Latest Odisha News

BREAKING NEWS

Browsing Tag

Bjp

ବିଜେପିରେ ଯୋଗଦେଲେ ନାବାର୍ଡର ପୂର୍ବତନ ସିଜିଏମ୍

ଭୁବନେଶ୍ୱର : ନାବାର୍ଡର ପୂର୍ବତନ ସିଜିଏମ୍ କେସି ପାଣିଗ୍ରାହୀ ଆଜି ଭାରତୀୟଜନତା ପାର୍ଟି (ବିଜେପି)ର ପାର୍ଟି କାର୍ଯ୍ୟାଳୟରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି । ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା…

ବିଜେପିରେ ଯୋଗଦେଲେ ପୂର୍ବତନ ବିଜେଡି ନେତା ପ୍ରବୀଣ ଭଞ୍ଜଦେଓ ଓ ସୁବାସ ନାୟକ

ଭବାନୀପାଟଣା : କଳାହାଣ୍ଡିର ୨ ପୂର୍ବତନ ବିଜେଡି ନେତା ତଥା ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏବଂ ସୁବାସ ଚନ୍ଦ୍ର ନାୟକ ମଙ୍ଗଳବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ଭବାନୀପାଟଣା ଠାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଗେରୁଆ…

ବିଜେପିରେ ଯୋଗଦେଲେ ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ

ଭବାନୀପାଟଣା : ଶାସକ ଦଳ ବିଜେଡିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମଙ୍ଗଳବାର ଦିନ ବିଜେପିରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି । ସେ ଭବାନୀପାଟଣା ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ…

ଆନନ୍ଦପୁର ବିଜେପି ବିଧାନସଭା ପ୍ରାର୍ଥୀ ବିଜେଡିକୁ ଫେରିଲେ

ଭୁବନେଶ୍ୱର : ସମସ୍ତଙ୍କୁ ହତଚକିତ କରି ପୂର୍ବତନ ବିଜେଡି ବିଧାୟକ ଭାଗିରଥୀ ସେଠୀ ନିକଟରେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ଶୁକ୍ରବାର ଦିନ ପୁର୍ନବାର ଶାସକ ଦଳ ବିଜେଡିକୁ ଫେରିଛନ୍ତି । ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ ।…

ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିରେ ସାମିଲ ହେବା ନେଇ ଗୁରୁବାର ଦିନ ଘୋଷଣା କରିଛନ୍ତି । ଦୀର୍ଘ ୪ମାସର ବ୍ୟବଧାନ ପରେ ସେ ପୁଣିଥରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଫେରୁଛନ୍ତି । ଏହାକୁ ଶ୍ରୀଯୁକ୍ତ ମହାପାତ୍ରଙ୍କ ଘରବାହୁଡା…

କଟକରୁ ପ୍ରକାଶ ଓ କନ୍ଧମାଳରୁ ଖାରବେଳ ଲଢିବେ ଲୋକସଭା ନିର୍ବାଚନ

ଭୁବନେଶ୍ୱର : କଟକ ଲୋକସଭା ଆସନରୁ ବିଜେପି ଟିକେଟରେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଲଢିବାକୁ ଥିବାବେଳେ କନ୍ଧମାଳରୁ ଲୋକସଭା ପ୍ରାର୍ଥୀ ହେଲେ ଐର ଖାରବେଳ ସ୍ୱାଇଁ । ଐର ଖାରବେଳ ସ୍ୱାଇଁ ଆଜି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବାଲେଶ୍ୱରରୁ ବିଜେପି ସାଂସଦ ଥିଲେ । ତିନି ତିନି ଥର…

ପଦ୍ମ ଧରିବେ ପ୍ରକାଶ ମିଶ୍ର

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର । ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହେବେ । ପ୍ରକାଶ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏହି ଲୋକସଭା ଆସନ ଲାଗି ବିଜେପି…

ବିଜେଡି ଇସ୍ତାହାରରେ ରହିଛି ବାସ୍ତବତା: ସୌମ୍ୟରଞ୍ଜନ

ଭୁବନେଶ୍ୱର : ବିଜେଡି ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ନିର୍ବାଚନ ଇସ୍ତାହାରରେ ତାଙ୍କ ଦଳ ଯର୍ଥାର୍ଥତା ପ୍ରତିପାଦନ କରିଛି ବୋଲି ଗୁରୁବାର ଦିନ ଦାବି କରିଛନ୍ତି । “ଅନ୍ୟ ରାଜନୈତିକ ଦଳ ଠାରୁ ଆମ ନିର୍ବାଚନୀ ଇସ୍ତାହାର ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟ ଦଳମାନେ ଲୋକଙ୍କୁ ଆକୃଷ୍ଟ…