Latest Odisha News

BREAKING NEWS

Browsing Tag

Bollywood

ଜନ୍‌ଙ୍କ ସହ ରୋମାନ୍ସ କରିବେ ଅଦିତି, ଆସିଲା ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ବଲିଉଡ ଅଭନେତା ଜନ୍ ଅବ୍ରାହମ ଏବଂ ଅଦିତି ରାଓ ହେଦରୀ । ଦୁହିଁଙ୍କୁ ପ୍ରଥମ କରି ବିଗ୍ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ । ସୀମାପାର ପ୍ରେମ ଉପରେ ଆଧାରିତ ଅର୍ଜୁନ କପୁର ଓ ରକୁଲ ପ୍ରୀତ ସିଂହ ଷ୍ଟାରର୍‌ ଏକ ଫିଲ୍ମ ଏବେ ଚର୍ଚ୍ଚାରେ। ଏଥିରେ…

ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନାଁରେ ମଞ୍ଜରେକରଙ୍କୁ ୩୫ କୋଟିର ବଟି ଦେବାକୁ ଧମକ, ଯୁବକ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଂଜରେକଙ୍କୁ ଗ୍ୟାଙ୍ଗଷ୍ଟରମାନେ ବଟି ଦେବାକୁ ଧମକ ଦେଇଛନ୍ତି । ତାଙ୍କୁ ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟର ଅବୁ ସାଲେମଙ୍କ ନାଁରେ ୩୫ କୋଟି ଟଙ୍କା ବଟି ଦେବାକୁ ମେସେଜ ଯୋଗେ ଧମକ ମିଳିଛି । ଏନେଇ ମହେଶ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ…

ପିପିଇ କିଟ୍‌ରେ ବିଗ ବି, ଆରମ୍ଭ ହେଲା କେବିସି-୧୨ ସୁଟିଂ

ମୁମ୍ବାଇ: ନୀଳ ରଙ୍ଗର ପିପିଇ କିଟ୍ ଭିତରେ ବଲିଉଡ୍ ସୁପରଷ୍ଟାର । କ୍ରୁ ମେମ୍ବର ବି ପିପିଇ କିଟ ଭିତରେ ତୟାର । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଆଉ ଦମଦାର ଡାଏଲଗ ସହ ଆରମ୍ଭ ହେଲା ଟିଭି ଜଗତର ସୁପରହିଟ୍ ରିଆଲିଟି ସୋ କେବିସି-୧୨ର ସୁଟିଂ । କରୋନାକୁ ମାତ୍ ଦେବା ପରେ କୌନ ବନେଗା କରୋଡପତି ସୁଟିଂ…

‘ଜିୟା ଖାନଙ୍କ ଭଳି ସୁଶାନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଛି’

ମୁୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ମାମଲାରେ ବାହାରିଲେ ଜିୟା ଖାନଙ୍କ ମାଆ । ସିବିଆଇ ତଦନ୍ତ ପାଇଁ କଲେ ଦାବି । ସୋସିଆଲ ମିଡ଼ିଆରେ ସେୟାର କଲେ ପୋଷ୍ଟ । କହିଲେ ପୁଲିସ ଉପରେ ରହୁଛି ରାଜନୈତିକ ଚାପ, ଯାହାପାଇଁ ସାମ୍ନାକୁ ଆସିପାରୁନି ସତ । ୨ମାସ ବିତି ଗଲାଣି ସୁଶାନ୍ତଙ୍କ…

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡର ବେବୋ

ମୁମ୍ବାଇ: ପୁଣି ଥରେ ଗୁଡ ନ୍ୟୁଜ୍ ଦେବେ ବଲିଉଡର ବେବେ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସୈଫ ଅଲ୍ଲି ଖାନ୍‌ଙ୍କ ପରିବାରକୁ ଆସିବ ଆଉ ଜଣେ କୁନି ଅତିଥି । ଏନେଇ ସୈଫ୍ ଅଲ୍ଲି ଖାନ୍ ନିଜେ ଔପଚାରିକ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ବହୁ ଥର…

ସୁସ୍ଥ ହେଲେ ସଂଜୟ ଦତ୍ତ

ମୁମ୍ବାଇ: ସୁସ୍ଥ ହେଲେ ବଲିଉଡର ଖଲନାୟକ ସଂଜୟ ଦତ୍ତ । ସେ ମୁମ୍ବାଇ ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି ଏଥିସହ ତାଙ୍କ ଆରୋଗ୍ୟ କାମନା କରିଥିବା ସମସ୍ତ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗଲା ୮ ତାରିଖରେ ସଂଜୟ ଦତ୍ତଙ୍କୁ ନିଶ୍ୱାସ…

ସୋସିଆଲ ମିଡିଆରେ ସଫେଇ ରଖିଲେ ରିୟା, ‘ମୁ ଟଙ୍କା ନେଇ ନାହିଁ’

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଏବେ ଆହୁରି ଘନେଇବାରେ ଲାଗିଛି । ଏହି ମାଢ଼ଲାରେ ଯାଂଜ ଚାଲିଛି । ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି। ସବୁ ପ୍ରକାରର…

କରୋନା ଭୟ, କୋଭିଡ ଗାର୍ଡରେ କଭର ହେଲା ଶାହରୁଖଙ୍କ ମନ୍ନତ

ମୁମ୍ବାଇ: ବଲିଉଡରେ ବଚ୍ଚନ ପରିବାରକୁ କରୋନା ପରେ କିଙ୍ଗଖାନ୍ ଶାହରୁଖଙ୍କୁ ଘାରିଛି ଭୂତାଣୁ ଭୟ । ସଂକ୍ରମଣକୁ ନେଇ ହୋଇଛନ୍ତି ସଜାଗ । ନିଜ ବଙ୍ଗଲୋ ମନ୍ନତକୁ ଦେଇଛନ୍ତି କୋଭିଡ ଗାର୍ଡ । ଶାହରୁଖ ନିଜ ଘରକୁ ଚାରିପଡୁ ପୁରା ପ୍ଲାଷ୍ଟିକ ଜରିରେ କଭର କରି ଦେଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଅଦିତ୍ୟ ଚୋପ୍ରାଙ୍କୁ ୪ ଘଂଟା ଜେରା

ମୁମ୍ବାଇ: ଏବେବି ରହସ୍ୟ ଘେରରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା । ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେ ନେଇ ପୋଲିସ ତଦନ୍ତ ଜାରି ରହିଛି । ଏହାରି ଭିତରେ ଆଜି ମୁମ୍ବାଇ ପୋଲିସ୍ ୟଶରାଜ ଫିଲ୍ମସର ମୁଖ୍ୟ ଆଦିତ୍ୟ ଚୋପ୍ରାଙ୍କୁ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: କଙ୍ଗନା କହିଲେ, ରହସ୍ୟ ଉପରୁ ପରଦା ନଉଠିଲେ ଫେରାଇବେ ପଦ୍ମଶ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ଜାରି ରହିଛି ସସ୍‌ପେନ୍ଦ । ଏହାରି ଭିତରେ ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କ ଆସିଛି ବଡ ବୟାନ । ବଲିଉଡରେ ପରିବାର ବାଦ୍ ଚାଲିଥିବା ନେଇ ଯଦି ପ୍ରମାଣ ନମିଳେ ତେବେ ପଦ୍ମଶ୍ରୀ ଫେରାଇ ଦେବେ ବୋଲି କଙ୍ଗନା କଡା…