Latest Odisha News

BREAKING NEWS

Browsing Tag

Argentina

କାହାକୁ ଗୋଲ୍ଡେନ ବୁଟ୍, ଗୋଲ୍ଡେନ ବଲ୍ ଓ ଗୋଲ୍ଡେନ୍ ଗ୍ଲୋଭ୍ ?

ନୂଆଦିଲ୍ଲୀ: ଏବର୍ଷର ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ପେଲେ ଓ ଡିଏଗୋ ମାରାଡୋନାଙ୍କ ନାଁ ପରେ ନିଜ ନାଁକୁ ଲେଖିଛନ୍ତି ଲିଓନେଲ୍ ମେସି । କତାରର ଲୁସେଲ୍ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନାଟକୀୟ ଢଙ୍ଗରେ ପେନାଲ୍ଟି ସୁଟଆଉଟ୍ କରି ଫ୍ରାନ୍ସକୁ ଆର୍ଜେଣ୍ଟିନା ହରାଇବା…

୧୯୭୮ ଓ ୧୯୮୬ରେ ବିଶ୍ୱ କପ୍ ଚାମ୍ପିଅନ ହୋଇଥିଲା ଆର୍ଜେଣ୍ଟିନା

ଦୋହା: ଦୋହାର ଲୁସେଲ ଷ୍ଟାଡିୟମରେ ଫାଇନାଲ ଖେଳାଯାଇଥିଲା । ୨ଥର ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ହରାଇ ବିଶ୍ୱ ବିଜେତା ହୋଇଛି । ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଶ୍ୱ କପ ଚାମ୍ପିଅନ ହୋଇଥିଲା । ଫାଇନାଲ୍ ଏକ୍ସଟ୍ରାଟାଇମରେ ୩-୩ ଗୋଲରେ…

୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଖେଳସୂଚୀ, ରାଉରକେଲାରେ ଖେଳାଯିବ ୨୦ଟି ମ୍ୟାଚ୍

ଭୁବନେଶ୍ୱର: ହକିରେ ମତୁଆଲା ହେବ ଓଡ଼ିଶା । ୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଲାଗି ଖେଳସୂଚୀ ପ୍ରକାଶ ପାଇଛି । ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା FIH ପୁରୁଷ ବିଶ୍ୱକପ୍ ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ…

ସାକାର ହେଲା ମେସିଙ୍କ ସ୍ୱପ୍ନ, ବ୍ରାଜିଲକୁ ହରାଇ ଆର୍ଜେଂଟିନା ଜିତିଲା କୋପା ଆମେରିକା ଟ୍ରଫି

ରିଓ ଡି ଜେନେରିୟୋ: ଆର୍ଜେଂଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟରେ ଚାମ୍ପିୟନ ହୋଇଛି । ୨୮ ବର୍ଷ ପରେ ଆର୍ଜେଂଟିନା ଟାଇଟଲ ଜିତିବା ସହ ଲିଓନେଲ ମେସିଙ୍କ ସ୍ୱପ୍ନ ସାକାର ହୋଇଛି । ତାଙ୍କ ଅଧିନାକତ୍ୱରେ ପ୍ରଥମ ଥର ପାଇଁ ଆର୍ଜେଂଟିନା କୌଣସି ବଡ…

କୋପା ଆମେରିକା ଫୁଟବଲ : ଆର୍ଜେଂଟିନା-ବ୍ରାଜିଲ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ବ୍ରାଜିଲରେ ଚାଲିଥିବା କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ହେବାକୁ ଥିବା ଫାଇନାଲରେ ବିଶ୍ୱ ଫୁଟବଲ ଦୁଇ ଶକ୍ତିଶାଳୀ ଟିମ୍ ଆର୍ଜେଂଟିନା ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହେବ । ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଦ୍ୱିତୀୟ…

କୋଭିଡ ମାମଲା ବୃଦ୍ଧି: ଭାରତ, ବ୍ରାଜିଲ, ଆର୍ଜେଣ୍ଟିନାକୁ ବିମାନସେବା ବାତିଲ କଲା ସାଉଦି ଆରବ

କୋଭିଡ ମାମଲାରେ ବୃଦ୍ଧି ହେତୁ ଭାରତ, ବ୍ରାଜିଲ, ଆର୍ଜେଣ୍ଟିନା ସହିତ ବିମାନ ଯାତ୍ରାକୁ ସ୍ଥଗିତ କଲା ସାଉଦି ଆରବ । ଇଣ୍ଡିଆ ଟୁଡେ ରିପୋର୍ଟରେ କୁହାଯାଇଛି ଯେ ଯେଉଁମାନେ ରାଜ୍ୟରେ ପହଞ୍ଚିବାର ୧୪ଦିନ ପୂର୍ବରୁ ଏହି ଦେଶଗୁଡିକ ମଧ୍ୟରୁ କୌଣସି ଦେଶକୁ ଯାତ୍ରା କରିଛନ୍ତି ସେମାନଙ୍କୁ ମଧ୍ୟ…