Latest Odisha News
Browsing Tag

ASI

ଓଡ଼ିଶା ପାଇଁ NMAର ବାଇ ଲ’ ପ୍ରସଙ୍ଗରେ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ଓଡ଼ିଶାର ପୁରାତନ କୀର୍ତ୍ତିରାଜିର ବିକାଶ ନିହାତି ଆବଶ୍ୟକ । କିନ୍ତୁ ଆଇନକୁ ଭଙ୍ଗ କରି କିମ୍ବା ଅଣଦେଖା କରି ଏହା ହେବା ଅନୁଚିତ । ଓଡ଼ିଶା ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ବା NMAର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗରେ ଟ୍ୱିଟ୍ କରି ଏହି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର…

ଐତିହାସିକ ଶିଶୁପାଳଗଡ଼ର ସୁରକ୍ଷା ଦାବି କଲା ବିଜେପି

ଭୁବନେଶ୍ବର : ଐତିହାସିକ ଶିଶୁପାଳଗଡ଼କୁ ରାଜ୍ୟ ସରକାରଙ୍କ ଜମି ଜବରଦଖଲରୁ ବଞ୍ଚାଇବାକୁ ଚିଠି । ଏନେଇ ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ଶିଶୁପାଳଗଡ଼କୁ ସଂରକ୍ଷଣ କରିବା ପାଇଁ ଦାବି କରିଛି ବିଜେପି । ଦୁଇ ହଜାର ବର୍ଷରୁ ଅଧିକ ଐତିହାସିକ ଶିଶୁପାଳଗଡ଼ରେ ଅନେକ ପୁରାତନ ମନ୍ଦିର ଓ ଐତିହ୍ୟ…

ଜୁଲାଇ ୩୧ ଯାଏଁ ଖୋଲିବନି ଐତିହ୍ୟସ୍ଥଳ

ଭୁୁବନେଶ୍ୱର: ଖୋଲିବନି ଖଣ୍ଡଗିରି, ଉଦୟଗିରି ସମେତ ୯ଟି ଐତିହ୍ୟସ୍ଥଳ । ଜୁଲାଇ ୩୧ ଯାଏଁ ଏହି ସବୁ ଐତିହ୍ୟ ସ୍ଥାନ ଉପରେ କଟକଣା ଲାଗଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସଂକ୍ରମଣ ବ୍ୟାପିବା ଆଶଙ୍କାରୁ ଏସବୁକୁ ନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏନେଇ ଏଏସ୍‌ଆଇ ଓଡ଼ିଶା ସର୍କଲ…

୬ରୁ ଖୋଲିବ ଐତିହାସିକ ସ୍ମାରକ, ସଂଗ୍ରାହଳୟ ଓ ପର୍ଯ୍ୟଟନସ୍ଥଳ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ରୁ ରାଜ୍ୟରେ ଖୋଲିବ ପର୍ଯ୍ୟଟନ ସ୍ଥଳି । ଏଥିସହ ଐତିହାସିକ ସ୍ମାରକ ଓ ସଂଗ୍ରାହଳୟ ମଧ୍ୟ ଖୋଲିବ । ଏନେଇ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛି । ତେବେ ପୂଜାପାଠ ହେଉଥିବା ଧାର୍ମିକ ଓ ପର୍ଯ୍ୟଟନସ୍ଥଳି ଖୋଲିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୧ଟି…

କୋଣାର୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗ: ଏଏସଆଇ ଓ କେନ୍ଦ୍ର ନେବେ ସଂରକ୍ଷଣ ଦାୟିତ୍ୱ

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ନେଇ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସହ ଆଲୋଚନା କରିବେ ବୋଲି ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ…

ଏଏସଆଇ ଦ୍ୱାରା ସମ୍ପନ୍ନ ହେଲା ଶ୍ରୀମନ୍ଦିର ‘ଫନି’ ମରାମତି କାର୍ଯ୍ୟ

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମରାମତି କାର୍ଯ୍ୟ ଠିକ୍ ସମୟରେ ସମ୍ପନ୍ନ ହୋଇଥିବା ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସୋମବାର ଦିନ ପ୍ରକାଶ କରିଛି । “ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣର ମହାନିର୍ଦ୍ଦେଶକ ଓଷା…