Latest Odisha News

BREAKING NEWS

Browsing Tag

Birth Anniversary

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚାଖୀ ଖୁଣ୍ଟିଆଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଚାଖୀ ଖୁଣ୍ଟିଆ ତଥା ଚନ୍ଦନ ହଜୁରୀ । ସେ ସିପାହୀ ବିଦ୍ରୋହ ଓ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଅନ୍ୟତମ ପରାମର୍ଶଦାତାଙ୍କ ଭାବେ ମଧ୍ୟ…

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ହୋଇପାରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୩ତମ ଜନ୍ମଦିନ । ରାଜ୍ୟର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ରାଜ୍ୟବାସୀ। ୧୯୨୭ ମସିହା ଆଜିର ଦିନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଠାରେ ଜନ୍ମ…

ପ୍ରଖ୍ୟାତ ରାଜନୀତିଜ୍ଞ ବାଜପେୟୀଙ୍କ ଆଜି ଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୦ ରୋଚକ କଥା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୫ତମ ଜନ୍ମଦିନ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୧୯୨୪ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀ । ଏହି…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ

ଭୁବନେଶ୍ୱର: ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ଯୁଗନାରୀ ଥିଲେ ରମା ଦେବୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ସହରର ଏକ ସମ୍ଭ୍ରାନ୍ତ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ବିପ୍ଲବୀ, ସେବା,…

ସୁପ୍ରିମକୋର୍ଟର ପ୍ରଥମ ଓଡିଆ ପ୍ରଧାନ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ…

ଭୁବନେଶ୍ୱର: ସୁପ୍ରିମକୋର୍ଟର ପ୍ରଥମ ଓଡିଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଓଡ଼ିଶାର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ସେ ସୁଯୋଗ୍ୟ ସନ୍ତାନ । ୧୯୨୬ ମସିହା ନଭେମ୍ବର ୨୫ ତାରିଖରେ ଖୋର୍ଦ୍ଧାର ବାଣପୁରରେ ତାଙ୍କର…

ବୀର ସହିଦ ଲକ୍ଷ୍ମଣ ନାଏକଙ୍କ ଆଜି ଜନ୍ମବାର୍ଷିକୀ, ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ

ଭୁବନେଶ୍ୱର: ପରାଧିନ ଭାରତ ବର୍ଷରେ ବ୍ରିଟିଶ ଓ ମହାଜନ ଶାସନ ବିରୋଧରେ ଲଢେଇ କରି ସହିଦ ହୋଇଥିବା ବୀର ଲକ୍ଷ୍ମଣ ନାୟକଙ୍କ ଆଜି ଜନ୍ମବାର୍ଷିକୀ । ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ ମାଲକାନଗିରି ତାଲୁକର ତେନ୍ତୁଳିଗୁମ୍ମା ଗ୍ରାମରେ ୨୨ ନଭେମ୍ବର ୧୮୯୯ରେ ତାଙ୍କର ଜନ୍ମ । ତାଙ୍କ ପିତା…

ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ

ଭୁବନେଶ୍ୱର: ଓଡିଶାକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଡ. ହରେକୃଷ୍ଣ ମହତାବଙ୍କ ନାମ ବେଶ ଜଣାଶୁଣା । ସେ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ, ପ୍ରଥମ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ମଧ୍ୟ ଖୁବ୍…

ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ ଓ ମୋଦି

ଭୁବନେଶ୍ୱର: ପୂର୍ବତଦ ରାଷ୍ଟ୍ରପତି ତଥା ମିସାଇଲ୍ ମ୍ୟାନ୍ ଏପିଜେ ଅବଦୁଲ୍ କଲାମଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।…

ଆଜି ରାଜୀବ ଗାନ୍ଧୀଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୫ତମ ଜୟନ୍ତୀ । ଏହି ଅବସରରେ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ରାଜୀବଙ୍କ…