ଏଥର ବିଗବସରେ ନଜର ଆସିବେ ବିଜେପିର ଏହି ନେତା, ଜାଣନ୍ତୁ
ମୁମ୍ବାଇ: ଅନେକ ଚର୍ଚ୍ଚିତ ତଥା ବିବାଦୀୟ ଚେହରାକୁ ପରଦା ଉପରକୁ ଆଣିବାରେ ରିଆଲିଟି ଶୋ' ବିଗବସ ବେଶ ପରିଚିତ । ଏଥର ବିଗବସର ହଟ ଲିଷ୍ଟରେ ଅଛନ୍ତି ବିଜେପିରୁ ତଡା ଖାଇଥିବା ଉତ୍ତରାଖଣ୍ଡ ବିଧାୟକ ପ୍ରଣବ ସିଂ ଚମ୍ପିଆନ ।
କିଛି ଦିନ ତଳେ ଉତ୍ତରଖଣ୍ଡର ବିଜେପି ବିଧାୟକ ପ୍ରଣବ ସିଂ ଚମ୍ପିଆନ…