Latest Odisha News

BREAKING NEWS

Browsing Tag

Bjp

ନିର୍ବାଚନ ୨୦୧୯: ଉଭୟ ବିଧାନସଭା ଓ ଲୋକସଭା ପ୍ରାରମ୍ଭିକ ଗଣତିରେ ବିଜେଡି ଆଗୁଆ

ଭୁବନେଶ୍ୱର : ଓଡିଶା ଲୋକସଭା ଓ ବିଧାନସଭା ନିର୍ବାଚନର ଫଳାଫଳା ଗଣତି ଆରମ୍ଭ ହୋଇଥିବାବେଳେ ବିଜେପି ଓ କଂଗ୍ରେସ ଠାରୁ ଶାସକ ଦଳ ବିଜେଡି ଆଗୁଆ ରହିଛି । ଓଡିଶାରେ ୧୪୬ ବିଧାନସଭା ଆସନରୁ ବିଜେଡି ୪୭ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ଓ କଂଗ୍ରେସ କ୍ରମଶଃ- ୧୬ ଓ ୨ଟି ସିଟରେ ଆଗୁଆ…

ଓଡିଶାରେ ରାଜନାଥ, ଦଳୀୟ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର

ଭୁବନେଶ୍ୱର : ଓଡିଶାରେ ଏପ୍ରିଲ୍ ୨୯ ତାରିଖରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଗୁରୁବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ଗସ୍ତସୂଚୀ ଅନୁଯାୟୀ ସେ ସକାଳ ସାଢେ ୧୦ ସମୟରେ ଯାଜପୁର ଜିଲ୍ଲା…

ପୁରୀରେ ସମ୍ବିତ ଗାଇଲେ ଗୀତ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ପୁରୀରେ ଆୟୋଜିତ ଏକ ନିର୍ବାଚନୀ ର‌୍ୟାଲିରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗୀତ ଗାଇ ଉପସ୍ଥିତ ଜନତାଙ୍କୁ ହତଚକିତ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ଅବସରରେ ସମ୍ବିତ ଦ୍ୱିଭାଷୀ ତେଲୁଗୁ-ହିନ୍ଦୀ ଆକ୍ସନ ଥ୍ରିଲର ଫିଲ୍ମ ‘କ୍ରିମିନାଲ’ର ଏକ ହିଟ୍…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ : ବିଜେପି ନେତା ତଥା ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତ କରିବ । ଏହି ବିଜେପି ନେତାଙ୍କୁ ରବିବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଥିଲେ । ଏନେଇ ଅତିରିକ୍ତ ଡିଜିପି ବି କେ ଶର୍ମା…

କେନ୍ଦୁଝରରେ ଆଜି ଅମିତ ଶାହଙ୍କ ପ୍ରଚାର, ୧୭ରେ କଟକ ଓ ଢେଙ୍କାନାଳ

ଭୁବନେଶ୍ୱର : ଓଡିଶାରେ ୪ ଲୋକସଭା ଓ ୨୮ ଟି ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବାର ଗୋଟିଏ ଦିନ ପରେ ୨ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ରାଜନୈତିକ ଦଳମାନେ ଜୋରଦାର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି । ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ବିଜେପି ରାଷ୍ଟ୍ରୀୟ…

ଆଜି ପୁରୀରେ ରୋଡ ଶୋ’ କରିବେ ଅମିତ ଶାହ

ପୁରୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ଏସମ୍ପର୍କରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶ୍ରୀଯୁକ୍ତ ଶାହ ଅପରାହ୍ନ ପ୍ରାୟ ୫ଟା ବେଳେ ଭୁବନେଶ୍ୱର…

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ: ବିଜେପି ବିରୋଧରେ ବିଜେଡିର ମାମଲା ରୁଜୁ

ଭୁବନେଶ୍ୱର : ବିଜେପିର ୨୦୧୯ ଘୋଷଣା ପତ୍ରରେ ଓଡିଶାର ସାଢେ ୪ କୋଟି ଜନତାଙ୍କୁ ପ୍ରତାରଣା କରାଯାଇଥିବା ନେଇ ଶାସକ ଦଳ ବିଜେଡି ବିଜେପି ବିରୋଧରେ ଅଭିଯୋଗ କରିଛି । ୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଲାଗି ପ୍ରତୁଶ୍ରୁତି ଦେଇଥିଲେ । ମାତ୍ର…

ବିଜେପି ଟିକଟରେ ଜଗତସିଂହପୁର ଲୋକସଭା ଆସନରୁ ଲଢିବେ ବିଭୁ ତରାଇ

ଭୁବନେଶ୍ୱର : ଓଡିଶା ଲୋକସଭା ଓ ବିଧାନସଭା ଆସନ ଲାଗି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଶନିବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ପକ୍ଷରୁ ଓଡିଶାର ଗୋଟିଏ ଲୋକସଭା ଆସନ ଓ ୨ଟି ବିଧାନସଭା ନିର୍ବାଚନୀମଣ୍ଡଳୀ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିଜେପି…

ନିର୍ବାଚନ ଲଢିବାକୁ ଇଚ୍ଛୁକ ମୟୁରଭଞ୍ଜ ଡାକ୍ତରଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାର ସରକାରୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ନିର୍ବାଚନ ଲଢିବା ଲାଗି ସେ ଅକ୍ଟୋବର ୪ ତାରିଖରେ ଇସ୍ତଫା ଦେଇଥିଲେ । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବୁଧବାର ଦିନ…

‘ଗୁଗୁଲ ରାଜନୈତିକ ବିଜ୍ଞାପନଦାତା’ ତାଲିକା ଶୀର୍ଷରେ ବିଜେପି

ନୂଆଦିଲ୍ଲୀ : ଗୁଗୁଲରେ ଭାରତୀୟ ରାଜନୈତିକ ବିଜ୍ଞାପନଦାତା ମାନଙ୍କ ମଧ୍ୟରେ ବିଜେପି ଶୀର୍ଷସ୍ଥାନରେ ରହିଥିବାବେଳେ କଂଗ୍ରେସ ରହିଛି ୬ନଂ ସ୍ଥାନରେ । ଗୁଗୁଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ରାଜନୈତିକ ବିଜ୍ଞାପନଦାତାଙ୍କ ମଧ୍ୟରେ ବିଜେପି ନାମରେ ୩୨ ପ୍ରତିଶତ ସେୟାର…