Latest Odisha News

BREAKING NEWS

Browsing Tag

Bhubaneswar

ହକି ବିଶ୍ୱକପ୍ ବେଳେ କେତେ ଆଲର୍ଟ ପୋଲିସ ? ଅଭିଯୋଗ କଲେ ଶୁଣୁନି ୧୧୨

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ କମିଶନରେଟ୍ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି । ଭୁବନେଶ୍ୱରର ରାସ୍ତା ସାରା ସିସିଟିଭି ଲାଗିଛି । ତଥାପି ଅସାମାଜିକ ଲୋକଙ୍କ ଉତ୍ପାତ ଥମୁନି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏନେଇ ଜରୁରୀକାଳୀନ ନମ୍ବର ୧୧୨କୁ ଅଭିଯୋଗ କଲେ ଉତ୍ତର ଆସୁଛି… ଦେଖୁଛୁ ।…

ଜାଣନ୍ତୁ ଶିଶିର ସରସ ମେଳାରେ କ’ଣ ଉପଲବ୍ଧ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଶିଶିର ସରସ ମେଳା । ଯାହା ଫଳରେ କନ୍ଧମାଳର ହଳଦି, ନୟାଗଡ଼ର ଡାଲି, ମୟୂରଭଞ୍ଜର ସବାଇଘାସରେ ତିଆରି ବିଭିନ୍ନ ସାମଗ୍ରୀ ବର୍ତ୍ତମାନ ମିଳୁଛି ଗୋଟିଏ ସ୍ଥାନରେ। ଏହି ମେଳାରେ ପଡ଼ିଥିବା ପ୍ରତ୍ୟେକ ଷ୍ଟଲରେ ରହିଛି…

ଆରମ୍ଭ ହେଲା ଡଟ୍ ଫେଷ୍ଟ-୨୦୨୩; ଗପରେ ଗପରେ ଜମିଗଲା ସନ୍ଧ୍ୟା

ଭୁବନେଶ୍ୱର: ଶେଷ ହୋଇଛି ଅପେକ୍ଷା । ଐତିହ୍ୟ,ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର

‘ଯୁବପିଢ଼ିଙ୍କୁ ଉଦଭ୍ରାନ୍ତ କରୁଛି ନିଶା’, ପୋଲିସର ଦ୍ୱାରସ୍ଥ ହେଲା ଭଏସ୍ ଫର୍ ୱିମେନ୍

ଭୁବନେଶ୍ୱର: ଅଶ୍ଲୀଳ, ଉଦ୍ଦୀପକ । କେତେବେଳେ କଥାରେ ତ ଆଉ କେବେ ସୋସିଆଲ୍ ମିଡିଆରେ । ଶସ୍ତା ଲୋକପ୍ରିୟତା ନିଶାରେ ନିଶା ମହାରଣା ନାମକ ମଡେଲର ଅଶ୍ଲୀଳ ଫଟୋ ଓ ଭିଡିଓ ପୋଷ୍ଟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଭଏସ୍ ଫର୍ ୱିମେନ୍ ନାମକ ସ୍ୱେଚ୍ଛାସେବୀ ସଂଗଠନ କମିଶନରେଟ୍ ପୋଲିସର…

ହକି ପାଇଁ ରାଜଧାନୀ ସୌନ୍ଦର୍ଯ୍ୟକରଣ କେତେ ସତ ? ମୁକୁଳା ଡ୍ରେନରେ ଖସି ପଡ଼ିଲେ ସାମ୍ବାଦିକ

ଭୁବନେଶ୍ୱର: ହକି ପାଇଁ ସଜେଇ ହୋଇଛି ଭୁବନେଶ୍ୱର । ରାସ୍ତାକଡ଼ ଉଠାଦୋକାନୀଙ୍କୁ ମଧ୍ୟ ବିଏମସି ଓ ବିଡିଏ ଉଠେଇ ଦେଇଛନ୍ତି । ସହର ପୂରା ଚମକୁଛି । ହକି ବିଶ୍ୱକପ୍ ପାଇଁ ବିଦେଶୀ ଖେଳାଳିଙ୍କ ସହ ଓଡ଼ିଶା ଆସିଛନ୍ତି ବିଦେଶରୁ ବହୁ ଅତିଥି । ରାଜଧାନୀର ରାସ୍ତାଘାଟ ଚକାଚକ ଦିଶୁଥିବା ବେଳେ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏମ୍ସ ପରିଦର୍ଶନର କିଛି ସମୟ ପରେ ଖସିଲା ସିଲିଂ, ୨ ଆହତ

ଭୁବନେଶ୍ୱର: ବିଭିନ୍ନ ସମୟରେ ଭୁବନେଶ୍ୱର ଏମ୍ସ ଚର୍ଚ୍ଚାରେ ରୁହେ । ସର୍ବାଧିକ ଚର୍ଚ୍ଚା ହୁଏ ରୋଗୀ ସେବାକୁ ନେଇ । ଘଣ୍ଟା ଘଣ୍ଟା, ରାତି ରାତି ଶୀତ କାକରରେ ପଡ଼ି ରହିବା ପରେ ଏମ୍ସ ଡାକ୍ତର ରୋଗୀ ଦେଖନ୍ତି । ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ ଭୁବନେଶ୍ୱରରେ ଥିବା ବେଳେ…

ରାଜଧାନୀରୁ ଷ୍ଟିଲସିଟିକୁ ଉଡ଼ିଲା ବିମାନ

ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ି‍ବ ବିମାନ। ଭିଡିଓ କନଫରେନ୍ସିଂରେ ଆଜିର ଶୁଭାରମ୍ଭ କକରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ସବୁଜ ପତାକା…

ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ

ଭୁବନେଶ୍ୱର: ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ସମୟରେ ଭୁବନେଶ୍ୱରରେ ଏକ ପାର୍ବଣର ବାତାବରଣ ସୃଷ୍ଟି କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ । ଯାହାକି ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କୁ ବହୁଳ…

ବିଜେବି କଲେଜ ଛାତ୍ରଙ୍କୁ ମାଡ ଘଟଣାରେ ୪ ଗିରଫ

ଭୁବନେଶ୍ୱର: ବିଜେବି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ।  ଏମାନେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ମାଡ ମାରିଥିଲେ । ଛାତ୍ର ଜଣକ ତାଙ୍କର ଜଣେ ବାଲ୍ୟବନ୍ଧୁଙ୍କ ସହ କଲେଜ…

ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର, ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ…