ସୁପ୍ରିମକୋର୍ଟ ବଦଳାଇ ପାରିବେ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ?
ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୪ ବର୍ଷ ପରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଯାହାର ଶୁଣାଣି ଅଗଷ୍ଟ ୨ରୁ ନିୟମିତ ଭାବେ କରାଯିବ । ସମସ୍ତ…