Latest Odisha News

BREAKING NEWS

Browsing Tag

Bhubaneswar

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୪ ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଚିହ୍ନଟ ନୂଆ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୨ ଜଣ କରୋନା ପଜିଟିଭ…

୨୧ରୁ ରାଜଧାନୀରେ ତୋଷାଳୀ ମେଳା

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଜନତା ମଇଦାନରେ ଆରମ୍ଭ ହେବ ପଞ୍ଚଦଶ ତୋଷାଳୀ ମେଳା । ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ମେଳାରେ କୋଭିଡ ନିୟମ ପାଳନ ଉପରେ ଜୋର ଦିଆଯିବ ବୋଲି ସୂଚନା…

ପୂର୍ବ ଶତ୍ରୁତାରୁ ରାଜଧାନୀରେ ହଣାକଟା

ଭୁବନେଶ୍ୱର : ଗଙ୍ଗ ନଗର ଅଂଚଳରେ ଗୋଷ୍ଠୀ ସଂଘର୍ଷ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ସହ ଗୁଳିମାଡ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ଯୁବ ଗୋଷ୍ଠୀ ବିଭିନ୍ନ…

ରାଜ୍ୟ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଆ ସଂସ୍କୃତିରେ ଥିବା ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ଓ କଳାର ପ୍ରଚାର ପ୍ରସାର। ପାଇଁ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନର ମାତୃଶକ୍ତି ଶ୍ରୀ ଗୋବିଜ୍ଞାନ ବିଭାଗ ଗତ ପଞ୍ଚୁକ ଉପଲକ୍ଷେ ରାଜ୍ୟ ସ୍ତରୀୟ ଏକ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର…

୨୧ ସ୍ୱାଗତମ ୨୧ ଅନଲାଇନ କଳା ଶିବିର ଉଦଯାପିତ

ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ ସ୍ୱାଗତମ ୨୧ ଶୀର୍ଷକ ଚାରି ଦିନିଆ ଅନଲାଇନ କଳା ଶିବିର ଶେଷ ଦିନରେ ୱେବିନାର ଜରିଆରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ କେବଶ ବର୍ଣ୍ଣୋତି ପରିଚାଲନା କରିଥିଲେ । ଇଷ୍ଟର୍ଣ୍ଣ…

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଛି । ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟକୁ ୪୦ ହଜାର ୮୦୦ ଭାୟାଲ ଆସିଛି । ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ…

ଭଲ ପାଇବାର ବର୍ଷ ୨୦୨୧

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ "ସଂସ୍କୃତି ସଂସ୍କୃତି "ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଏକ ମିଳନୀ ସମାରୋହ "ଭଲ ପାଇବାର ବର୍ଷ ୨୦୨୧" ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବହୁ ସାଧୁ ସନ୍ଥ ଓ କଳାକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ…

ଜନଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ହୀରାକୁଦ ଜନ ଆନ୍ଦୋଳନଠାରୁ ଆରମ୍ଭ କରି ବାଲିଆପାଳ , ଗନ୍ଧମାର୍ଦ୍ଦନ , ଗୋପାଳପୁର କିସ୍କୋ , ଚିଲିକାରେ ଟାଟାର ଚିଙ୍ଗୁଡ଼ି ଚାଷ ଆନ୍ଦୋଳନ , ପୋସ୍କୋ ଆନ୍ଦୋଳନ ଆଦି ଓଡ଼ିଶାର ବହୁ ଚର୍ଚ୍ଚିତ୧୦ ଟି ଜନ ଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ "ଗାଁ ଛାଡ଼ିବୁ ନାହିଁ " ଲୋହିଆ…

ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆଠାରେ ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜନେତା କୋଦଣ୍ଡଧର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭଜନର ପ୍ରଚାର ପ୍ରସାର ଉପରେ…

ଭୁବନେଶ୍ୱର:ରାଜ୍ୟ ସଂଗ୍ରହାଳୟରେ ଖୋଲିବାଜୁ ଯାଉଛି ଦେଶର ସବୁଠୁ ବଡ଼ ଆର୍ଟ ଗ୍ୟାଲେରୀ। ଏହା ଇଣ୍ଡିଆ ହାବିଟାଟସେଣ୍ଟର ଭିଜୁଆଲ ଆର୍ଟସ ଗ୍ୟାଲେରୀ ଠାରୁ ବଡ଼ ହେବ। ଏଠାରେ ୨୫୦ କଳାକୃତି ପ୍ରଦର୍ଶିତ ହେବ। ଜାନୁଆରୀ ଶେଷ-ଫେବୃଆରୀ ଆରମ୍ଭରେ ଏହି ଗ୍ୟାଲେରୀ ଉଦଘାଟନ କରାଯିବ। ଓଡିଶା ଲଳିତ କଳା…