Latest Odisha News

BREAKING NEWS

Browsing Tag

Bjp

ବଗଲା ବିବାଦ: ଡିଜିଟାଲ ପ୍ଲାଟଫର୍ମରେ ବିଜେପିର ଦସ୍ତଖତ ଅଭିଯାନ ଆରମ୍ଭ

ପୁରୀ: ପୁରୀରେ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ପ୍ରସଙ୍ଗରେ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉନ୍ମୋଚନ କରିଛନ୍ତି । ଏହି ଆପ୍ ଜରିଆରେ ସାଧାରଣ…

ବଗଲା ବିବାଦକୁ ନେଇ ବର୍ଷିଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ବଗଲା ଧର୍ମଶାଳା ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ଓଟିଡିସି ଓ ଆଟିଡିସିର ଚିଠିକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ଚିଠିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର। ସମ୍ବିତ ପାତ୍ରଙ୍କ ଅଭିଯୋଗ…

‘ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ବନ୍ଧ ଭାଙ୍ଗିଛନ୍ତି’

ଭୁବନେଶ୍ୱର: ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ନଦୀର ବନ୍ଧ ଭାଙ୍ଗିଛନ୍ତି । ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଲୋକଙ୍କ ଜୀବନକୁ ସଂକଟାପନ୍ନ କରିଛନ୍ତି । ଏପରି କହି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ…

ବିହାରରେ ଏକାଠି ନିର୍ବାଚନ ଲଢ଼ିବେ ବିଜେପି, ଜେଡିୟୁ ଓ ଏଲ୍‌ଜେପି

ନୂଆଦିଲ୍ଲୀ: ଆଗକୁ ଆସୁଛି ବିହାର ନିର୍ବାଚନ । ଏବେଠାରୁ ହିଁ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ସମସ୍ତ ରାଜନୈତିକ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି କସରତ । ଏହାରି ଭିତରେ ବିଜେପି କାର୍ଯ୍ୟକାରଣୀ ବୈଠକ ସରିଛି । ନୀତିଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଏଲ୍‌ପେଜି ଏକାଠି ହୋଇ ବିହାରରେ…

ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ବର୍ଷିଲେ ବିଜୟ

ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଅନେକ ମଠ ଭଂଗା ହେଲା , ସେସମୟରେ କେହି ମୁହଁ ଖୋଲିଲେ ନାହିଁ । ହେଲେ ବଗଲା ଜମି ବିକ୍ରି ନେଇ ଏବେ…

ଯବାନଙ୍କ ଉପରେ ମୋଦୀଙ୍କ ଭରସା ନାହିଁ : ରାହୁଲ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାରିଛନ୍ତି ବାଣ । ଚୀନ୍ ସହ ଓ ସୀମା ବିବାଦ ଚାଲିଥିବା ବେଳେ ରାହୁଲ ଟ୍ୱିଟ୍ ଜରିଆରେ ଟାର୍ଗେଟ କରିଛନ୍ତି ମୋଦୀଙ୍କୁ । ପ୍ରଧନମନ୍ତ୍ରୀ ମୋଦୀ ସେନା ଉପରେ ବିଶ୍ୱାସ କରନ୍ତି ନାହିଁ ବୋଲି…

ରାଜସ୍ଥାନ ରାଜନୀତି: କାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଜୟପୁର: ରାଜସ୍ଥାନ ରାଜନୀତିରେ ଏବେବି ଜାରି ରହିଛି ନାଟକ । ଏଠାରେ ଘଡିବେ ଘୋଡା ଛୁଟୁଛି । ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ମଧ୍ୟରେ ବିଜେପି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ତେଣୁ ଅଶୋକ ଗେହଲଟ ସରକାର ସାମ୍ନାରେ ଆସ୍ଥା ଭୋଟ୍…

ରାଜ୍ୟରେ ମନ୍ଦିର ଖୋଲନ୍ତୁ ସରକାର

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଓ ମସଜିଦ୍ ଖୋଲିବାକୁ ଦାବି କରିଛନ୍ତି ବିରୋଧୀ । କଂଗ୍ରେସ କହିଛି, ସାରା ଭାରତରେ ମନ୍ଦିର ଓ ମସଜିଦ୍ ଖୋଲିଲାଣି । ଓଡିଶାରେ ବି ଶୀଘ୍ର ଖୋଲିବା ଆବଶ୍ୟକ । ପୁରୀର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନଲାଇନ୍ ଦର୍ଶନ ପାଇଁ ବୁକିଂ ବ୍ୟବସ୍ଥା ଉଚିତ ନୁହେଁ । ରଥଯାତ୍ରା…

ପ୍ରକାଶ ପାଇଲା ବିଜେପି ଜିଲ୍ଲା ପ୍ରଭାରୀ ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇଲା ବିଜେପି ଜିଲ୍ଲା ପ୍ରଭାରୀ ତାଲିକା । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ୩୬ ସାଙ୍ଗଠନକି ଜିଲ୍ଲାର ପ୍ରଭାରୀ ନଯୁକ୍ତି କରାଯାଇଛି । ଅନୁଗୁଳ- ସୀମାଞ୍ଚଳ ଖଟେଇ, ବାଲେଶ୍ୱର-ଗୋଲକ ମହାପାତ, ବରଗଡ଼- ନାଉରୀ ନାଏକ,…

କରୋନା ପରିଚାଳନାରେ ପଶ୍ଚିମ ଓଡିଶାକୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: କରୋନା ପରିଚାଳନା କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି, ପଶ୍ଚିମ ଓଡିଶାରେ ସ୍ଥିତି ସାଂଘାତିକ ହେଲାଣି । ଆଗ ଅପେକ୍ଷା ବର୍ତ୍ତମାନ ବହୁ ସଂଖ୍ୟାରେ ସଂକ୍ରମିତ ଏହି ଜିଲ୍ଲାରୁ ଆସୁଛି। ହେଲେ…