ଏନଡିଏରେ ସାମିଲ ହୋଇ ଫସିଗଲା ଜେଡିଏସ !
ଭୁବନେଶ୍ୱର: ଏନଡିଏ ସହ ବିଧିବଦ୍ଧ ଭାବେ ମେଣ୍ଟ କରି ଆଗକୁ ବଢିଛି ଜେଡିଏସ। ଆଗାମୀ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସକୁ ମାତ ଦେବା ପାଇଁ ବିଜେପି ଓ ଜେଡିଏସ ଏକାଠି ହୋଇଛନ୍ତି।
କିନ୍ତୁ ଏହା ଜେଡିଏସକୁ ମହଙ୍ଗା ପଡିଛି। ବିଜେପି ସହ ମିଶି ଆଗକୁ ବଢିବା ପରେ ଜେଡିଏସ ନେତା ଦଳ…