Latest Odisha News

BREAKING NEWS

Browsing Tag

Binika

ଟାଟା ପାଓ୍ୱାର ଉଚ୍ଚ ଶକ୍ତିସମ୍ପନ୍ନ ଟାଓ୍ୱାରକୁ ବିରୋଧ କରି ବିନିକା ବନ୍ଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବିନିକାରେ ବନ୍ଦ ପାଳନ । ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨  ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଜନସାଧାରଣ । ଟାଟା ପାୱାର କମ୍ପାନୀର ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତା ଟାଓ୍ୱାରକୁ ବିରୋଧ କରି ବନ୍ଦ ପାଳନ କରିଛନ୍ତି ବିନିକାବାସୀ । ଓପିଟିସିଏଲ…

ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର

ସୋନପୁର: କାଠ ଧରିବାକୁ ଯାଇ ମାଡ଼ ଖାଇଲେ ବନ କର୍ମଚାରୀ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିନିକା ବନ କର୍ମଚାରୀ ଖାତିପଡ଼ାରେ ରେଡ୍ କରିଥିଲେ । କେନାଲ ପାଣି ଭିତରୁ ବିପୁଳ ଶାଗୁଆନ୍ କାଠ ଜବତ କରିଥିଲେ ବନ କର୍ମଚାରୀ ।…

ବୀଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀର ପରକୀୟା ପ୍ରୀତି ଯୋଗୁଁ ସ୍ବାମୀ ନେଲା ୪ ଜଣଙ୍କ ମୁଣ୍ଡ, ଅଭିଯୁକ୍ତ ଗିରଫ

ବିନିକା: ଗୋଟିଏ ଦିନରେ ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି । ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବାରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗାଁରେ ନିଜ…

ବିଲ ଭିତରୁ ଯୁବତୀଙ୍କ ଅଧାପୋଡ଼ା ମୃତଦେହ ଠାବ

ବିନିକା(ସୁବର୍ଣ୍ଣପୁର): ବିଲ ଭିତରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ବିଲରେ ପଡିଛି ମୃତଦେହ । କିଛି ଦୂରରେ ଡ୍ରେସ, ଚପଲ, ବ୍ୟାଗ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ…

ବିନିକାରେ ହାତୀ ପଲଙ୍କ ଉତ୍ପାତ କମୁନି, ୧୦ ଦିନ ହେଲାଣି ନୟାନ୍ତ କରୁଛନ୍ତି

ସୋନପୁର: ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କମୁନି ହାତୀଙ୍କ ଉପଦ୍ରବ । ୬୦ ଟିକିଆ ହାତୀ ପଲ ଉତ୍ପାତ ଚଲାଇଛନ୍ତି । ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ଗତ ରାତିରେ ବିନିକା ଝରାପଡା ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି । ନଷ୍ଟ କରୁଛନ୍ତି ବ୍ୟାପକ…