Latest Odisha News
Browsing Tag

Arrest

ସୁଲି ଡିଲ୍ସର ମାଷ୍ଟରମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କୁ ଟାର୍ଗେଟ କରୁଥିବା 'ସୁଲି ଡିଲ୍ସ' ଆପର ମାଷ୍ଟରମାଇଣ୍ଡ ଅମ୍‌କାରେଶ୍ୱର ଠାକୁରଙ୍କୁ ଇନ୍ଦୋରରୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେ ମୁସଲିମ ମହିଳାମାନଙ୍କୁ ଟ୍ରୋଲ କରିବା ପାଇଁ ଟ୍ୱିଟରରେ ସୃଷ୍ଟି ହୋଇଥିବା ଗ୍ରୁପ୍‌ର ସଦସ୍ୟ ଥିଲେ। ପ୍ରାଥମିକ ପଚରାଉଚରା ବେଳେ…

[ଭିଡିଓ] ତନ୍ଦୁରି ରୁଟିରେ ପକାଉଥିଲା ଛେପ, ଭିଡିଓ ଭାଇରାଲ ପରେ ଧରାପଡିଲା ଅଭିଯୁକ୍ତ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ଅନେକଙ୍କୁ ଚକିତ କରିଛି । ଆଜି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ତନ୍ଦୁରି ରୁଟିରେ ଛେପ ପକାଇବା ଦୃଶ୍ୟ କଏଦ ହୋଇଛି । ଗାଜିଆବାଦର ଏକ ଢାବାରେ ଜଣେ ବ୍ୟକ୍ତି ତନ୍ଦୁରି ରୁଟି ପ୍ରସ୍ତୁତ କରୁଥିବା ସମୟରେ ଛେପ…

ବିଧାୟକ ମୋହନ ମାଝୀ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଉପରେ ହୋଇଥିଲା ବୋମାମାଡ । ଗତ ୧୦ ତାରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ନେଇ ଦିନରାତି ଏକ କରିଥିଲା ତଦନ୍ତକାରୀ ଦଳ । ଏପରିକି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କରାଯାଇ ପୁରସ୍କାର ଘୋଷଣା ମଧ୍ୟ ହୋଇଥିଲା । ଆଜି ଆକ୍ରମଣ ମାମଲାରେ ୫…

ଦୂତୀଙ୍କ ଅଭିଯୋଗରେ ୱେବ୍ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ୱେବ୍ ମିଡିଆ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ । ଆଜି ଭୁବନେଶ୍ୱରରେ ମହିଳା ଥାନା ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ରହିଛି । ଅଲିମ୍ପିକ ଗେମ୍ସରୁ ଫେରିବା ପରେ…

ଭଦ୍ରକ କଳାହାଣ୍ଡିଆରୁ ଧରାପଡିଲା ରେଳବାଇ କେବୁଲ୍ ଚୋର

ଭଦ୍ରକ: ରେଳବାଇ କ୍ୱାଡ୍ ‘୪’ ଟେଲିକମ୍ କେବୁଲ ଚୋରି ମାମଲା ରେଳବାଇ ପୋଲିସକୁ (RPF) ଚିନ୍ତାରେ ପକାଇଥିଲା । ବାରମ୍ବାର କେବୁଲ ଚୋରି ହେବା ଘଟଣାକୁ ନେଇ ବେଶ କିଛିଦିନ ଧରି ଜାରି ରହିଥିଲା ତନାଘନା । ଶେଷରେ ଆରପିଏଫ୍ ଓ ଗ୍ରାମାଂଚଳ ପୋଲିସ ହାତରେ ଧରାପଡିଛି କେବୁଲ ଚୋର । ନିକଟରେ କପାଳି…

ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ…

ନିଶା କାରବାରର ଏନ୍ତୁୁଡିଶାଳ ପାଲଟିଛି ଭଦ୍ରକ, ମଦ ଜବତ ୭ ଗିରଫ

ଭଦ୍ରକ: କେତେବେଳେ ବ୍ରାଉନ୍ ସୁଗାର ତ ପୁଣି କେତେବେଳେ ଆସ୍କା ଫୋର୍ଟି କିମ୍ବା ଅନ୍ୟ ନିଶା କାରବାର ପାଇଁ ଚର୍ଚ୍ଚା ମୁଣ୍ଡାଇଛି ଭଦ୍ରକ ଜିଲ୍ଲା । ଏବେ ପୁଣିଥରେ ଦେଶୀ ଓ ବିଦେଶୀ ମଦ ଜବତ ହେବା ପରେ ୭ଜଣଙ୍କ ଗିରଫଦାରୀ ଘଟଣା ଚର୍ଚ୍ଚାରେ ରହିଛି । ରିପୋର୍ଟ ଅନୁଯାୟୀ ୧୬ ନମ୍ବର ଜାତୀୟ…

ମୋମୋ ବିକ୍ରେତାଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ଜଣେ ମୋମୋ ବିକ୍ରେତାଙ୍କ ଉପରେ ଗରମ ତେଲ ପଡ଼ିବା ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଘଟଣାଟି ଗତ ମାର୍ଚ୍ଚ ୪ ତାରିଖରେ ଘଟିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଅର୍ଡର ଦେଇଥିବା ବେଳେ ଦୋକାନୀ ମୋମୋ ଦେବାରେ ସାମାନ୍ୟ ବିଳମ୍ବ କରିଦେଇଥିଲେ। ଯାହା ଫଳରେ ବ୍ୟକ୍ତି ଜଣକ…

ନବରଙ୍ଗପୁରରୁ ଗିରଫ ହେଲା ପଂଜାବୀ ପ୍ରେମିକ

ନବରଙ୍ଗପୁର: ଫେସବୁକରେ ସ୍ଥାପନ ହୋଇଥିଲା ବନ୍ଧୁତା । ହେଲେ ନବରଙ୍ଗପୁର ଟାଉନ ଥାନାରେ ବନ୍ଧୁତାର ଅନ୍ତ ଘଟିଥିଲା । ପଂଜାବର ଯୁବକ ସହ ଯୋଡିଥିଲା ନବରଙ୍ଗପୁର ମହିଳାଙ୍କ ସଂପର୍କ । ହେଲେ ବନ୍ଧୁତାକୁ ପ୍ରେମ ସଂପର୍କରେ ପରିଣିତ କରିବାକୁ ଚାହୁଁନଥିଲେ ବିବାହିତ ମହିଳା । ଅନ୍ୟପଟେ ଯୁବକ ଜଣକ…

ମାସ୍କ ପାଇଁ ଜେଲ ଗଲେ, ଅଟକିଲା ବିବାହ

ମୁମ୍ବାଇ: ମାସ୍କ ନପିନ୍ଧିବା ଜଣେ ଯୁବକଙ୍କୁ ମାତ୍ରାଧିକ ମହଙ୍ଗା ପଡିଛି । ଏପରିକି ଜେଲ ଯିବା ସହ ତାଙ୍କ ବିବାହ ବି ଅଟକିଥିଲା । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୁମ୍ବାଇ ସହର । ତେବେ ଘଟଣାଟା ପଢିବାକୁ ଯେତିକି ସାଧାରଣ ଲାଗୁଛି, ଏହା ପଛର କାରଣ ବି ସେତିକି ଚକିତକର ।…