Latest Odisha News

BREAKING NEWS

Browsing Tag

Bhubaneswar

ଘରେ କେହି ନ ଥିବାର ଫାଇଦା ଉଠାଇଲେ ଲୁଟେରା, ନଗଦ ଟଙ୍କା ଓ ସୁନା ଗହଣା ଲୁଟ

ଭୁବନେଶ୍ବର: ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟପାତ କରିଛନ୍ତି ଲୁଟେରା । ନଗଦ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ଘରେ ଥିବା ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ସହ ୪ ଭରି ସୁନା ଲୁଟି ନେଇଛନ୍ତି ଲୁଟେରା । ଘରେ ଥିବା ୪ଟି ମୋବାଇଲ ଫୋନ୍ ମଧ୍ୟ ଲୁଟିନେଇଯାଇଛନ୍ତି ଲୁଟେରା । …

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, କୋଚିଂ ସେଣ୍ଟର ସିଲ୍

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୋମବାର ଦିନ ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। ବିଏମସି ସୂଚନା ଅନୁଯାୟୀ, କରୋନା ମାମଲା ବଢୁଥିବା ଯୋଗୁଁ ତିନୋଟି ଜୋନର ଡେପୁଟି…

ଅଭାବନୀୟ ଘଟଣା: ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଅଭାବନୀୟ ଘଟଣା । ୩ ଛୁଆଙ୍କୁ ବିଷ ଦେଇ ମାଆ ନିଜେ ବିଷ ପିଇଛି  । ଘଟଣାରେ ୨ ପୁଅଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛଇ । ମାଆ ଓ ଶିଶୁକନ୍ୟାର ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ…

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର: ଦିନରେ ପ୍ରଚଣ୍ଡ ଖରା ଓ ଅପରାହ୍ନରେ ପବନ, ଘୂର୍ଣ୍ଣିଝଡ ସହ ବର୍ଷା । ଏହା ଥିଲା ଆଜିର ଟ୍ୱିନ ସିଟିର ଦୃଶ୍ୟ । ସନ୍ଧ୍ୟା ନ ହେଉଣୁ ଘୂର୍ଣ୍ଣିଝଡରେ ଚାରିଆଡ ଅନ୍ଧାର ହୋଇଯାଇଥିଲା । ହଠାତ୍ ପବନର ବେଗ ୪୦ରୁ ୬୦ କିମି ବେଗରେ ବୋହିଥିଲା । ଆଜିର କାଳବୈଶାଖୀ ସମ୍ପର୍କରେ ପୂର୍ବରୁ…

ରାଜଧାନୀରେ ଗଂଜେଇ ଚାଲାଣ କରୁଥିବା ୨ ମହିଳା ସମେତ ୩ ଗିରଫ

ଭୁବନେଶ୍ୱର: ଗଂଜେଇ ଚୋରା ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱର ତମାଣ୍ଡୋ ରାଜରାସ୍ତାରେ ଚେକିଂ ବେଳେ ପ୍ରାୟ ୫୦ କିଲୋଗ୍ରାମ ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ତେବେ ଏହି ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ଦୁଇ ମହିଳାଙ୍କ ସମେତ ତିନି…

ଆଗକୁ ଆସୁଛି ଓଡିଆ ଫିଲ୍ମ “ଲଭ ୟୁ ଜାନୁ”

ଭୁବନେଶ୍ୱର: ଆଗାମୀ ଦିନରେ ଓଲିଉଡ ଆଣୁଛି ଭିନ୍ନ ସ୍ୱାଦର ଫିଲ୍ମ ଲଭ ୟୁ ଜାନୁ । ନିକଟରେ ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ସମେତ କ୍ରିଉ ମେମ୍ବର ଉପସ୍ଥିତ ଥିଲେ । ଦେବଜ୍ୟୋତି ପାତ୍ରଙ୍କ ନିର୍ଦ୍ଦେଶନାରେ ଏହି…

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବା ମହିଳା ଏସିଆନ୍ କପ୍ ଇଣ୍ଡିଆ-୨୦୨୨ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: କଳିଙ୍ଗରେ ହେବ ଫୁଟବଲ ମହାସମର । ଭୁନେଶ୍ୱର କଳିଙ୍କ ଷ୍ଟାଡିୟମ ଆୟୋଜନ କରିବ ଆଉ ଏକ ଅନ୍ତର୍ଜତାୟୀ କ୍ରୀଡ଼ା ଇଭେଣ୍ଟ । ୨୦୨୨ AFC ମହିଳା ଏସିଆନ୍ କପ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଭୁବନେଶ୍ୱର ସମେତ ମୁମ୍ବାଇ ଓ ଅହମ୍ମଦାବାଦରେ ମଧ୍ୟ ମ୍ୟାଚ୍…

ଭୁବନେଶ୍ୱରରୁ ଜୁନାଗଡ଼ ରୋଡ୍, ଜଗଦଳପୁର ଓ ନୟାଗଡ଼ ଟାଉନକୁ ସ୍ୱତନ୍ତ୍ର ଟ୍ରେନ୍, ଏହି ସମୟରେ ଗଡ଼ିବ ଟ୍ରେନ୍…

ଭୁବନେଶ୍ୱର: ଭୁବନେଶ୍ୱରରୁ ଜୁନାଗଡ଼ ରୋଡ୍ ବିଶେଷ ଟ୍ରେନ ଚଳାଚଳ କରିବ । ବ୍ରହ୍ମପୁର ଓ ବିଜୟନଗରମ ମାର୍ଗ ଦେଇ ଭୁବନେଶ୍ୱରରୁ ଜୁନାଗଡ଼ ରୋଡ଼ ଏବଂ ଜଗଦଳପୁରକୁ ଏହି ବିଶେଷ ଟ୍ରେନ ଚଳାଚଳ କରିବ । ଭୁବନେଶ୍ୱର ଠାରୁ ନୟାଗଡ଼ ଟାଉନ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯିବାକୁ ପୂର୍ବତଟ ରେଳବାଇ…

ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଚାଲିବ ମେମୁ ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଗଡିବ ମେମୁ ଟ୍ରେନ୍ । ୭ ଏପ୍ରିଲ ୨୦୨୧ରୁ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ଭୁବନେଶ୍ବରରୁ ସନ୍ଧ୍ୟା ୫ଟା ୫୫ ମିନିଟରେ ଛାଡି ଭଦ୍ରକରେ ରାତି ୯ଟା ୧୫ ମିନିଟରେ…

ବିଦେଶରୁ ଫେରିଥିବା ୨ ଜଣ କରୋନା ପଜିଟିଭ୍, ଆଇଏଲଏସ୍ ପଠାଗଲା ନମୁନା

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଲାଗି ରହିଛି । ଏହାରି ଭିତରେ ରାଜ୍ୟରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ଅନ୍ୟପଟେ ରାଜଧାନୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି, ୨ ଅଙ୍କ ଛୁଇଁଛି । ଶୁକ୍ରବାର ବିଏମସି ଅଞ୍ଚଳରୁ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…