Latest Odisha News

BREAKING NEWS

Browsing Tag

attack

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତଙ୍କରାଜ, ବୁଲିଲା କଟୁରୀ

ବାଲେଶ୍ୱର: ସରକାରୀ ୧୦୮ ଆମ୍ବୁଲାନ୍ସ ଉପରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆକ୍ରୋଶ । ଆଜି ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟ ପରିସରରେ ଜଣେ ଘରୋଇ ଆମ୍ବୁଲାନ୍ସ ଚାଳକ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟାରେ ରୋଗୀଙ୍କୁ…

ଆଫ୍‌ଗାନିସ୍ତାନ ତାଲିବାନ ସଂଘର୍ଷ; ତିନି ଦିନରେ ଗଲାଣି ୨୭ରୁ ଅଧିକ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ପରିସ୍ଥିତି ଏମିତି ବଦଳିଯିବ କେହି ଆଶା କରିନଥିଲେ। ତାଲିବାନ ଦିନକୁ ଦିନ ଆହୁରି ହିଂସ୍ର ହେବାରେ ଲାଗିଛି। ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ଆଣିବାକୁ ସବୁ ସୀମା ଟପିଲାଣି ତାଲିବାନ। ଆଫ୍‌ଗାନିସ୍ତାନ ଉପରେ ଆକ୍ରମଣକୁ ଆହୁରି ଜୋରଦାର…

ବଲାଙ୍ଗିର ପୁଇଁତଳାରେ ଲୁଟେରା ରାଜ: ଶିକ୍ଷକଙ୍କୁ ଆକ୍ରମଣ କରି ନେଇଗଲେ ଟଙ୍କା

ବଲାଙ୍ଗିର: ମାତିଛନ୍ତି ଲୁଟେରା । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଞ୍ଚଳରେ ଲୋକଙ୍କୁ ଆକ୍ରମଣ କରି ନେଇଯାଉଛନ୍ତି ଟଙ୍କା ଓ ଅନ୍ୟାନ୍ୟ ଜିନିଷ । ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ୍ ହୋଇତିବା ଅଭିଯୋଗ ସାମନାକୁ ଆସିଛି । ପୁଇଁନ୍ତଲା ଥାନା ବୁଢ଼ୀସିଣ୍ଡୋଲ-ଅଇଁଲାସାରି…

ସତ୍ୟାନନ୍ଦର ସାଙ୍ଘାତିକ ପ୍ରେମ, ଅଳ୍ପକେ ବର୍ତ୍ତିଲା ଲିପି !

ଢେଙ୍କାନାଳ: ମାରାତ୍ମକ ପ୍ରେମ କାହାଣୀ । ସତ୍ୟାନନ୍ଦର ମିଛ ପ୍ରେମ କାହାଣୀରେ ଫସିଥିବା ଏକ ନୀରିହ ଜୀବନ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହି ଦୁଇ ଧାଡି ଆପଣଙ୍କୁ ବୋଧ ହୁଏ ଅବୁଝା ଲାଗୁଥିବ । ହେଲେ ସତ୍ୟାନନ୍ଦ ଭଳି ଲୋକଙ୍କ ପ୍ରେମ କାହାଣୀ ଆଜି ପ୍ରେମ ଭଳି ଶବ୍ଦକୁ ବଦନାମ କରିବାକୁ…

ଜମି ବାଡ଼ି ପାଇଁ ଦିବ୍ୟାଙ୍ଗ ଭାଇକୁ ଆକ୍ରମଣ କଲେ ଦୁଇ ଭାଇ

ବାଲେଶ୍ବର: ବାଲେଶ୍ବରରେ ଘଟିଛି ଅଭାବନୀୟ ଘଟଣା। ଦୀବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁଇ ଭାଇ। ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା କଟାପାଲି ଗାଁରେ ମାଧବ ହାତୀକୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇ ନିତ୍ୟା ହାତୀ ଓ ସାରଙ୍ଗ ହାତୀ ଶାବଳରେ ଆକ୍ରମଣ କରିଥିଲେ। ଗୁରୁତର ଦୁଇ…

[ଭିଡିଓ] ସେବାୟତଙ୍କ ମାଡରେ ଯାତ୍ରୀ ସହାୟକ ଗୁରୁତର !

ପୁରୀ: ମହାବାହୁଙ୍କ ଘର ଦୁଆର ସାମ୍ନାରେ ମାଡଗୋଳ । ଯାତ୍ରୀ ସହାୟକଙ୍କୁ ମାଡ ମାରି ଲହୁଲୁହାଣ କଲେ ସେବାୟତ । ଏହି ମାମଲାରେ ସିଂହଦ୍ୱାର ପୋଲିସ ଅଭିଯୁକ୍ତ ସେବାୟତ ରାମକୃଷ୍ଣ ଖୁଣ୍ଟିଆକୁ ଅଟକ ରଖିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳୁ ଉତ୍ତରଦ୍ୱାର ଦେଇ ସେବାୟତ ରାମକୃଷ୍ଣ…

ବୋଲଗଡ ତହସିଲଦାରଙ୍କୁ ଆକ୍ରମଣ

ଖୋର୍ଦ୍ଧା: ବୋଲଗଡ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ । ମୋରମ ଖଣିରେ ଚଢ଼ାଉ ବେଳେ ବୋଲଗଡ଼ ତହସିଲଦାର ଧୋବେଇ ନାୟକଙ୍କୁ ଆକ୍ରମଣ ହୋଇଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ବେଗୁନିଆ ପୋଲିସ ଜଣେ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି । ବେଆଇନ୍ ଭାବେ ଗୋପାଳପୁର…

ରାଜଧାନୀରେ ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ଖଣ୍ଡାରେ ହାଣିଲେ । ଲୁଟିନେଲେ ସୁନା ଚେନ୍ । ଶୈଳଶ୍ରୀ ବିହାରର ଜଣେ ଇଂଜନିୟରଙ୍କୁ ୨ ଲୁଟେରା ମରାଣାନ୍ତକ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି । ସତ୍ୟ ନାରାୟଣ ମିଶ୍ର ତାଙ୍କ…

ଭାଉଜ ଓ ଝିଆରୀକୁ ହାଣିଲା ଦିଅର

ଆଠଗଡ: ବାଇକରେ ନେବା ବେଳେ ଆକ୍ରମଣ । ଭାଉଜ ଓ ଝିଆରୀକୁ ହାଣିଲା ସମ୍ପର୍କିୟ ଦିଅର । ଶାଶୁ ଘରେ ଛାଡି ଦେବାକୁ କହି ମା’-ଝିଅକୁ ବାଇକ୍‌ରେ ନେଉଥିବା ସମ୍ପର୍କିୟ ଦିଅର ଅଧବାଟରେ ତାଙ୍କ ଉପରେ ଆକ୍ରମଣ କରିଛି । ଏପରି ଘଟଣା ଘଟିଛି ଆଠଗଡ ଘଂଟିଖାଲ ଦ୍ୱାରାବତୀପୁର ନିକଟରେ । ଗୁରୁତର ଅବସ୍ଥାରେ…

ଭୁବନେଶ୍ୱରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୭ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍‌-୯ସ୍ଥିତ ପୋଷ୍ଟାଲ୍ କଲୋନୀ ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସୋମବାର ଦିନ ଟ୍ୱିଟ୍ କରି ଜଣାଇଛନ୍ତି କମିଶନରେଟ୍ ପୋଲିସ । ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା…