ବୋରୱେଲ୍ ଭିତରେ ଜୀବନ, ଉଦ୍ଧାର ହୋଇପାରୁନି ୫ ବର୍ଷର ବାଳକ
ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାର ୫ ବର୍ଷର ବାଳକ ଆର୍ୟନ ବୋରୱେଲରେ ପଡ଼ିବାର ପ୍ରାୟ ୪୮ ଘଣ୍ଟା ହୋଇସାରିଲାଣି। ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍ ଟିମ୍।
ସୂଚନା ଅନୁଯାୟୀ, ବୋରୱେଲଠାରୁ ପ୍ରାୟ ୬ ଫୁଟ ଦୂରରେ ୧୫୫ ଫୁଟର ଏକ ନୂଆ ଗାତ ଖୋଳାଯାଉଛି।
ସୱାଇ ମାଧୋପୁରରୁ…