Latest Odisha News

BREAKING NEWS

Browsing Tag

Bjp

ବିଜେପି କହିଲା ରାବଣକୁ ହରାଅ, କଂଗ୍ରେସ କହିଲା ମିଛ ଧର୍ମଯୁଦ୍ଧ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୬୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଦର୍ଶ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଠୁ ଅଧିକ ୩୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଯାଞ୍ଚ…

ଛତିଶଗଡରେ ବିଜେପି କହିଲା ୩୧୦୦ ଦେବି, କଂଗ୍ରେସ କହିଲା ୩୨୦୦ ଦେବି

ଭୁବନେଶ୍ୱର: ରାତି ପାହିଲେ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଯେଉଁ ୨୦ ଟି ବିଧାନସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ସେଠାରେ ପ୍ରଚାର ଶେଷ ହୋଇଛି। ମତଦାନ ହେବାକୁ ଥିବା ୨୦ ଟି ସିଟରେ ୨୨୩ ଜଣ ପ୍ରାର୍ଥୀ ଲଢେଇରେ ରହିଥିବାବେଳେ ୪୦…

ବିଜେପିର ହିନ୍ଦୁତ୍ୱକୁ ଛତିଶଗଡରେ କଂଗ୍ରେସ କରିଛି ହାଇଜାକ!

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼ରେ ପ୍ରଚାର କରିଥିବା ବେଳେ ବିଜେପିର ଅନ୍ୟ ହେଭିୱେଟ ମାନେ ମଧ୍ୟ ପ୍ରଚାର କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ପଣ୍ଡରିୟା…

ବିଦ୍ରୋହୀ ଚାହିଁଲେ ଜିତିବ ବିଜେପି !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଚଳିତ ମାସ ୧୭ ତାରିଖରେ ଭୋଟଗ୍ରହଣ ହେବାକୁ ଥିବାବେଳେ ଭିନ୍ନ ଭିନ୍ନ ରଣନୀତି ନେଇ ପ୍ରମୁଖ ଦଳ କାର୍ଯ୍ୟ କରୁଛନ୍ତି। ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସକୁ ଘାରିଛି ବିଦ୍ରୋହୀ ଚିନ୍ତା। ଯେଉଁ ପ୍ରମୁଖ ନେତାମାନେ ଟିକେଟ ପାଇ ନାହାନ୍ତି ସେମାନଙ୍କ ମଧ୍ୟରୁ କିଛି…

ପାରଳାଖେମୁଣ୍ଡିରେ ତିରୁପତି ଯୁଆଡେ ବିଜୟ ସିଆଡେ !

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ଆସନରେ ପ୍ରମୁଖ ଦଳର ଟିକେଟ ପାଇବା ପାଇଁ ବହୁ ହେଭିୱେଟଙ୍କ ଆଶା ରହିଛି। ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାରେ…

ବିଜେପି ପାଇଁ ଆଗରେ ପ୍ରଦୀପ !

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ପୁଣିଥରେ ଚର୍ଚ୍ଚାରେ। ଶାସକ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଲଗାତର ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କେବେଠୁ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କେଉଁ ଦଳରୁ ଲଢ଼ିବେ…

ବିଦା ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ, ବିଜେପି କହୁଛି ଯେମିତି ହେଲେ ରଖିବୁ!

ଭୁବନେଶ୍ୱର: ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଶୁଣାଣି ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନି। ଏହି ଶୁଣାଣିରେ ବହୁ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବାଚସ୍ପତିଙ୍କୁ କଡା ସମାଲୋଚନା କରିଥିବା ବେଳେ ତୁରନ୍ତ ଏହି ମାମଲାର ଫଇସଲା କରିବାକୁ…

ପ୍ରିୟଙ୍କା ଗର୍ଜିଲେ, ଶାହା ବୁଝାଇଲେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମୁହାଁମୁହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ଏଥର କଡା ଫାଇଟ ଦେଖିବାକୁ ମିଳୁଛି। କଂଗ୍ରେସକୁ ମିଳିଥିବା ଝଟକାର ପ୍ରତିଶୋଧ ନେବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ…

ବିରୋଧୀ ଓବିସି କାର୍ଡ ଖେଳିବା ପରେ, ପଛୁଆ ବର୍ଗଙ୍କ ପଛରେ ଦୌଡୁଛି ବିଜେପି!

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନେଇ କଂଗ୍ରେସ ଜାତିଗତ ଜନଗଣନାକୁ ମୁଖ୍ୟ ଅସ୍ତ୍ର କରିବା ପରେ ବିଜେପି ଏହାକୁ କାଉଣ୍ଟର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଦେଶରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ବର୍ଗଙ୍କୁ ନିଜ ପକ୍ଷକୁ ଆଣିବାକୁ ପ୍ରମୁଖ ଦଳ ଉଦ୍ୟମ କରୁଛନ୍ତି। ବିରୋଧୀ ମେଣ୍ଟ…

ରାଜସ୍ଥାନରେ ଇଡି ସହ ଲଢୁଛି କଂଗ୍ରେସର ଗ୍ୟାରେଣ୍ଟି !

ଭୁବନେଶ୍ୱର: ଗୋଟିଏ ପଟେ ଇଡି ରେଡକୁ ନେଇ ରାଜସ୍ଥାନ ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ବାଚନ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଆହୁରି ବଢ଼ି ଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡକୁ ଭାଙ୍ଗି ଲଗାତର ଦ୍ବିତୀୟବାର ଶାସନକୁ ଫେରିବାକୁ କଂଗ୍ରେସ ବହୁ…