Latest Odisha News

BREAKING NEWS

Browsing Tag

Army Chief

ବ୍ରାଜିଲରେ ଦଙ୍ଗା : ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଲା

ନୂଆଦିଲ୍ଲୀ : ବ୍ରାଜିଲର ସେନାମୁଖ୍ୟ ହେଲେ ବହିଷ୍କାର। ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲଭା । ଦୁଇ ସପ୍ତାହ ତଳେ ବ୍ରାଜିଲିଆରେ ଘଟିଥିବା ହିଂସା ଘଟଣାରେ ସେନାମୁଖ୍ୟ ଜୁଲିଓ ସେସାର ଆରୁଦ୍ଦାଙ୍କୁ ବହିଷ୍କାର କରିଛନ୍ତି ରାଷ୍ଟ୍ରପତି। ଆର୍ଜେଣ୍ଟିନା…

ପାକିସ୍ତାନ ଆର୍ମି ମୁଖ୍ୟ ଦାୟିତ୍ୱ ନେଲେ ଜେନେରାଲ ଆସିମ ମୁନିର

ଇସଲାମାବାଦ୍: ପାକିସ୍ତାନର ୧୭ତମ ଆର୍ମି ଚିଫ୍ ହେଲେ ଆସିମ ମୁନିର । ଅବସରେ ନେଲେ ଜାବେଦ ବାଜଓ୍ୱା । ବ୍ୟାଟନ ଅଫ୍ କମାଣ୍ଡ ବା କମାଣ୍ଡ ଷ୍ଟିକ୍ ହସ୍ତାନ୍ତର କରିବା ପରେ ଆର୍ମି ମୁଖ୍ୟ ହୋଇଛନ୍ତି ଆସିମ ମୁନିର । ରାଓ୍ୱଲପିଣ୍ଡିରେ ସ୍ୱତନ୍ତ୍ର ଉତ୍ସବରେ କମାଣ୍ଡ ଷ୍ଟିକ୍ ହସ୍ତାନ୍ତର ହୋଇଛି ।…

ଅସୀମ ମୁନିର ହେଲେ ପାକିସ୍ତାନର ନୂଆ ସେନା ମୁଖ୍ୟ

ଇସଲାମବାଦ: ପାକିସ୍ତାନ ସେନାମୁଖ୍ୟ ଜେନରାଲ କମର ଜାବେଦ ବାଜୱାଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ନୂଆ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଅସୀମ ମୁନିରଙ୍କୁ ନୂଆ ଆର୍ମୀ ଚିଫ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି…

ଜେନେରାଲ ମନୋଜ ପାଣ୍ଡେ ହେଲେ ନୂଆ ଆର୍ମି ଚିଫ୍

ଭୁବନେଶ୍ୱର: ବର୍ତ୍ତମାନର ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଜେନେରାଲ ମନୋଜ ପାଣ୍ଡେଙ୍କୁ ଆର୍ମି ଚିଫ୍ ଭାବେ ନିଯୁକ୍ତି ମିଳିଛି । ଏପ୍ରିଲ ୩୦ ଅପରାହ୍ନରୁ ସେ ଦାୟିତ୍ୱ ଗ୍ରହଣ କରିବେ । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ପିଆଇବି ପକ୍ଷରୁ ସୂଚନା ମିଳିଛି । ଆର୍ମିର…

ଜମ୍ମୁ କାଶ୍ମୀରରେ ପଶିପାରେ ତାଲିବାନ; ସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: ତାଲିବାନୀ ଜମ୍ମୁ କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ସେନା ମୁଖ୍ୟ ଚେତାବନୀ ଦେଇଛନ୍ତି। ଦୁଇ ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ଶାସନ ସମୟରେ ସେ ଏଭଳି ଉଦାହରଣ ମଧ୍ୟ ଦେଇଛନ୍ତି। ସେନା ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ଏପରି କୌଣସି…

ସବୁ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ଭାରତୀୟ ସେନା; ଆର୍ମି ମୁଖ୍ୟ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଅଗ୍ରଗାମୀ ଅଞ୍ଚଳଗୁଡିକର ସୁରକ୍ଷା ସମୀକ୍ଷା କରୁଥିବା ସେନା ମୁଖ୍ୟ ଜେନେରାଲ୍ ଏମ୍ ନାରଭାନେ ଶନିବାର କହିଛନ୍ତି ଯେ ଚୀନ୍ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲର ଅପର ପାର୍ଶ୍ୱରେ ଭିତ୍ତିଭୂମି ନିର୍ମାଣ କରିଛି କିନ୍ତୁ ଭାରତୀୟ ସୈନ୍ୟବାହିନୀ ଯେକୌଣସି ପ୍ରତିକୂଳ…

ଆଜି ସେନା ମୁଖ୍ୟ ବିପିନ ରାୱତଙ୍କ ଶ୍ରୀନଗର ଗସ୍ତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଶୁକ୍ରବାର ଦିନ ଶ୍ରୀନଗର ଅଭିମୁଖେ ଗସ୍ତ କରିବେ ସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ । ପ୍ରାପ୍ତ ସୂଚନାନୁଯାୟୀ ବର୍ତ୍ତମାନ ସମୟରେ ଜମ୍ମୁ-କାଶ୍ମୀରର ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବା ଲାଗି ବିପିନ ରାୱତ…