Latest Odisha News

BREAKING NEWS

Browsing Tag

Bjp

ତେଲେଙ୍ଗାନାରେ କେସିଆର ଖରାପ ବିଧାୟକ ଭଲ, ଛତିଶଗଡରେ ବଘେଲ ଭଲ ବିଧାୟକ ଖରାପ!

ଭୁବନେଶ୍ୱର: ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପୂର୍ବରୁ ଏକ ସର୍ଭେକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଥିବାରୁ ସେଠାରେ ଥିବା ନିର୍ବାଚିତ ବିଧାୟକ ମାନଙ୍କ ଉପରେ ଲୋକେ କେତେ ସନ୍ତୁଷ୍ଟ ତାକୁ ନେଇ ରିପୋର୍ଟ…

ରାଜସ୍ଥାନରେ ଜେଜେପି ହେବ କିଙ୍ଗମେକର!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ସ୍ଥିତି ଧୀରେ ଧୀରେ ଜଟିଳ ରୂପ ଧାରଣ କରୁଛି। ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳେ। ଏପରିକି ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରା ମଧ୍ୟ ରହି ଆସିଛି। ଏଥର କିନ୍ତୁ ରାଜସ୍ଥାନରେ ଗେହଲଟ ସରକାର…

ବିରୋଧୀଙ୍କୁ ଫାଇଭ ଟି କାମର ହିସାବ ଦେଲା ବିଜେଡି !

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲଗାତର ଫାଇଭ ଟି ଉପରେ ଶାଣିତ ଆକ୍ରମଣ ସହ ବିରୋଧୀ ନେତାମାନେ ତାଙ୍କ ସାଥ ଦେବା ରାଜନୈତିକ ସ୍ଥିତିକୁ ଜଟିଳ କରିଛି। ଏଭଳି ସ୍ଥିତିରେ…

ଏମପିରେ ବିଜେପିକୁ କଂଗ୍ରେସ ଭରସା ! ଦଳୀୟ ବ୍ୟାନରରେ କଂଗ୍ରେସ ନେତାଙ୍କ ଫଟୋ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି କଂଗ୍ରେସ ଲଢେଇ ଚରମ ସୀମାରେ ପହଂଚିଛି। ଉଭୟ ଦଳ ବିଭିନ୍ନ ମାଧ୍ୟମରେ ଲୋକଙ୍କ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡିଛନ୍ତି। ବିଜେପି ପକ୍ଷରୁ ଜନ ଆଶୀର୍ବାଦ ଯାତ୍ରା ଚାଲିଥିବା ବେଳେ କଂଗ୍ରେସ ମଧ୍ୟ ଜନ ଆକ୍ରୋଶ ଯାତ୍ରା ଆରମ୍ଭ…

ଘୋଷିରେ ହରାଇବା ପରେ ବିଜେପିକୁ ଅଖିଲେଶଙ୍କ ଜି ୨୦ ତୀର!

ଭୁବନେଶ୍ୱର: ଜି ଟ୍ୱେଣ୍ଟି ଶିଖର ସମ୍ମିଳନୀ ଚାଲିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ ଆସିଛି। ସେଥିରେ ଏନଡିଏ ବିରୋଧରେ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଚାରୋଟି ସିଟ ଜିତିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଉତ୍ତରପ୍ରଦେଶର ପୂର୍ବତନ…

ବିଜେପିକୁ କେରଳ ଝଟକା, ମିଳିଲା ମାତ୍ର ୫ ପ୍ରତିଶତ ଭୋଟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ କେରଳରେ ବଡ଼ ଝଟକା ଲାଗିଛି। ଭାରତର ପ୍ରମୁଖ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ବଡ଼ ପରାଜୟ ପରେ କୌଣସି ଦକ୍ଷିଣ ରାଜ୍ୟରେ ଦଳର ସ୍ଥିତି ଭଲ ନାହିଁ। କିନ୍ତୁ ଅନ୍ୟତମ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାରେ ଦଳ ଭଲ ପ୍ରଦର୍ଶନ କରି କ୍ଷମତାକୁ…

ଏମପିରେ ମୋଦିଙ୍କ ଆଶୀର୍ବାଦ ସହ ରାହୁଲଙ୍କ ଆକ୍ରୋଶ ଲଢେଇ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ଲୋଭନୀୟ ଯୋଜନା ଓ ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ କରିଛନ୍ତି।…

ରାଜସ୍ଥାନ ଯିବେ ପ୍ରିୟଙ୍କା, ସେପଟେ ଆଶାୟୀଙ୍କ ସହ ଲଢୁଛି ବିଜେପି!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳର ଆଗଧାଡ଼ିର ନେତାମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ୧୦…

କାହାର ହେବ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର!

ଭୁବନେଶ୍ୱର: ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀ ମାନେ ତତ୍ପର ହୋଇଉଠିଲେଣି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ଅଙ୍କାକଷା ଆରମ୍ଭ କରିଛନ୍ତି। କିନ୍ତୁ ଏସବୁ ଭିତରେ ରାଜ୍ୟର ଏମିତି କିଛି…

ଏମପିରେ ଆଶୀର୍ବାଦ ମାଗୁଛି ବିଜେପି, କିନ୍ତୁ ଦଳୀୟ ନେତା ପାଲଟିଛନ୍ତି ଅଭିଶାପ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ମଧ୍ୟପ୍ରଦେଶରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିତ୍ରକୁଟରୁ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟବ୍ୟାପୀ ଏକ ବଡ଼ ବାତାବରଣ ତିଆରି…