Latest Odisha News

BREAKING NEWS

Browsing Tag

Bjp

ଜୟ ନାରାୟଣଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର: ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଗତକାଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ପଦରୁ ଜୟନାରାୟଣଙ୍କୁ ହଟାଇବା ପାଇଁ ଦାବି କରିବା ପରେ ବିଜୁ ମହିଳା…

ରାଜ୍ୟରେ ବିଜୟ ହେବେ କି ବିଆରଏସର ଭବିଷ୍ୟତ ?

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଫୋକସ ଓଡିଶା। କେବଳ ଦକ୍ଷିଣ ଓଡିଶା ନୁହେଁ ଉପକୂଳର ପ୍ରଭାବଶାଳୀ ନେତା ମାନଙ୍କୁ ବିଆରଏସ ନିଜ ଆଡକୁ ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କୁ ବିଆରଏସ୍ ନେତା ଭେଟିବା ପରେ ଏହାକୁ…

ଜୟନାରାୟଣଙ୍କୁ ବିରୋଧିଦଳ ନେତା ପଦରୁ ହଟାଯାଉ- ବିଜେଡି

ଭୁବନେଶ୍ୱର: କର୍ତ୍ତବ୍ୟରତ ମହିଳା ପୁଲିସ୍‍ଙ୍କୁ ଜୟନାରାୟଣଙ୍କ ଆକ୍ରମଣକୁ ନେଇ ତାତିଲା ବିଜେଡି । ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ ବୋଲି କହି ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ପାଇଁ ଦାବି କଲା ବିଜେଡି । ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍‍ ଅଧିକାରୀଙ୍କୁ ସର୍ବସମ୍ମୁଖରେ…

କିଏ, କାହାକୁ ଧକ୍କା ମାରିଲା ? ଜୟନାରାୟଣ ନା IIC ?

ସମ୍ବଲପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ଯାଇଥିବା ବିଜେପି ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଅସ୍ୱାଭାବିକ ସ୍ଥିତି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ସେ ଇସ୍ତଫା ଦିଅନ୍ତୁ- ବିଜେପି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଚାଲିଛି ଦୁଇ ପ୍ରମୁଖ ଦଳର ରଣନୀତି ପ୍ରସ୍ତୁତ । ଗୋଟିଏ ପଟେ ବିଜେଡି ଚାଉଳକାଟକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାରେ ଗର୍ଜୁଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ରାସ୍ତାରେ ଗର୍ଜୁଛି । ରାଜ୍ୟରେ ଆଇନଶୃଙ୍ଖଳା…

‘ନିଜ ଦୁର୍ନୀତିର ଅଠା ଅନ୍ୟ ମୁଣ୍ଡରେ ପୋଛୁଛି ବିଜେଡି’

ଭୁବନେଶ୍ୱର: ନିଜେ କରିଥିବା ଦୋଷ ଓ ପାପକୁ ଅନ୍ୟ ମୁଣ୍ଡରେ ଲଦି ଦେଇ ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରିତ କରିଚାଲିଛି  ବିଜୁ ଜନତା ଦଳ । ନିଜେ କରୁଥିବା ଚଂଚକତା, ଦୁର୍ନୀତି, ଭ୍ରଷ୍ଟାଚାରର ଅଠା ଅନ୍ୟ ମୁଣ୍ଡରେ ପୋଛି ଦେବାରେ ଓସ୍ତାଦ ଶାସକଦଳ । ସଂଘୀୟ ବ୍ୟବସ୍ଥାର ସମସ୍ତ ନୀତି ଓ ନିୟମକୁ…

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ: ବିଜେଡି

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ମାମଲାରେ ବାରମ୍ଵାର ଅରୁଚିକର ମନ୍ତବ୍ୟ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ମାନସିକ ଭାରସାମ୍ୟ ହରାଇଛନ୍ତି । ତେଣୁ ତୁରନ୍ତ ତାଙ୍କର ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ବିଜୁ ଜନତା ଦଳ, ବିଜେପି ନେତୃବୃନ୍ଦଙ୍କୁ ପରାମର୍ଶ…

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତରୁ ଧିରେ ଧିରେ ସତ ପଦାକୁ ଆସୁଥିବା ବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।…

ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ଯୋଜନା କରିଛନ୍ତି ସେ ହିଁ ନବ ଦାସଙ୍କ ହତ୍ୟାକାରୀ-ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁ ଘଟଣାରେ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । କହିଲେ ମୁଖ୍ୟମନ୍ତ୍ରୀ ଆଶା ହିଁ କାଳ ହେଲା ନବଙ୍କ ପାଇଁ । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କ ପଦରେ ବସିବାକୁ ଚାହୁଁଛନ୍ତି ସେମାନେ ହିଁ ନବ ଦାସଙ୍କୁ ରାସ୍ତାରୁ ହଟାଇଛନ୍ତି ବୋଲି କହିଛନ୍ତି…

ନବ ଦାସ ହତ୍ୟା ପଛରେ ବହୁତ ବଡ଼ ବଡ଼ ମୁଣ୍ଡ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ଗୋପାଳ ହେଉଛି ସୁଟର, ହ୍ୟାଣ୍ଡଲର କିଏ ? ନବ ଦାସଙ୍କୁ ହତ୍ୟା ପଛର ନାୟକ କିଏ ? କାହା ପ୍ରରୋଚନାରେ ଏତେ ବଡ଼ ହତ୍ୟାକାଣ୍ଡ ଘଟିଲା ତାହା ମୁଖ୍ୟ । ଗୋପାଳ ତ ମାନିଛି ସେ ମାରିଛି । ହେଲେ କାହିଁକି ମାରିଲା, କାହା ପ୍ରରୋଚନାରେ ମାରିଲା କହି ପୋଲିସ ଓ କ୍ରାଇମବ୍ରାଞ୍ଚକୁ ସମାଲୋଚନା…