Latest Odisha News

BREAKING NEWS

Browsing Tag

Arundhati Garnaik

ଦେଖନ୍ତୁ, ଭୁବନେଶ୍ୱର ଝିଅଙ୍କ ଡ୍ୟାନ୍ସରେ କେମିତି ଦିଓ୍ୱାନୀ ହେଲେ ମାଧୁରୀ

ଭୁବନେଶ୍ୱର: ରିଆଲିଟି ସୋ ଡ୍ୟାନ୍ସ ଦିଓ୍ୱାନେ ସିଜିନ-୩ରେ କମାଲ କଲେ ଓଡ଼ିଆ ଝିଅ । ଭୁବନେଶ୍ୱରର ଅରୁନ୍ଧତୀ ଗଡ଼ନାୟକଙ୍କ ଡ୍ୟାନ୍ସ ଜଲଓ୍ୱାରେ ଦିଓ୍ୱାନୀ ହେଲେ ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ । ବିଚାରକଙ୍କ ମନ ଜିଣିଲେ ଅରୁନ୍ଧତୀ । ତାଙ୍କ ଡ୍ୟାନ୍ସ ଦେଖି ୩ ଜଣ ଜଜ୍ ଖୁବ ତାରିଫ…

ଫ୍ଲିପକାର୍ଟ ଭିଡିଓ ରିଅଲିଟି କାର୍ଯକ୍ରମ ‘ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋ’ରେ ଓଡିଆ ଝିଅ ଅରୁନ୍ଧତୀ

ଭୁବନେଶ୍ୱର: ଗ୍ରେଟ ଇଣ୍ଡିଆ ଡ୍ୟାନ୍ସ ଅଫ୍ ସୋରେ ଓଡିଆ ଝିଅ ଅରୁନ୍ଧତୀ ଗଡନାୟକ । ଯେଉଁ ସୋରେ ସେଲେବ୍ରିଟି ଡ୍ୟାନ୍ସରମାନେ ଟ୍ରଫି ଜିତିବା ପାଇଁ ସଂଘର୍ଷ କରିଥାନ୍ତି ସେହିଭଳି ଏକ ପ୍ଲାଟଫର୍ମରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ସେ । ଫ୍ଲିପକାର୍ଟ ଆପ ଭିଡିଓରେ ଏହି ପ୍ରତିଯୋଗିତା…