Latest Odisha News

BREAKING NEWS

Browsing Tag

Bhubaneswar

ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲ ଗିରଫ

ଭୁବନେଶ୍ୱର: ଏମ୍ସ ପରିସରରୁ ୧୨ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି । ରୋଗୀଙ୍କୁ ସାହାଯ୍ୟ କରିବା ନାଁରେ ଏହି ଦଲାଲ୍ ମାନେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଥିଲା । ଦଲାଲଙ୍କୁ ଧରିବା ଲାଗି ପୋଲିସ ରୋଗୀ ବେଶରେ ଯାଇଥିଲେ । ଦଲାଲ୍ ଏମ୍ସ ଓପିଡି ଟିକେଟକୁ ୫ ହଜାର ଟଙ୍କାରେ ବିକ୍ରି କରୁଥିଲେ…

ବିବାହ ପୂର୍ବରୁ ଫ୍ୟାନରେ ଝୁଲିପଡ଼ିଲେ ଯୁବତୀ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଚାଲିଗଲା ଯୁବତୀଙ୍କ ଜୀବନ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ। ମୃତ ଯୁବତୀ ଜଣକ ହେଲେ ସ୍ନେହଲତା ସ୍ବାଇଁ । ତାଙ୍କ ଘର ନୟାଗଡ଼ର ଗୁଡିପଲ୍ଲୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ…

ରାଜଭବନରୁ ୩ଟି ଚନ୍ଦନ ଗଛ ଚୋରି  

ଭୁବନେଶ୍ବର : ରାଜଭବନ ପରିସରରୁ ୩ଟି ବୃହତ ଚନ୍ଦନ ଗଛ ଚୋରି ହୋଇଯାଇଛି। ଏହି ଗଛର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚୋରୀ କିପରି ହେଲା ତାହା ଏବେ ସନ୍ଦେହ ଘେରରେ। ଏନେଇ ରାଜଭବନର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ…

ରାଜଧାନୀରୁ ଲକ୍ଷେ ଟଙ୍କାର ହେରୋଇନ୍ ଜବତ, ଇଞ୍ଜିନିୟରିଂ ଛାତ୍ରଙ୍କ ସହ ୭ ଗିରଫ

ଭୁବନେଶ୍ୱର: ନିଶା କବଳରେ ରାଜଧାନୀର ଯୁବପିଢ଼ି । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପୋଲିସ ଜଣେ ବି.ଟେକ୍ ଛାତ୍ରଙ୍କ ସହ ୭ ଜଣଙ୍କୁ ହେରୋଇନ୍ ସେବନ ଅଭିଯୋଗରେ ଗିରଫ କରିଛି । ସୂଚନା ଅନୁସାରେ, ଗିରଫଙ୍କୁ ଏକ ଘରୋଇ ହସ୍ପିଟାଲ୍ ନିକଟରେ ଥିବା ନିଛାଟିଆ ସ୍ଥାନରୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ…

ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍, ୩ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା: ଭୋର୍ ସମୟରେ ଭୟଙ୍କର ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ପଞ୍ଚକୋଟା ନିକଟରେ ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଗୁଜରାଟ ନମ୍ବର ପ୍ଲେଟ୍ କାରଟି ଭୁବନେଶ୍ୱରରୁ…

ଟ୍ରାଙ୍କୁଲାଇଜ ହୋଇଥିବା ହାତୀକୁ ସ୍ଥାନାନ୍ତରଣ ପାଇଁ ଉଦ୍ୟମ

ଭୁବନେଶ୍ବର : ଗତକାଲି ରାତିରେ ରାଜଧାନୀରେ ଆତଙ୍କ ଖେଳାଇଥିଲା ଦନ୍ତାହାତୀ । ଆଜି ଭୋରରୁ ହାତୀଟିକୁ ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଥିଲେ ବନ ବିଭାଗ । ଏନେଇ ହାତୀଟିକୁ ଚନ୍ଦକା ଜଙ୍ଗଲ ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା କରାଯାଇଛି। ଗତକାଲି ଦିନରେ…

ପତିଆରା, ପ୍ରତିବାଦ; ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜଧାନୀରେ ବିଜେପି, ବିଜେଡି ଶକ୍ତି ପ୍ରଦର୍ଶନ କରିଛନ୍ତି । ଧାମନଗର ଉପନିର୍ବାଚନକୁ ନେଇ ବଳ କଷାକଷି ହେଉଥିବା ବିଜେଡି-ବିଜେପି ଉଭୟ ଉଭୟକୁ ଟାର୍ଗେଟ୍ କରିଛନ୍ତି । ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ମାମଲାରେ ବିଜେପି, ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ…

ରାଜଧାନୀରେ ନକଲି ଏସ୍କର୍ଟ ରାକେଟ୍, ଅନଲାଇନ୍ ଆଡ୍ ଦେଇ କରୁଥିଲେ ଆକାଉଣ୍ଟ ଖାଲି

ଭୁବନେଶ୍ୱର: ବ୍ଲାକମେଲର୍ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲା ଥମିନି । ଅର୍ଚ୍ଚନାର ନାଗ ଫାଶରେ ଅନେକ ନେତା, ମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ଭିତରେ ଶୁକ୍ରବାର କମିଶନରେଟ୍ ପୋଲିସ ଏକ ନକଲି ଏସ୍କର୍ଟ ରାକେଟର ପର୍ଦ୍ଦାଫାସ୍ କରିଛି । ରାକେଟର ମାଷ୍ଟରମାଇଣ୍ଡ ସହ ଜଣେ ମହିଳାଙ୍କୁ ମିଶାଇ ପୋଲିସ ୫…

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ଦୀପାବଳି ଦିନ ରାତି ୮ଟାରୁ ୧୦ଟା ବାଣ ଫୁଟାଇବାକୁ ଅନୁମତି

ଭୁବନେଶ୍ୱର: ରାଜଧାନୀରେ ମେଲିଛି ବାଣ ପସରା । ଦୋକାନରେ ରହିଛି ଭଳିକି ଭଳି ଭେରାଇଟିର ବାଣ । କୁମ୍ପି ହେଉ କି ଚକ୍ରି ଝରଝରି ସବୁ ପ୍ରକାର ବାଣ ବିକ୍ରି ହେଉଛି । ଓଡ଼ିଶାକୁ ବାତ୍ୟା ବିପଦ ଟଳିଥିବା ବେଳେ ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ନଥିବାରୁ ବାଣ ଫୁଟାଇ ଖୁସି ମନାଇବାକୁ ସମସ୍ତେ…