ହାପି ବାର୍ଥ ଡେ ବିଦ୍ୟା
ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଚେହେରା ବିଦ୍ୟା ବାଲାନ। କାହାନୀ, ଡର୍ଟି ପିକ୍ଚର, କାହାନି-୨ ଭଳି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି। ଆଜି ଅର୍ଥାତ୍ ଜାନୁଆରୀ ୧ ତାରିଖ ଦିନ ସେ ତାଙ୍କ ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ୧ ଜାନୁୟାରୀ…