Latest Odisha News

BREAKING NEWS

Browsing Tag

Bjp

ଶପଥ ପରେ ସୂର୍ଯ୍ୟବଂଶୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର : ଶପଥ ନେବା ପରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଗୁରୁ ଦାୟିତ୍ୱ । ପଦ୍ମପୁର ଉପନିର୍ବାଚନ ପାଇଁ ସେ କରିବେ ପ୍ରଚାର । ପଦ୍ମପୁର ପାଇଁ ପ୍ରଚାର କରିବାକୁ ତାଙ୍କୁ ପଠାଇବ ବିଜେପି । ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ସୂଚନା ଦେଇଛନ୍ତି । ରାଜନୀତିରେ ନୂଆ ହେଲେ ବି ସେ…

ଧାମନଗର ବିଜୟ ପରେ ବିଜେପି କହିଲା ‘ମିଛ କୁହନ୍ତୁନି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର: 'ଆଶା ଥିଲା ବିଜେପି ଜିତିବ' । ଧାମନଗର ଉପନିର୍ବାଚନରେ ବିଜେପିର ବିଜୟକୁ ନେଇ ବିଜେଡି ସୁପ୍ରିମୋଙ୍କ ଏହି ମନ୍ତବ୍ୟ ଏବେ ସୃଷ୍ଟି କରିଛି ଝଡ଼ । ବିଜେପି, ବିଜେଡିକୁ କାଉଣ୍ଟର କରି କହିଛି ଶାସକ ଦଳ ଧାମନଗରରେ ଦଳ, ବଳ, କୌଶଳ ସବୁ ଲଗାଇଥିଲା । ଲୋକଙ୍କୁ ଟଙ୍କା ବାଣ୍ଟିବା ସହ ଧମକ…

ଧାମନଗର ଉପନିର୍ବାଚନ : କଡ଼ା ସୁରକ୍ଷାବଳୟରେ ଭୋଟ୍ ଗଣତି, ୩ୟ ରାଉଣ୍ଡ ଶେଷ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ଗତ ଦୁଇ ରାଉଣ୍ଡରେ ମଧ୍ୟ ସୂରଜ ଆଗୁଆ ଥିଲେ । ୩ୟ ରାଉଣ୍ଡରେ ସୂରଜ ୧୨,୮୯୨ ଭୋଟ ପାଇ ଆଗରେ ରହିଛନ୍ତି । ତାଙ୍କ ପଛକୁ ବିଜେଡି…

ପତିଆରା, ପ୍ରତିବାଦ; ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜଧାନୀରେ ବିଜେପି, ବିଜେଡି ଶକ୍ତି ପ୍ରଦର୍ଶନ କରିଛନ୍ତି । ଧାମନଗର ଉପନିର୍ବାଚନକୁ ନେଇ ବଳ କଷାକଷି ହେଉଥିବା ବିଜେଡି-ବିଜେପି ଉଭୟ ଉଭୟକୁ ଟାର୍ଗେଟ୍ କରିଛନ୍ତି । ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ମାମଲାରେ ବିଜେପି, ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ…

ଘଣ୍ଟ ଘୋଡ଼ାଇବାକୁ ଫସଲ ବୀମାକୁ ନେଇ ବିଜେଡି ପ୍ରତିବାଦ କରୁଥିବା କହିଲା ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ କାଦୁଅ ଫିଙ୍ଗା ବୟାନବାଜି ଜାରି ରହିଛି । ପୁଣି ଥରେ ବିଜେପି, ଶାସକ ବିଜେଡିକୁ ଶାଣିତ ଆକ୍ରମଣ କରିଛି । ଧାମନଗରରେ ବିଜେଡିର ଟଙ୍କା ବଣ୍ଟାରୁ ମୁହଁ ଲୁଚାଇବା, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ…

ଲଫାପାରେ ଟଙ୍କା ବଣ୍ଟା ପରେ ଏସପି ଅଫିସ୍ ଆଗରେ ବିଜେପିର ସତ୍ୟାଗ୍ରହ

ଭଦ୍ରକ: ଲଫାପାରେ ଟଙ୍କା ନିଅ, ଭୋଟ୍ ଦିଅ । ଧାମନଗର ଉପନିର୍ବାଚନରେ ଶାସକ ବିଜେଡି ଭୋଟ୍ ହାତେଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଏପରିକି ୧୦ ଜଣ ପିଛା ବନ୍ଦ ଲଫାପାରେ ୪ ହଜାର ଟଙ୍କା ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି କରଦା ପଞ୍ଚାୟତରୁ । ଲୋକଙ୍କ…

ଧାମନଗର ପରାଜୟ ଭୟରେ ବିଜେପି ବାରମ୍ବାର CEOଙ୍କୁ ଭେଟୁଛି: ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ୩ ଦିନ । କିନ୍ତୁ ଆରୋପ ପ୍ରତ୍ୟାରୋପ ସରୁନି । ଭୁବନେଶ୍ୱରରୁ ଦିଲ୍ଲୀ ପୁଣି ଭୁବନେଶ୍ୱର ବିଜେଡି, ବିଜେପି ଏଭଳି ଅଭିଯୋଗରେ ମାତିଛନ୍ତି । ଶୁକ୍ରବାର ପୁଣି ଥରେ ବିଜେଡି ନେତା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।…

ଧାମନଗର ଉପନିର୍ବାଚନ, ବିଜେପି ପରେ ନିର୍ବାଚନ କମିଶନଙ୍କୁ ଆଜି ଫେରାଦ ହେବ ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ବିଜେପି, ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଅଭିଯୋଗ କରିଥିଲେ, ବିଜେଡି ଭୋଟରଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ…

ପ୍ରଚାରରେ ଦୁଲୁକୁଛି ଧାମନଗର, ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ

ଭଦ୍ରକ: ଧାମନଗରରେ ବଢ଼ୁଛି ନିର୍ବାଚୀନ ପାରା । ଜମୁଛି ପ୍ରଚାର । ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଆଜି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଧୁଷୁରୀର ହସିନାବାଦ ଓ ଅର୍ଜୁନପୁର ପଞ୍ଚାୟତରେ ପ୍ରଚାର କରିଛନ୍ତି । ଗାଁର ମହିଳାମାନେ ସୂର୍ଯ୍ୟବଂଶୀଙ୍କୁ ବନ୍ଦାପନା କରି ନେଇଥିବା…

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ନେତା ରାଜେନ୍ଦ୍ର ଦାସ

ଧାମନଗର: ଧାମନଗର ଉପନିର୍ବାଚନ  ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ରାଜେନ୍ଦ୍ର ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି  ରାଜେନ୍ଦ୍ର ଦାସ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।  ଆଉ କିଛି ସମୟ ପରେ ନାମାଙ୍କନ ପତ୍ର ଭରିବେ ବିଜେଡି ନେତା ରାଜେନ୍ଦ୍ର ଦାସ ।…