Latest Odisha News
Browsing Tag

attack

ଦାନଗଦୀ ହାଟରେ ସ୍ତ୍ରୀ କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ କୁ ହାଟ ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଯାଜପୁର ଦାନଗଦି ହାଟ ନିକଟରେ ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ସମେତ ୧  ଆହାତ। ସୂଚନା ମୁତାବକ ଅଭିଯୁକ୍ତ ଜଣକ ହେଲେ ଟମକା ଅଞ୍ଚଳର ମୁନାପାତ୍ର  । ସେ ୨ଜଣ ମହିଳାଙ୍କୁ ବିବାହ କରିଥିଲେ।…

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର : ଗାଁ ମୁହାଁ ହେଉଛନ୍ତି ହାତୀପଲ । ଉଜୁଡ଼ି ଗଲାଣି ଧାନ ଫସଲ । ଚାଷୀ ମୁଣ୍ଡରେ ପଡ଼ିଲା ଚଡ଼କ । ହାତୀ ପଲ ଦିନ ବେଳା ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିବା ବେଳେ ରାତିରେ ଆସି ଧାନ ବିଲ ଗୁଡିକରେ ଧାନ ନଷ୍ଟ କରି ପୁଣି ଜଙ୍ଗଲକୁ ଫେରି ଯାଉଛନ୍ତି  । ହାତୀପଲ ଗାଁ ଛାଡି ଯାଉନଥିବାରୁ…

ଓକିଲଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ଗିରଫ

କାମାକ୍ଷାନଗର : ବହୁ ଚର୍ଚ୍ଚିତ ଓକିଲ ଶଶଧର ମହାନ୍ତି ଆକ୍ରମଣକୁ ନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ।  ଏହାକୁ ନେଇ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଏକ ପ୍ରେସମିଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ଗତ ମାସ ୨୮ ତାରିଖ ଦିନ ଏକ ରେଷ୍ଟୁରାଣ୍ଟରେ କିଛି…

ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ରହିବା ସହ ଦୋକାନ ବଜାର ,ସ୍କୁଲ , କଲେଜ, ବ୍ୟାଙ୍କ ସମେତ ସମସ୍ତ ସରକାରୀ ଓ…

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଗିରଫ

ନୂଆପଡା: ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ନୂଆପଡା ଜିଲ୍ଲା ଖଡ଼ିଆଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ୧୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ଆଇନଜୀବୀ ସତ୍ୟ ନାରାୟଣ ଦାସଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିବା ସହ ସତ୍ୟଙ୍କ ପୁଅଙ୍କୁ ମଧ୍ୟ ଦୁର୍ବୃତ୍ତ…

[ଦେଖନ୍ତୁ ଭିଡିଓ] ଭାଲୁ ଆକ୍ରମଣରେ ତିନିଜଣଙ୍କ ମୃତ୍ୟୁ, ୨ ଗୁରୁତର

ନୂଆପଡ଼ା: ଜଙ୍ଗଲି ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ । ମେଡିକାଲ୍ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଆଉ ୨ ଜଣ । ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗାଁରେ ବଣୁଆ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି । ଜାଳେଣୀ କାଠ ପାଇଁ ସମରସିଂ ଗାଁର ରତନ ମାଝୀ ସ୍ଥାନୀୟ ଜଙ୍ଗଲକୁ ଯାଇଥିଲେ ।…

ବାଲିଘାଟରେ ବୁଲିଲା ଖଣ୍ଡା, ବୁଲେଟରେ ଆସି ହାଣିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବିଗୁଡ଼ୁଛି ଆଇନ୍ ଶୃଙ୍ଖଳା ପରିସ୍ଥିତି । ରକ୍ତରଞ୍ଜିତ ହୋଇଛି ବାଲିଘାଟ । ବୁଲେଟରେ ଆସି ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ବାଲିଘାଟରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲିପାଟଣା ଥାନା ତରାକାଜ ବ୍ରିଜ୍ ଉପରେ ଦୁର୍ବୃତ୍ତ ବାଲି ବ୍ୟବସାୟୀଙ୍କୁ…

ବିଚ୍ ବଜାରରେ ବୁଲିଲା ଖଣ୍ଡା, ପୂର୍ବତନ ପୋଲିସ କର୍ମଚାରୀ ଗୁରୁତର

ବରଗଡ: ଦିନ ଦ୍ୱିପହରେ ଖୁଲମଖୁଲା ବିଚ୍ ବଜାରରେ ବୁଲିଲା ଖଣ୍ଡା । ଲହୁଲୁହାଣ ହେଲେ ପୂର୍ବତନ ପୋଲିସ କର୍ମଚାରୀ । ବରଗଡ ଜିଲ୍ଲା ପାଇକମାଲ୍ ବଜାରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି । ଆଜି ଗୋପାଳ ସା ନାମକ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଜଣେ ଅଜଣା ବ୍ୟକ୍ତି…

ବିଧାୟକ ମୋହନ ମାଝୀ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଉପରେ ହୋଇଥିଲା ବୋମାମାଡ । ଗତ ୧୦ ତାରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ନେଇ ଦିନରାତି ଏକ କରିଥିଲା ତଦନ୍ତକାରୀ ଦଳ । ଏପରିକି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କରାଯାଇ ପୁରସ୍କାର ଘୋଷଣା ମଧ୍ୟ ହୋଇଥିଲା । ଆଜି ଆକ୍ରମଣ ମାମଲାରେ ୫…

ବିଧାୟକ ମୋହନ ମାଝୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ହୋଇଥିଲା ବୋମା ମାଡ । ଏ ନେଇ ଗତକାଲି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜକୁ ଜାରି କରାଯାଇ ପୁରସ୍କାର ଘୋଷଣା ହୋଇଥିଲା । ସବିଶେଷ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ଚିହ୍ନଟ ହୋଇଥିବା ନେଇ ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା…