Latest Odisha News

BREAKING NEWS

Browsing Tag

Assembly

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ସଜବାଜ ହୋଇଛନ୍ତି ବିରୋଧୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ମାଗଣା ଚାଉଳ,…

ଏଥର କମ୍ପିବ ବିଧାନସଭା

ଭୁବନେଶ୍ୱର: ରାତି ପାହିଲେ ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳଗୁଡିକର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ଭିଡିଓ କନ୍ଫରେନ୍ସିଂ…

‘ନାଗଫାଶ’ କେଳେଙ୍କାରୀକୁ ନେଇ ଆଜି ବି ଗୃହ ହୋଇପାରେ ହୁଲୁସ୍ତୁଲ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ନାଗ ଦମ୍ପତ୍ତିଙ୍କ କଳା କାରନାମା ନେଇ ପ୍ରଥମ ଦିନରେ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଆରମ୍ଭରୁ ଭଟ୍ଟା ପଡିଥିବା ବେଳେ ଆଜି ବି ଗୃହରେ ପୁଣି ନାଗ ଝଡ଼ ଉଠିପାରେ । ଅର୍ଚ୍ଚନା ନାଗଙ୍କ ବ୍ଲାକମନି, ମନି ଲଣ୍ଡରିଂ ମାମଲାରେ…

ନଭେମ୍ବର ୨୪ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୪ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ । ଷୋଡ଼ଦଶ ବିଧାନସଭାର ୧୧ତମ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ…

ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ?

ଭୁବନେଶ୍ବର : ବିଧାନସଭାରେ ୧୪୭ ବିଧାୟକଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବିଧାୟକ ? କେଉଁ ବିଧାୟକଙ୍କର ରାଜ୍ୟ ପ୍ରତି ସର୍ବାଧିକ ଦାଇତ୍ବବୋଧ ରହିଛି ? କେଉଁ ବିଧାୟକ ବିଧାନସଭାର ଗୃହ କାର୍ଯ୍ୟରେ ଉଲ୍ଲେଖନୀୟ ପଦର୍ଶନ କରିଛନ୍ତି? ଶ୍ରେଷ୍ଠ ବିଧାୟକ ଚୟନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି …

ବିହାର ବିଧାନସଭା ଶତବାର୍ଷିକୀ ଉତ୍ସବରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବିହାର ବିଧାନସଭାର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ର୍ନିମିତ ଶତାବ୍ଦୀ ସ୍ମୃତି ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ସେ ବିଧାନସଭା…

[ଭିଡିଓ] ପଞ୍ଚମ ଦିନରେ ବିଧାନସଭା ଅଚଳ, ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଆଜି ପଞ୍ଚମ ଦିନରେ ବି ଚାଲିପାରିଲାନି ଗୃହ । ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ହୋ ହାଲ୍ଲା ଓ ପ୍ରତିବାଦ ଜାରି ରଖିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଗୃହର ମଧ୍ୟ…

[ଭିଡ଼ିଓ] ବିଧାନସଭାରେ ହୋହଲ୍ଲା ମନା: ବାଚସ୍ପତି

ଭୁବନେଶ୍ବର: ବିଧାନସଭାରେ ହୋହଲ୍ଲା ମନା ।  ପ୍ରଶ୍ନକାଳ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ  ହୋହଲ୍ଲା  କରିପାରିବେନି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସିମଲାରେ ଅନୁଷ୍ଠିତ ବିଭିନ୍ନ ରାଜ୍ୟମାନଙ୍କର ବାଚସ୍ପତିଙ୍କ ବୈଠକରେ ଏହି…

ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ

ଭୁବନେଶ୍ୱର: ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ବିଧାନସଭାରେ ଆଜି ଅଭାବନୀୟ ଘଟଣା ଘଟିଛି । ବିରୋଧୀ ବିଧାୟକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ଚପଲ ଫୋପାଡିଥିବା ଅଭିଯୋଗ ହୋଇଛି । ।ବିନା ଆଲୋଚନାରେ ଲୋକାୟୁକ୍ତ ବିଲ୍ ପାସ କରିଥିବାରୁ ଏହାକୁ ବିରୋଧ କରି ଚପଲ ଫିଙ୍ଗିଥିବା…

ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବିଧାନସଭାରେ ବଡ଼ ସଂକଳ୍ପ ଆଣିଲେ…

ଭୁବନେଶ୍ବର: ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ । ବିଧାନସଭାରେ ଆଜି ମାନ୍ୟବର…