Latest Odisha News

BREAKING NEWS

Browsing Tag

Assembly

କ୍ଷମା ମାଗିଲେ ମଣ୍ଡିରୁ ଉଠିଯିବ ସବୁ ଧାନ !

ଭୁବନେ‌ଶ୍ୱର: ରାଜ୍ୟରେ ଅନେକ ଗୁଡ଼ିଏ ପ୍ରସଙ୍ଗ ରହିଛି । କିନ୍ତୁ, ବିଧାନସଭାରେ ଗୋଟିଏ ମାତ୍ର ପ୍ରସଙ୍ଗକୁ ନେଇ ଟଣାଓଟରା ଚାଲିଛି । ପ୍ରସଙ୍ଗ ଚାଷୀ ଆଉ ମଣ୍ଡିରୁ ଧାନ ଉଠାଣ । ଏନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇଛି । ସମସ୍ତ ଧାନ ଉଠାଯିବ ବୋଲି ଯୋଗାଣ ମନ୍ତ୍ରୀ ବିବୃତି ବି ଦେଇଛନ୍ତି ।…

ଗୃହରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ସୁବାଷ ପାଣିଗ୍ରାହି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମଣ୍ଡି ସମସ୍ୟାକୁ ନେଇ ସାନିଟାଇଜର ପିଇବାକୁ ଉଦ୍ୟମ କରିଛନ୍ତି ବିଧାୟକ । ସାନିଟାଇଜର ପିଇବା ବେଳେ ବିଧାୟକଙ୍କ ହାତରୁ ଛଡେଇ ନେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାୟକଙ୍କର ଏହି…

ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ଶନିବାର ବସିଥିବା ସର୍ବଦଳୀୟ ବୈଠକ ଅନୁସାରେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟା ଆଲୋଚନା ହେବ । ଆଲୋଚନା ପରେ ଅପରାହ୍ଣରେ ବଜେଟ୍ ଉପସ୍ଥାପନ ହୋଇପାରେ । ପୂର୍ବରୁ…

ପେପରଲେସ୍ ବିଧାନସଭା ପାଇଁ ଆଜିଠୁ ବିଧାନସଭା କର୍ମଚାରୀଙ୍କୁ ଦିଆଯିବ ଟ୍ରେନିଂ

ଭୁବନେଶ୍ୱର : ଏଣିକି ବିଧାନସଭାରେ ଅନଲାଇନ ଫାଇଲ କାମ ହେବ । ଆଉ ପେପରଲେସ୍ ହେବ ବିଧାନସଭା । ଏଥି ପାଇଁ ଆଜିଠାରୁ ଓକାକ ପକ୍ଷରୁ ଟ୍ରେନିଂ ଦିଆଯିବ । ବିଧାନସଭା କର୍ମଚାରୀ, ବାଚସ୍ପତି, ଉପବାଚସ୍ପତି ଓ ବିଧାୟକମାନେ ଏହି ଟ୍ରେନିଂ ନେବେ । ଚଳିତ ଶୀତ ଅଧିବେଶନରେ ଅନଲାଇନରେ ବିଧାଯକମାନେ…

ଓଡିଶା ବିଧାନସଭାରେ ବାଧ୍ୟତାମୂଳକ ହେଉ ଓଡିଆ ଭାଷା: ରାଜ୍ୟ ବିଜେପି

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଓଡିଆ ଭାଷାକୁ ବାଧ୍ୟତାମୂଳକ କରିବା ଲାଗି ଓଡିଶା ସରକାରଙ୍କୁ ଅନୁରୋଧ କରିଛି ବିଜେପି । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ବିଧାନସଭାରେ କୌଣସି ପ୍ରକାର ଓଡିଆ ଭାଷାର…

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୁନଃଗଠନ ହେବ: ନିରଞ୍ଜନ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନଃଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ନିରଞ୍ଜନ କହିଛନ୍ତି, ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ଙ୍କ ନିର୍ଦ୍ଦେଶାନୁଯାୟୀ ପିସିସିଙ୍କ…

ଜୁନ ୨୮ରେ ବିଧାନସଭାରେ ବାର୍ଷିକ ବଜେଟ ଉପସ୍ଥାପନ କରିବେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ୨୦୧୯-୨୦୨୦ ଆର୍ଥିକ ବର୍ଷ ଲାଗି ଜୁନ୍ ୨୮ ତାରିଖରେ ବଜେଟ୍ ଉପସ୍ଥାପନ କରିବେ। ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭା ସେକ୍ରେଟାରୀଏଟ୍ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ଅଧିସୂଚନାନୁଯାୟୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିବେ…

ପିପିଲି: ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼ ଅଭିଯୋଗ

ପିପିଲି : ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ଶୁକ୍ରବାର ରାତିରେ କେହି ଦୁବୃର୍ତ୍ତ ବୋମାମାଡ଼ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆରେ ଥିବା ଆଶ୍ରିତଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ…

ଓଡ଼ିଶାର ୨ୟ ପର୍ଯ୍ୟାୟ ଭୋଟ ରଣାଙ୍ଗନରେ ୨୯୮ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ

ଭୁବନେଶ୍ୱର : ଏପ୍ରିଲ୍ ୧୮ ତାରିଖରେ ହେବାକୁ ଥିବା ଓଡିଶାର ୨ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମୋଟ୍ ୨୯୮ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଗୁରୁବାର ଦିନ କହିଛନ୍ତି, ୨ୟ ପର୍ଯ୍ୟାୟ…