Latest Odisha News
Browsing Tag

Bijay Patnaik

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ନବୀନଙ୍କ ସହ କେନ୍ଦ୍ର ସରକାରଙ୍କୁ ଟାଣିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଜିଲ୍ଲା ବୁଲୁଛନ୍ତି, ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଲଗାତାର ପ୍ରଶ୍ନ କରି ଚାଲିଛନ୍ତି । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପୁଣି ପାଣ୍ଡିଆନଙ୍କୁ ନେଇ ମୁଖ୍ୟମନ୍ତ୍ରୀ…

କଂଗ୍ରେସରେ ବଢୁଛି ବିଜୟଙ୍କ ଗୁରୁତ୍ବ

ଭୁବନେଶ୍ୱର: କଂଗ୍ରେସରେ ସମସ୍ତେ ଏବେ ବିଜୟ ମୁହାଁ। ଦୀର୍ଘ ଦିନ ଧରି ଶାସନ କ୍ଷମତାରୁ ବାହାରେ ଥିବା କଂଗ୍ରେସ ନେତାଙ୍କ ପାଇଁ ବିଜୟ ହିଁ ସଂଜୀବନୀ ହେବେ ବୋଲି ଧାରଣା ସୃଷ୍ଟି ହୋଇଛି। ସେଥିପାଇଁ ବିଜୟଙ୍କ ନିକଟରେ ଏବେ ଭିଡ଼ ଦେଖିବାକୁ ମିଳୁଛି। ଆମେ କହୁଛୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା…

ଭୁବନେଶ୍ୱରରୁ ଲଢ଼ିବେ ତିନି ପ୍ରଶାସକ !

ଭୁବନେଶ୍ୱର: ଭୁବନେଶ୍ୱରରେ ମୁହାଁମୁହିଁ ହେବେ କି ତିନି ପ୍ରଶାସକ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ତିନି ପ୍ରଶାସକ ଅପରାଜିତା, ଅରୂପ ଓ ବିଜୟଙ୍କୁ ଦେଖିବାକୁ ମିଳିବ କି ? ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି ବିଜେପି କଂଗ୍ରେସରେ ଏବେ ପୂର୍ବତନ ପ୍ରଶାସକ…

ଶକ୍ତି ସାଉଣ୍ଟୁଛି କଂଗ୍ରେସ, ବିଜୟଙ୍କ ପରେ ହାତ ଧରିଲେ ସିକ୍ତା

ଭୁବନେଶ୍ୱର: କଂଗ୍ରେସ ପାଇଁ ସୃଷ୍ଟି ହେଉଛି ସମ୍ଭାବନା । ବିଜୟ ପଟ୍ଟନାୟକଙ୍କ ପରେ ଏବେ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡକ୍ଟର ସିକ୍ତା ପତିଙ୍କ ଯୋଗଦାନ। ରାଜନୈତିକ ଚର୍ଚ୍ଚା ଦୃଷ୍ଟିକୋଣରୁ ଏହା ବିଶେଷ ଗୁରୁତ୍ୱ ରଖୁଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ଓଡ଼ିଶାରେ…

ହାତ ଧରିଲେ ବିଜୟ ପଟ୍ଟନାୟକ, କହିଲେ ‘ଓଡ଼ିଶାର ଭବିଷ୍ୟତ ପାଇଁ ରାଜନୀତିକୁ ଆସିଛି’

ନୂଆଦିଲ୍ଲୀ: ହାତ ଧରିଲେ ବିଜୟ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଦିଲ୍ଲୀ ଯାଇ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ଆଜି ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଛନ୍ତି । କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି, ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା…

ହାତ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ !

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇ ପାରନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ନେତା ଅମୀୟ ପାଣ୍ଡବଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ରାଜ୍ୟ ରାଜନୀତିକୁ ଏହା ଖୋରାକ୍ ଯୋଗାଇଛି । ହେଲେ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ୍ ହେବେ କି ନା ସେ ନେଇ କିଛି ମନ୍ତବ୍ୟ…