଡ଼ି ଯିବା ସହ ବାସସ୍ଥାନ ହରାଉଛନ୍ତି ବନ୍ୟଜନ୍ତୁ । କିଛି ବନ୍ୟଜନ୍ତୁ ନିଆଁରେ ପୋଡ଼ି ଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଦିନକୁ ଦିନ ଜଙ୍ଗଲ ନଷ୍ଟ ବଢ଼ି ଚାଲଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ…