Latest Odisha News
Browsing Tag

Bear

ଜୟପୁରରେ ୩ ଦିନ ହେଲା ବୁଲୁଛି ଭାଲୁ, ଲୋକେ ଆତଙ୍କିତ

ଜୟପୁର: ଜୟପୁର ସହରରେ ଭାଲୁ ଆତଙ୍କ । ୩ ଦିନ ହେଲା ଗୋଟିଏ ଭାଲୁ ଜୟପୁର ରେଳ ଷ୍ଟେସନ ଅଞ୍ଚଳରେ ଘୁରୁ ବୁଲୁଛି । ଖବର ପ୍ରଚାର ପରେ ଜୟପୁର ବନଖଣ୍ଡର ଏକ ଟିମ ଭାଲୁକୁ ଖୋଜା ଖୋଜି କରୁଛନ୍ତି । ଗତକାଲି ଭାଲୁଟି ଜୟପୁର ବିମାନବନ୍ଦର ଅଞ୍ଚଳରେ ଦେଖା ଦେଇଥିଲା ଭାଲୁଟି । ଭାଲୁଟିକୁ ଧରି…

ଗାଁରେ ଭାଲୁ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଲୋକେ

କେନ୍ଦୁଝର : ଚମ୍ପୁଆ ରେଞ୍ଜ ବାଲିବନ୍ଧ ଅଞ୍ଚଳରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଜଙ୍ଗଲରୁ ଗୋଟାଏ ଭାଲୁ ବାଲିବନ୍ଧ ଅଞ୍ଚଳକୁ ପଶି ଆସିଥିଲା । ରାସ୍ତାରେ ଯାଉଥିବା କିଛି ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ ୬ ଜଣ…

[ଭିଡିଓ] ବିବାହ ଭୋଜିରେ ବିନା ନିମନ୍ତ୍ରଣରେ ପହଂଚିଥିଲେ ଛୁଆ ସହ ମାଆ ଭାଲୁ

ଭୁବନେଶ୍ୱର: ଜନବସତି ଇଲାକାରେ ବନ୍ୟଜନ୍ତୁ ଦେଖାଯିବା ଆଜିକାଲି କିଛି ନୂଆକଥା ନୁହେଁ । ହ୍ରାସ ପାଉଥିବା ସବୁଜିମା ଓ ବଢିଚାଲିଥିବା କଂକ୍ରିଟ୍ ଜଙ୍ଗଲ ପାଇଁ ସହରମୁହାଁ ହେଉଛନ୍ତି ଜଙ୍ଗଲି ପଶୁ । ନିକଟରେ ଏକ ବିବାହ ଭୋଜିରେ ଗୋଟିଏ ମାଆ ଭାଲୁ ନିଜ ଛୁଆଙ୍କ ସହ ଘୁରିବୁଲିବା ଭଳି ଭିଡିଓ ସୋସିଆଲ୍…

ଗଛ ଉପରେ ଭାଲୁୁ, ଆତଙ୍କିତ ଲୋକେ

ନବରଙ୍ଗପୁର: ଗାଁ ମୁହାଁ ଭାଲୁ । ଆତଙ୍କିତ ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡ଼ା ୟୁଭି ୧୧ଗ୍ରାମକୁ ଏକ ଭାଲୁ ପଶିଆସିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇଥିବା କୁହାଯାଇଛି । ଭାଲକୁ ଟେକା ପଥର ମାରିବାରୁ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ିଯାଇଛି । ଖବର ପାଇ…

[ଭିଡିଓ] ଡାକ୍ତରଖାନା ଭିତରେ ଭାଲୁ ଆତଙ୍କ

ମାଲକାନଗିରି : ଡାକ୍ତରଖାନା ଭିତରେ ଭାଲୁ ଆତଙ୍କ । ମାଲକାନଗିରି ଜିଲ୍ଲା ମାଥେଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଭାଲୁ ପଶିଥିବା ଦେଖିବାକୁ ମିଳିଛି । ରାତି ୯ ଟା ପାଖାପାଖି ସମୟ ହେବ ଦୁଇଟି ଭାଲୁ ୩୨୬ ନମ୍ବର ଜାତୀୟ ରାଜପଥ ଡେଇଁ ଡାକ୍ତରଖାନା ଭିତରେ ପ୍ରବେଶ କରୁଥିବା ବେଳେ , ବେଶେ…