Latest Odisha News

BREAKING NEWS

Browsing Tag

Birthday

[ଭିଡିଓ] ଜନ୍ମଦିନରେ ଗର୍ଜିଲା ବନ୍ଧୁକ, ସୁରକ୍ଷାକର୍ମୀ ଗିରଫ

ନୂଆଦିଲ୍ଲୀ: ଗ୍ରେଟର୍ ନୋଏଡା ର ପାରାମାଉଣ୍ଟ ସୋସାଇଟିରୁ ଆସିଛି ତାଜୁବକର ଭିଡିଓ । ଖୁଲମଖୁଲା ଫୁଟିଥିଲା ଗୁଳି, ଚାଲିଥିଲା ଜନ୍ମଦିନ ପାଳନ । ଜନ୍ମୋତ୍ସବରେ ମତୁଆଲା ହୋଇ ସୀମା ଲଂଘିଥିଲା ସୁରକ୍ଷାକର୍ମୀ । ମଦ ନିଶାରେ ଚୁର୍ ଥିବା ଉନ୍ମତ୍ତ ଯୁବକଙ୍କ ପ୍ରୋତ୍ସାହନରେ କରିଥିଲା ଫାଙ୍କା ଗୁଳି…

ଗତବର୍ଷ ଦୁବାଇରେ ପାଳିଥିଲେ ବାର୍ଥ ଡେ; ଏଥର ଏନ୍‌ସିବି ଅଫିସ୍‌ରେ କଟିଲା ଦିନ

ମୁମ୍ବାଇ: ଗତକାଲି ମୁମ୍ବାଇ କ୍ରୁଜ୍ ପାର୍ଟି ଡ୍ରଗ୍ ମାମଲାରେ ଫସି ରହିଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଜନ୍ମଦିନ ଥିଲା। କିନ୍ତୁ ଏଥର ଆର୍ଯ୍ୟନ୍ ଖାନ୍ ତାଙ୍କ ଜନ୍ମଦିନକୁ ସଠିକ୍ ଭାବରେ ପାଳନ କରିପାରିଲେ ନାହିଁ। ଗତ ବର୍ଷ, ଯେଉଁଠାରେ ଆର୍ଯ୍ୟନ୍ ଦୁବାଇରେ…

୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ମ‌ୋଦୀ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମଦିନରେ…

ଆଜି ବଲିଉଡର `ସିରିଏଲ୍‌ କିସର୍‌’ଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ବଲିଉଡ ଅଭିନେତା ଇମ୍ରାନ ହାସମୀଙ୍କ ଜନ୍ମଦିନ। ସେ ତାଙ୍କର ଆଜି ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଆଉ କିସିଂ କରିବାକୁ ମନା କରିଛନ୍ତି ଇମ୍ରାନ ହାସମୀ । ଇମ୍ରାନ୍‌ଙ୍କ ସବୁ ଫିଲ୍ମରେ କିସିଂ ସିନ୍‌ ରହିଥାଏ । ଏଥିପାଇଁ ତାଙ୍କ ଫ୍ୟାନ ଇମ୍ରାନଙ୍କ ଫିଲ୍ମ ରିଲିଜକୁ…

୫୮ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ଚର୍ଚ୍ଚିତ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ଶାଳୀ

ନୂଆଦିଲ୍ଲୀ: ଆଜି ହେଉଛି ବଲିଉଡ୍‌ ଫିଲ୍ମ ଜଗତର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ଶାଳୀଙ୍କ ୫୮ତମ ଜନ୍ମଦିନ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ସବୁବେଳେ ପରଦାରେ ହିଟ୍‌ କରିଛି। ସେ ଜଣେ ଭାରତୀୟ ନିର୍ଦ୍ଦେଶକ, ନିର୍ମାତା, ସ୍କ୍ରିନ୍‌ରାଇଟର୍‌ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଯିଏକି ହିନ୍ଦୀ…

ଜନ୍ମଦିନ ଉତ୍ସବକୁ ଡାକି ପ୍ରତିଶୋଧ, ଦୁଇ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା 

ପାଟନା: ଜନ୍ମଦିନ ପାର୍ଟିକୁ ଡାକି ଦୁଇ ଭାଇଙ୍କୁ ହତ୍ୟା । ହାତ ଗୋଡ଼ରେ ରଶି ବାନ୍ଧି ବେକରେ ତାର ଗୋଡ଼ାଇ ହତ୍ୟା କରିବା ସହ ଶରୀରକୁ ଛୁରୀରେ ଭୁଶି ଲହୁ ଲୁହାଣ କରି ଫିଙ୍ଗି ଦେଇଛନ୍ତି ଅଭିଯୁକ୍ତ । ଦୁଇ ଭାଇଙ୍କୁ ସମାନ ଢ଼ଙ୍ଗରେ ହତ୍ୟା କରାଯାଇଥିବା ବେଳେ ଦୁଇ ଜଣଙ୍କ ମୃତଦେହ ଦୁଇଟି ସ୍ଥାନରୁ…

ହାପି ବାର୍ଥ ଡେ ବିଦ୍ୟା

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଚେହେରା ବିଦ୍ୟା ବାଲାନ। କାହାନୀ, ଡର୍ଟି ପିକ୍ଚର, କାହାନି-୨ ଭଳି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି। ଆଜି ଅର୍ଥାତ୍‌ ଜାନୁଆରୀ ୧ ତାରିଖ ଦିନ ସେ ତାଙ୍କ ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ୧ ଜାନୁୟାରୀ…

୭୦ ବର୍ଷରେ ପଦାର୍ପଣ କଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ; ଟୁଇଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଆଜି ଟଲିଉଡ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ। ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା ରଜନୀକାନ୍ତ। କେବଳ ଟଲିଉଡ୍‌ ନୁହେଁ ବଲିଉଡ୍‌ରେ ମଧ୍ୟ ସେ ନିଜ ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି। 'ରୋବଟ୍‌', 'ରୋବଟ୍‌‌ ୨.୦', 'ରା ୱାନ୍‌'…

୬୫ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ମେଲୋଡି କିଙ୍ଗ୍‌‌ ଉଦିତ ନାରାୟଣ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କର ଆଜି ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଉଦିତ ନାରାୟଣ ତାଙ୍କର ମେଲୋଡି ସ୍ୱର ଏବଂ ସବୁବେଳେ ହସୁଥିବା ଚେହେରା ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଛନ୍ତି। ଉଦିତ ନାରାୟଣ ଅମିତାଭ ବଚ୍ଚନ, ଶାହରୁଖ ଖାନ, ରାଜେଶ…

[ଭିଡିଓ] ବିଜେପି ନେତାଙ୍କ ଉତ୍ସବରେ ଗୁଳିମାଡ !

ଉତ୍ତରପ୍ରଦେଶ: ଚାଲିଥିଲା ଜନ୍ମଦିନ ଉତ୍ସବ ପାଳନ । ଗୀତ ଗାଉଥିଲେ ଜଣେ ନାମୀ ଗାୟକ । ହେଲେ ହଠାତ୍ ଛାତିରେ ବାଜିଥିଲା ଗୁଳି । ଲାଇଭ୍ ସୋ'ରେ ଟଳିପଡିଥିଲେ ଗାୟକ । ଗୁଳିମାଡ କେମିତି ଓ କାହିଁକି ହୋଇଥିଲା ସେ ନେଇ ଚାଲିଛି ପୋଲିସର ତଦନ୍ତ । ହେଲେ ଏଭଳି ଏକ ଘଟଣାକୁ ନେଇ ବଲିଆ ଜିଲ୍ଲାରେ ପୋଲିସ…