Latest Odisha News

BREAKING NEWS

Browsing Tag

Birth Anniversary

ମନେ ପଡ଼ନ୍ତି ‘ନୂମା’

ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ସେବା, ସଙ୍କଳ୍ପ, ସଂଗ୍ରାମ ଓ ତ୍ୟାଗର ପ୍ରତୀକ ମାଳତୀ ଚୌଧୁରୀ । ୧୯୦୪ ଜୁଲାଇ ୨୬ରୁ ୧୯୯୮ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ତାଙ୍କ ଜୀବନ କାଳ ଦୀର୍ଘ ୯୪ ବର୍ଷର । ପିଲାଦିନେ ବାପା ବାରିଷ୍ଟର କୁମୁଦ ସେନ୍‌ଙ୍କୁ ହରାଇବା ପରେ ମା’ ସ୍ନେହଲତା ସେନ୍‌ଙ୍କ…

ବାଲୁକା କଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଝଡ଼ର ଇଗଲଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ସାଧାରଣ ଜନତା । ଝୁରୁଛନ୍ତି ସେହି ମହାନ ଜନନାୟକ ବିଜୁବାବୁଙ୍କୁ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୫ ତମ ଜୟନ୍ତୀ । ଏହି ଅବସରରେ ବାଲୁକା…

କଥାକାର କିଶୋରୀଚରଣ ଦାସଙ୍କ ଜୟନ୍ତୀ ପାଳିତ

କଟକ : କିଶୋରୀଚରଣ ସ୍ମୃତି ସଂସଦ ଆନୁକୂଲ୍ୟରେ କଥାକାର କିଶୋରୀଚରଣ ଦାସଙ୍କ ୯୭ତମ ଜୟନ୍ତୀ ଉତ୍ସବ କଟକ ଶ୍ରୀରାମଚନ୍ଦ୍ର ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ବିଜୟ କୁମାର ନାୟକ ଯୋଗଦେଇ  କିଶୋରୀଚରଣଙ୍କୁ ଜୀବନ…

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ମକର ସଂକ୍ରାନ୍ତି ଅବସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ…

ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କ ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କର ଜୀବନୀ ସମ୍ପର୍କର‌େ

ଭୁବନେଶ୍ବରର: ଉତ୍କଳ କେଶରୀ ହର‌େକୃଷ୍ଣ ମହତାବଙ୍କୁ କିଏବା ନଜାଣେ। ସେ ହେଉଛନ୍ତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ। ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଆଗରପଡ଼ାରେ ୧୮୯୮ ମସିହା ନଭେମ୍ବର ୨୧ରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ…

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଜାଣନ୍ତୁ ସଂକ୍ଷେପରେ କିଛି…

ନୂଆଦିଲ୍ଲୀ: ଆଇରନ୍ ଲେଡି ଅଫ୍ ଇଣ୍ଡିଆ ଭାବରେ ବେଶ୍ ଜଣାଶୁଣା ଇନ୍ଦିରା ଗାନ୍ଧୀ। ଯିଏକି ଭାରତୀୟ ଇତିହାସ‌ର‌େ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଭାବରେ ପରିଗଣିତ ମଧ୍ୟ ହୋଇଥିଲେ। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥି‌ଲେ ଇନ୍ଦିରା ଗାନ୍ଧୀ। ସେ ଦୀର୍ଘ ୧୫ ବର୍ଷ ଧରି…

ସ୍ମୃତିରେ ହର ପଟ୍ଟନାୟକ….

ନାୟକ ତଥା ଖଳନାୟକ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତି ଆସିଥିବା ହର ପଟ୍ଟନାୟକ ଏବେ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କ ଜୀବନ୍ତ ଅଭିନୟ ସର୍ବଦା ଦର୍ଶକ ହୃଦୟରେ ବଞ୍ଚିରହିବ। ସେ ଏକାସଙ୍ଗେ ଥିଲେ ନିର୍ଦ୍ଦେଶକ,ଅଭିନେତା ଏବଂ ଚିତ୍ରନାଟ୍ୟକାର। ତାଙ୍କ ଜନ୍ମ ୧୨ ଅକ୍ଟୋବର ୧୯୫୮ରେ…

ଆଜି ବାପୁଙ୍କ ଜନ୍ମ ଦିନ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ବା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ । ମହାତ୍ମା ଗାନ୍ଧୀ  ୧୮୬୯, ଅକ୍ଟୋବର ୨ରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ…

ସତରେ ଥିଲେ କର୍ମବୀର- ଗୌରୀ ଶଙ୍କର

(ଗୌରୀ ଶଙ୍କର ରାୟଙ୍କ ଜନ୍ମଦିନ ଅବସରରେ) ଓଡ଼ିଆ ସାମ୍ବାଦିକତାର ଜନକ ଭାବେ କର୍ମବୀର ଗୌରୀ ଶଙ୍କର ରାୟ ପରିଚିତ । ସେ ଥିଲେ ଓଡ଼ିଶାର ପ୍ରଥବ ଖବରକାଗଜ- ଉତ୍କଳ ଦୀପିକାର ପ୍ରତିଷ୍ଠାତା ସମ୍ପାଦକ । ଓଡ଼ିଆର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା, ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱାଧୀନତା…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚାଖୀ ଖୁଣ୍ଟିଆଙ୍କ ଆଜି ଜୟନ୍ତୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଚାଖୀ ଖୁଣ୍ଟିଆ ତଥା ଚନ୍ଦନ ହଜୁରୀ । ସେ ସିପାହୀ ବିଦ୍ରୋହ ଓ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଅନ୍ୟତମ ପରାମର୍ଶଦାତାଙ୍କ ଭାବେ ମଧ୍ୟ…