Latest Odisha News

BREAKING NEWS

Browsing Tag

Bollywood

ଧାରା ୩୭୦ ଉଚ୍ଛେଦକୁ ନେଇ କ’ଣ କହିଲେ ଏହି ବଲିଉଡ୍ ସେଲିବ୍ରିଟି !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଏହାକୁ ସମର୍ଥନ ଜଣାଇ ମୁହଁ ଖୋଲିଛନ୍ତି ଅନେକ ନେତା, ଅଭିନେତା ତଥା ଅଭିନେତ୍ରୀ । ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଟ୍ୱିଟ୍ କରି ନିଜ ନିଜର ଭାବାବେଗକୁ ପ୍ରକାଶ…

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ ରେ ନଜର ଆସିବେ ଶ୍ରଦ୍ଧା କପୁର

ମୁମ୍ବାଇ: ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଚଳଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ଏହି ମୁଭିକୁ ନେଇ ବେଶ ଖୁସି ଓ ଏକ୍ସାଇଟେଡ଼ ଥିବା ଜଣାପଡୁଛି ।  ସୁଟିଂ ସେଟରେ ଘଟିଥିବା ଏକ ଘଟଣାରେ ନିଜର ଖୁସି  ଜାହିର କରି ପୂରା…

ଭିଡିଓ ଜରିଆରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ କଳାକାର

ଆଜି କାରଗିଲ ବିଜୟ ଦିବସ । ୨୦ ବର୍ଷ ତଳେ ଆଜିର ଦିନରେ ବେଇମାନ ପାକିସ୍ତାନକୁ ଧୂଳି ଚଟାଇ ଇତିହାସର ପୃଷ୍ଠାରେ ନିଜ ବିରତ୍ୱର ଗାରୀମାକୁ ଉଲ୍ଲେଖ କରିଥିଲେ ଭାରତର ବୀର ଯବାନ ମାନେ । ସେହି ବୀରଙ୍କର ବିରତ୍ୱକୁ ମନେପକାଇ ସାରା ଭାରତ ଆଜି ପାଳନ କରୁଛି ବିଜୟ ଦିବସ ।ଏଥରୁ ବାଦ୍ ପଡି…

ଆସିଲା ‘ୱାର’ ଟିଜର: ହ୍ରିତିକ ଓ ଟାଇଗରଙ୍କ ହଲିଉଡ୍‌ ଷ୍ଟାଇଲ୍‌ ଆକ୍ସନ

ମୁମ୍ବାଇ: ୟଶରାଜ ଫିଲ୍ମସର ଅପ୍‌ କମିଂ ମୁଭି  ‘ୱାର’ର ଟିଜର ସୋମବାର ଦିନ ରିଲିଜ ହୋଇଛି। ତେବେ ୫୨ ସେକେଣ୍ଡର ଏହି ଟିଜରରେ ହ୍ରିତିକ ଓ ଟାଇଗରଙ୍କୁ ଏକାଠି ସ୍କ୍ରିନ୍‌ ଶେୟାର କରିଥିବାର ଦେଖିବାକୁ ମିଳିଛି । ଏହି ମୁଭିରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଥିବା ଟିଜରରୁ ଜଣାପଡିଛି…

ଅକ୍ଷୟ କୁମାର ସର୍ବାଧିକ ଆୟ କରୁଥିବା ଅଭିନେତା

ମୁମ୍ବାଇ: ଫୋର୍ବସ ବିଶ୍ୱର ସବୁଠାରୁ ଅଧିକ ଟଙ୍କା ନେଉଥିବା ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ବିଶ୍ୱର ବହୁ ନାମୀଦାମୀ ଅଭିନେତା ସ୍ଥାନ ପାଇଥିବା ବେଳେ ଭାରତୀୟ ଅଭିନେତା ଭାବେ କେବଳ ଅକ୍ଷୟ କୁମାରଙ୍କ ନାଁ ସାମିଲ ହୋଇ ପାରିଛି । ମିଳିଥିବା ସୂଚନା ଅନୁଯାୟୀ…

ଦ୍ୱିତୀୟ ଥର ପାଇଁ ମାଆ ହେଲେ ଏହି ବଲିଉଡ ଅଭିନେତ୍ରୀ, ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ ଦ୍ୱିତୀୟ ଥର ପାଇଁ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସମୀରା ୨୦୧୫ ମସିହାରେ ପ୍ରଥମେ ସେ ଏକ ଶିଶୁ ପୁତ୍ରର ଜନନୀ ହୋଇଥିବା ବେଳେ ଏବେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମୀରାଙ୍କ ଶିଶୁ କନ୍ୟାର…

ହ୍ରିତିକଙ୍କ ‘ସୁପର ୩୦’: ପ୍ରଥମ ଦିନର ଆୟ ୧୧କୋଟି

ମୁମ୍ବାଇ: ଜୁଲାଇ ୧୨ ଶୁକ୍ରବାର ଦିନ ରିଲିଜ ହୋଇଛି ହ୍ରିତ୍ୱିକ୍ ରୋଶନଙ୍କ ଫିଲ୍ମ ‘ସୁପର ୩୦’ । ଫିଲ୍ମଟିକୁ ଦର୍ଶକଙ୍କ ଠାରୁ ଖୁବ୍ ଭଲ ରେସପନ୍ସ ମିଳିଛି । ମିଳିଥିବା ସୂଚନା ଅନୁସାରେ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ୧୧କୋଟି ଟଙ୍କାର ବ୍ୟବସାୟ କରିଛି…

ଏକାଠି ହେବେ ହ୍ରିତିକ ଓ ଦୀପିକା !

ମୁମ୍ବାଇ: ଶୀର୍ଷକ ଶୁଣି ଚମକିଲେ କି? ନା ନା, ରିଅଲ ଲାଇଫରେ ନୁହେଁ, ରିଲ ଲାଇଫରେ ଏକାଠି ହେବାକୁ ଯାଉଛନ୍ତି ହ୍ରିତିକ ଓ ଦୀପିକା । ପ୍ରଥମ ଥର ପାଇଁ ଉଭୟେ ଗୋଟିଏ ଫିଲ୍ମରେ କାମ କରିବେ ! ଫରାହ ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଏହି ଯୋଡି ନଜର ଆସିବା…

‘୮୩’ର ଫଟୋ ଶେଆର କଲେ ରଣବୀର, ଲୁକ ଦେଖି ଛୁଟିଲା ପ୍ରଶଂସାର ସୁଅ

ମୁମ୍ବାଇ: ସମ୍ନାକୁ ଆସିଛି ଅଭିନେତା ରଣବୀର ସିଂହଙ୍କ ଆଗାମୀ ଫିଲ୍ମ ‘୮୩’ର ଲୁକ୍‌ । ନିଜ ଜନ୍ମଦିନ ଅବସରରେ ରଣବୀର ଏହାକୁ ସୋସିଆଲ ମିଡିଆରେ ନିଜେ ଶେଆର କରିଛନ୍ତି । ଏହି ଫିଲ୍ମରେ ରଣବୀର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀର…

ବଲିଉଡର ପ୍ରଖ୍ୟାତ୍ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବଲିଉଡ଼ ସୁପରଷ୍ଟାର ଅଜୟ ଦେବଗନଙ୍କ ପିତା ତଥା ପ୍ରସିଦ୍ଧ ଷ୍ଟଣ୍ଟ୍ ଡିରେକ୍ଟର ବିରୁ ଦେବଗନଙ୍କ ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନରୁ ଅସୁସ୍ଥ ଥିବା ଷ୍ଟଣ୍ଟମ୍ୟାନ୍ ବିରୁ…