Latest Odisha News

BREAKING NEWS

Browsing Tag

BJp Pressmeet

ବିଜେଡି କର୍ମୀଙ୍କ ନାଁରେ ମାଡ଼ ଅଭିଯୋଗ ଆଣିଲେ ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର : ପଦ୍ମପୁର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।  ଏନେଇ ପଦ୍ମପୁରରେ ପ୍ରେସମିଟ କରିଛନ୍ତି ପ୍ରଦୀପ । ଏନେଇ ସୂଚନା ଦେବା ବେଳେ କାନ୍ଦି ପକାଇଥିଲେ ପ୍ରଦୀପ ପୁରୋହିତ । ବିଜେପି…

ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ବର: ରାଜ୍ଯ ସରକାର ବନ୍ୟା ଆସୁଥିବାର ସ୍ବୀକାର କରିଛନ୍ତି। ଏସଆରସିଙ୍କ ସୁଚନା ଅନୁସାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି  ।ତଳିଆ ଅଞ୍ଚଳରେ ଘାଇ ସୃଷ୍ଟିହୋଇ ୩୦୦ରୁ ଉର୍ଦ୍ଧ ଗାଁ ବାହ୍ଯଜଗତରୁ ବିଚ୍ଛିନ୍ନ ହୋଇଛି  । ଏହିଭଳି ସ୍ଥିତିରେ ବନ୍ଯା ଅଞ୍ଚଳର ଳୋକମାନଙ୍କ ଦୁଖଃ ସୁଖରେ ଛିଡା…

ଓଡିଶା ରାଜ୍ୟ କୃଷି ବିଭାଗରେ କେନ୍ଦ୍ରୀୟ ଅନୁଦାନର ୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଘୋଟାଲା: ପ୍ରଦୀପ

ଭୁବନେଶ୍ୱର: କୃଷି ବିଭାଗରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ପଛରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ଶାସକ ଦଳର ବହୁ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା ଘୋଟାଲା ଏକ ଜ୍ୱଳନ୍ତ ଉଦାହରଣ । ରାଷ୍ଟ୍ରୀୟ ବିକାଶ ଯୋଜନା ଅଧିନରେ ଏବଂ ବିଭିନ୍ନ…

ପଛୁଆ ବର୍ଗଙ୍କୁ ସଂରକ୍ଷଣ ମାମଲାରେ ବିଜେଡି କଟା ଘା’ରେ ଚୂନ ମାରିବା ବନ୍ଦ କରୁ: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗକୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଇ ନିଜ ଦଳରେ ୪୦ ପ୍ରତିଶତ ଅଧିକାର ଦେବେ ବୋଲି କହି ଶାସକ ଦଳ ବିଜେଡି ଓବିସିଙ୍କ କଟା ଘା’ରେ ଚୂନ ମାରିବା ବନ୍ଦ କରୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।…

ଚାଷୀଙ୍କୁ ନେଇ ଘନେଇଲା ବିବାଦ, ମିଲର୍ସମାନଙ୍କ ପାଇଁ ଓକିଲାତି କରୁଛି ଶାସକ ବିଜେଡି : ବିଜେପି

ଭୁବନେଶ୍ବର : ଚାଷୀ ସମସ୍ୟାକୁ ନେଇ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ରାଜ୍ୟରେ ଉତ୍ପାଦିତ ହେଉଥିବା ଉଷୁନା ଚାଉଳର ୫୦ ପ୍ରତିଶତ କେନ୍ଦ୍ର ନେବ ବୋଲି କହୁଛି । କିନ୍ତୁ ଉତ୍ପାଦିତ ଉଷୁନା ଚାଉଳ କିଣାରେ କେନ୍ଦ୍ର ପଛ…