Latest Odisha News
Browsing Tag

Balasore

ଜମି ବାଡ଼ି ପାଇଁ ଦିବ୍ୟାଙ୍ଗ ଭାଇକୁ ଆକ୍ରମଣ କଲେ ଦୁଇ ଭାଇ

ବାଲେଶ୍ବର: ବାଲେଶ୍ବରରେ ଘଟିଛି ଅଭାବନୀୟ ଘଟଣା। ଦୀବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁଇ ଭାଇ। ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା କଟାପାଲି ଗାଁରେ ମାଧବ ହାତୀକୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇ ନିତ୍ୟା ହାତୀ ଓ ସାରଙ୍ଗ ହାତୀ ଶାବଳରେ ଆକ୍ରମଣ କରିଥିଲେ। ଗୁରୁତର ଦୁଇ…

ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱରର ସମସ୍ତ ସୀମା ସିଲ୍, ଯାଞ୍ଚ କଡ଼ାକଡ଼ି

ବାଲେଶ୍ୱର: ପଶ୍ଚିମବଙ୍ଗରେ କରୋନାର ତ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ପରେ ଓଡ଼ିଶା ସରକାର ଜାରି କରିଛନ୍ତି କଡ଼ା କଟାକଣା । ପଶ୍ଚିମବଙ୍ଗର ଆସୁଥିବା ସମସ୍ତଙ୍କ ଲାଗି ୧୪ ଦିନିଆ କ୍ୱାରେଣ୍ଟାଇନକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗ…

ସୋରରୁ ସୁନା ବ୍ୟବସାୟୀ ନିଖୋଜ, ଥାନାରେ ଏତଲା

ସୋର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଜଣେ ଗହଣା ଦୋକନ ମାଲିକ ନିଖୋଜ ହୋଇ ଯାଇଛନ୍ତି । ଅଭିଯୋଗ ଅନୁସାରେ ବ୍ୟବସାୟୀ ଜଣଙ୍କୁ ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରେ କେହି ଅପହରଣ କରି ନେଇଛନ୍ତି । ସୂଚନା ଅନୁସାରେ, ଆତପୁରର ଗହଣା ଦୋକାନୀ ପ୍ରହଲ୍ଲାଦ ବେହେରାଙ୍କୁ ସୁନା କିଣିବା ଲାଗି ଏକ…

ବାଲେଶ୍ୱରରେ ଚାଞ୍ଚଲ୍ୟ: ପ୍ରଫେସରଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର

ବାଲେଶ୍ୱର : ସାମାନ୍ୟ କଥା କଟାକଟିରୁ ଗୁଳିମାଡ । ଏପରି ଘଟଣା ଘଟିଛି ବାଲେଶ୍ୱର ଗଡ଼ଗଡ଼ିଆ ଛକ ଏସବିଆଇ ବ୍ରାଞ୍ଚ ନିକଟରେ ଥିବା ସଞ୍ଜୟ ହାଇଟ୍ସ ଆପଟମେଂଟରେ । ଜଣେ ଅବସରର ପ୍ରାପ୍ତ ପ୍ରଫେସର ଅନ୍ୟ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗାଡି…

୧୧ ଦିନ ହତ୍ୟା ପରେ ଖୋଲିଲା ହତ୍ୟା ରହସ୍ୟ, ସାନ ପୁଅକୁ ମାରି ଘରେ ପୋତିଥିଲେ ମାଆ ଓ ବଡପୁଅ

ବାଲେଶ୍ୱର: ୧୧ ଦିନ ତଳେ ହୋଇଥିଲା ବିଭତ୍ସ ହତ୍ୟା । ଆଉ ହତ୍ୟାର ପର୍ଦ୍ଦାଫାଶ ହେଲା ଆଜି । ତେବେ ଏଥିରେ ହତ୍ୟାକାରୀ ଉଭୟ ମାଆ ଓ ବଡ ପୁଅକୁ ଗିରଫ କରିଛି ପୋଲିସ । ଏ ଘଟଣା ଘଟିଛି ସୋର ଥାନା ବାହାନଗା ଜାତୀୟ ରାଜପଥ ଇଚ୍ଛାପୁରରେ । ସୂଚନା ଅନୁଯାୟୀ, ଗାଁର ୨୨ ବର୍ଷୀୟ ବଳରାମ ଜେନା ମଦ ପିଇ…

ଗୋରୁଭର୍ତ୍ତି ଟ୍ରକ୍ ଓଲଟି ୩ ଜଣଙ୍କ ସମତେ ୪୦ ଗାଈ ମୃତ

ଜଳେଶ୍ୱର: ଗୋ-ଚାଲାଣ ବେଳେ ଦୁର୍ଘଟଣା । ଚାଲିଗଲା ଜୀବନ । ଜଳେଶ୍ୱର ଜାତୀୟ ରାଜପଥ-୬୦ର ବସ୍ତା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଗାଈଙ୍କ ଜୀବନ ଯାଇଛି । ଗୋରଭର୍ତ୍ତି ଟ୍ରକଟି ପ୍ରଥମେ ଏକ ବୋଲେରୋକୁ ଧକ୍କା ଦେଇ…

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

ବାଲେଶ୍ଵର : ସାପ୍ତାହିକ ସାହିତ୍ୟ ପତ୍ରିକା କେଦାର ଭାରତୀର ବାର୍ଷିକ ବିଶେଷାଙ୍କ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଅତିଥି ମାନଙ୍କ ମଧ୍ୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ…

ଭଲ କବିତାର ଖୋଜ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା

ବାଲେଶ୍ଵର : ଭଲ କବିତାର ଖୋଜ୍ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା ଆଜି ଏହାର ୬୭ତମ ଆସରରେ ଅନୁଷ୍ଠିତ ହୋଇଛି।  ସ୍ଥାନୀୟ ହୋଟେଲ ପଞ୍ଚଜନ୍ୟ ପରିସରରେ ୨୦୧୯ର ପ୍ରଥମ ଆସର ଆୟୋଜିତ ହୋଇଥିଲା। ଏଣିକି ପ୍ରତ୍ୟେକ ମାସରେ ଗୋଟିଏ ଆସର ଜଣେ ସ୍ରଷ୍ଟାଙ୍କୁ ନିବେଦିତ ହେବ ଏବଂ ସେହି ଆସରରେ…

ବାଲେଶ୍ୱରରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ବାଲେଶ୍ୱର: ଜଳେଶ୍ୱରରେ ଅଭାବନୀୟ ଘଟଣା । ପୋଖରୀ ହୁଡାରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ । ଭୋଗରାଇ ବ୍ଲକ ଫୁଲବଣି ଗାଁରେ ଘଟିଛି ଏହି ଘଟଣା । ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିପାରିନାହିଁ ।…

ବାଲେଶ୍ୱରରୁ ବ୍ରାଉନସୁଗାର ଜବତ, ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱରରୁ ଶନିବାର ଦିନ ପୋଲିସ ପାଖାପାଖି ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ଡ୍ରଗ ପେଡଲରଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ସ୍ଥିତ ଏକ ଘରେ ପୋଲିସ ଟିମ୍ ଚଢାଉ କରିବା ସହ…