Latest Odisha News

BREAKING NEWS

Browsing Tag

Bjp

ବିଜେପି କେନ୍ଦ୍ରୀୟ ଟିମରେ ୪ ଓଡିଆ

ନୂଆଦିଲ୍ଲୀ : ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଟିମ୍‌ରେ ଆଜି କେନ୍ଦ୍ରୀୟ ଟିମର ନୂତନ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଏହି ଟିମରେ ସ୍ଥାନ ପାଇଛନ୍ତି ୪ ଜଣ ଓଡିଆ । ବୈଜୟନ୍ତ ପଣ୍ଡା ପୂର୍ବଭଳି ଏଥର ବି ରଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିବା ବେଳେ ମୟୂରଭଂଜ ସାଂସଦ…

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଦର ୨୦ ପଇସା ଵୃଦ୍ଧି ପ୍ରତିବାଦରେ ବିଜେପିର ପ୍ରତିବାଦ। ଭୁବନେଶ୍ୱର ସ୍ଥିତ ରାଜ୍ୟ  ବିଦ୍ୟୁତ ନିୟମାକ ଆୟୋଗ ସାମ୍ନାରେ ପ୍ରରିବାଦ କରିଛି  ଭୁବନେଶ୍ୱର ଜିଲ୍ଲା ବିଜେପି। ଭୁବନେଶ୍ୱର  ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି ଯେ, କୋଭିଡ ଦମୟରେ…

କୃଷି ବିଲ୍‌କୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍ । ତେବେ ଏହି ବିଲ୍‌କୁ ବିଜେଡି ବିରୋଧ କରିଛି । ତେବେ ବିଜେଡି କାହିଁକି କୃଷି ବିଲ୍‌କୁ ବିରୋଧ କଲା ତାକୁ ନେଇ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ବିଜେଡିକୁ କଟାକ୍ଷ କରି ସୁରେଶ କହିଛନ୍ତି, କହିଁ ପେ ନିଗାହେଁ, କହିପେ…

“ଏହା ଚାଷୀଙ୍କ ପାଇଁ ମୃତ୍ୟୁ ୱାରେଣ୍ଟ”: କଂଗ୍ରେସ

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଆସିଥିବା ନୂତନ ବିଲକୁ କୃଷକଙ୍କ ଆତ୍ମା ​​ଉପରେ ଏକ ଆକ୍ରମଣ ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରତାପ ସିଂ ବାଜୱା । ସେ କହିଛନ୍ତି ତାଙ୍କ ଦଳ “କୃଷକମାନଙ୍କ ପାଇଁ ମୃତ୍ୟୁ ୱାରେଣ୍ଟ” ରେ ସ୍ୱାକ୍ଷର କରିବ ନାହିଁ। କଂଗ୍ରେସ ଦଳ ଏହି ବିଲ୍କୁ ପ୍ରତ୍ୟାଖ୍ୟାନ…

ବିଜେଡି ନେତାଙ୍କ ଘରେ ସିବିଆଇ ରେଡ୍‌, ଆରମ୍ଭ ହେଲା ରାଜନୀତି

ଭୁବନେଶ୍ୱର: ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗରେ ଏବେ ରାଜନୀତି ଜୋର୍ ଧରିଛି । ସବୁ ରାଜନୈତି ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । କିଏ କାହାକୁ ଆଙ୍ଗୁଠି ଉଠାଉଛି ତ ଆଉ କିଏ କାହା ଉପରେ ଦୋଷ ଲଦୁଛି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ନେତା ତାରା ପ୍ରସାଦ…

ତୁରନ୍ତ ହଜାରେ ଆଇସିୟୁ ବେଡ୍ ବ୍ୟବସ୍ଥା କରନ୍ତୁ ସରକାର: ବିଜୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚଳନା ଦେଇ ରାଜ୍ୟ ସରକାରଙ୍କ ଉପରେ ବିର୍ଷିଲା ବିଜେପି । ଆଜି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କୋଭିଡ ରଣନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କଟକ ଓ ଭୁବନେଶ୍ୱରରେ କୋରନା ଅବସ୍ଥା  ଭୟଙ୍କର ରୁପ ନେଇଛି। ଆଗକୁ ମଧ୍ୟ…

୨୮ରେ ବସିବ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଦଳକୁ ଘେରିବା ପାଇଁ ଅଂଟା ଭିଡିବ ବିଜେପି । ଏନେଇ ରଣନୀତି ପ୍ରସ୍ତୁତ କରିବ ଦଳ । ୨୮ରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସମସ୍ତ ବିଧାୟକ ଦଳର ସଭାପତି ଉପସ୍ଥିତ ରହିବେ । ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ । କୋଭିଡ୍…

କୋଭିଡ ପରିଚାଳନାରେ ରାଜ୍ୟ ସରକାର ଫେଲ୍‌: ତାରା

ଭୁବନେଶ୍ୱର: କୋଭିଡ କେୟାର ସେଂଟର ଏବଂ ଟିଏମ୍‌ସି ବନ୍ଦ କରିବା ପ୍ରସଙ୍ଗରେ ସରକାରଙ୍କ ଉପରେ ଗର୍ଜିଲେ ବିରୋଧୀ । କଟକ, ଭୁବନେଶ୍ୱରକୁ ନଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦବାହିନୀ ପତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ…

କେଜ୍ରିୱାଲ୍ ସରକାରଙ୍କ ଉଦ୍ୟମକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ: ଗୋଆ ଆପ୍

ପଣଜି: ଜାତୀୟ ରାଜଧାନୀ ଦିଲ୍ଲୀ ରେ କୋଭିଡ ନିୟନ୍ତ୍ରଣର କ୍ରେଡ଼ିଟ କେନ୍ଦ୍ର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମିଳିବା ପରେ ଏହାର ଉତ୍ତର ରଖିଛି ଗୋଆ ଆପ୍ । ଶନିବାର ଦିନ ଗୋଆରେ ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୁରେନ ତିଲଭେ କହିଛନ୍ତି ଯେ ଦିଲ୍ଲୀ ମଡେଲ କୁ ନେଇ  ଗୋଆ…

ଅନୁଭବ ଇସ୍ତଫା ଦିଅନ୍ତୁ: ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ମାନବିକତା ଦୃଷ୍ଟିକୋଣରୁ ଇସ୍ତଫା ଦିଅନ୍ତୁ ଅନୁଭବ । ଏଥିସହ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ଆଜି ସାମ୍ବାଦିକ ସମ୍ମିଳନୀ କରି…