ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୮)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୮
ପାଠ କଥା କିଏ ପଚାରେ।କେତେ ପଢିଚି,ଆଉ ଆଗକୁ କ'ଣ ପଢିବ, ଏକଥା ଆମ ସମସ୍ତଙ୍କର ଏକ ମାନସିକତା କେବଳ। କ୍ୟାରିୟର ଆମ ବିଳସିତ ଅୟମାରମ୍ଭ କହିଲେ ଭୁଲ ହବନି ବୋଧହୁଏ। ଚମ୍ପା,ବୁଲି, ରାଧା, ମାଳ, ବାସ, ଗେହ୍ଲୀ, ଶାରୀ…