ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୯)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୯
ଟୁକୁରାଏ କାଗଜ...। ଦସ୍ତାବିଜ କି ସେଇଟା...। ଜୀବନାନନ୍ଦ ପଟ୍ଟନାୟକ 'ର' ପାଇଁ କାମ କରୁଥିଲେ...। ଅବିଶ୍ବସନୀୟ ...।ବାରମ୍ବାର ଘରଛାଡି ପଳଉଥିଲେ ...ମାଆ କି ବୈଲୋଚନ ଜେଜେବାପା ଜାଣିଥିଲେ, ଜାଣିଥିବେ ବୋଧହୁଏ…