ପଠାନ୍ ଫିଲ୍ମର ପ୍ରଥମ ଗୀତ ରିଲିଜ୍
ନୂଆଦିଲ୍ଲୀ : ରିଲିଜ୍ ହେଲା ପଠାନ୍ ଫିଲ୍ମର ପ୍ରଥମ ଗୀତ । ପ୍ରଥମେ ପୋଷ୍ଟର ପରେ ଟିଜର ବର୍ତ୍ତମାନ ପଠାନ୍ର ପ୍ରଥମ ଗୀତ ରିଲିଜ ହୋଇଛି । ଯେଉଁଥିରେ ବୋଲ୍ଡ ଲୁକ୍ରେ ନଜର ଆସିଛନ୍ତି ଶାହାରୁଖ ଏବଂ ଦୀପିକା । ଶାହାରୁଖ ଏବଂ ଦୀପିକାଙ୍କ ଏହି ଲୁକ୍କୁ ଦର୍ଶକମାନେ ଖୁବ୍ ପସନ୍ଦ…