Latest Odisha News

BREAKING NEWS

Browsing Tag

Boudh

୨ ବର୍ଷ ଧରି ତଳଗାଁ ପଶୁ ସହାୟକ କେନ୍ଦ୍ରରେ ଝୁଲୁଛି ତାଲା

ବୌଦ୍ଧ : ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ପଶୁ ସହାୟକ କେନ୍ଦ୍ର। ପଶୁ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲ୍ଲାର ପ୍ରାଣୀ ଚିକିତ୍ସାକେନ୍ଦ୍ର ପାଲଟିଛି ସାହାଭରସା । ଏହି ଦୃଶ୍ୟଟି ହେଉଛି ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର। ଏଠାରେ ବସବାସ କରୁଥିବା ଜନସାଧାରଣଙ୍କ ମୁଖ୍ୟ ବୃତ୍ତି…

୧୨ କେଜିରୁ ଅଧିକ ଓଜନର ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ଥମୁନି ବନ୍ୟଜନ୍ତୁ ତସ୍କରୀ । ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା । ଏଥର ବୌଦ୍ଧରୁ ଉଦ୍ଧାର ହୋଇଛି ୧୨ କେଜି ୪୦୦ ଗ୍ରାମର ବଜ୍ରକାପ୍ତା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଓ ବୌଦ୍ଧ ବନ ବିଭାଗ ଅଧିକାରୀ କଣ୍ଟାମାଳ-ବାଲିଗୁଡ଼ା ରାସ୍ତାର ଖୁଣ୍ଟିଗୁରା ଗାଁରେ ରେଡ୍ କରିଥିଲେ ।…

ଆମ ଐତିହ୍ୟ : କଳିଙ୍ଗ ସ୍ଥାପତ୍ୟ କଳାର ଭିନ୍ନ ଏକ ପରିଭାଷା, ବୌଦ୍ଧର ‘ପଶ୍ଚିମ ସୋମନାଥ’,…

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଓଡିଶାର ପ୍ରାଚୀନ ମନ୍ଦିର ଏବଂ ଐତିହ୍ୟ ସ୍ଥଳୀ ତଥା ସେଗୁଡିକର ନିର୍ମାଣଶୈଳୀ ମଧ୍ୟରେ ଲୁକ୍କାୟିତ ରହିଛି ଅନେକ କାହାଣୀ ଓ କିମ୍ବଦନ୍ତୀ । କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାରେ ମୁଖ୍ୟତଃ ରେଖା ଦେଉଳ, ପିଢା ଦେଉଳ ଓ ଖାଖରା ନିର୍ମାଣ…

କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଓ ନିର୍ମାଣ ଶୈଳୀର ପରିବର୍ତ୍ତନର ପରିଚାୟକ ବୌଦ୍ଧର ଗନ୍ଧରାଡି ବା ଚାରିଶମ୍ଭୁ ମନ୍ଦିର ଯୁଗଳ

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ କଳିଙ୍ଗ ସ୍ଥାପତ୍ୟ ଓ ମନ୍ଦିର ଶୈଳୀର ଅଭ୍ୟୁଦୟ ଷଷ୍ଠ ଶତାବ୍ଦୀରୁ ଆରମ୍ଭ ହୋଇ ପଞ୍ଚଦଶ ଶତାବ୍ଦୀ ଯାଏ ବିଭିନ୍ନ ମନ୍ଦିରର ନିର୍ମାଣରେ ପରିଲକ୍ଷିତ ହୋଇଛି । ସେହିଭଳି ଏକ ପରିବର୍ତ୍ତନ କାଳର ପରିଚାୟକ ହେଉଛି ବୌଦ୍ଧ ସହର ଠାରୁ ପ୍ରାୟ…

ବୌଦ୍ଧରୁ କଲରାପତରିଆ ବାଘ ଛାଲ ଜବତ

ସୋନପୁର: କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିମ ଗୁରୁବାର ଦିନ କଲରାପତରିଆ ବାଘ ଛାଲ ଜବତ କରିବା ସହ ବୌଦ୍ଧରୁ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଏସଟିଏଫ୍ ଟିମ୍ ମନମୁଣ୍ଡା ଥାନା ଅନ୍ତର୍ଗତ ବନ୍ଧନଝୁଲି ନିକଟରେ ଚଢାଉ କରି ବାଦଲଗୁଡା ଗାଁର ମହେନ୍ଦ୍ର ଭାଇନାଙ୍କୁ…

କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, କରୋନା ଭୟରେ ପଡ଼ି ରହିଛି ମୃତଦେହ

ବୌଦ୍ଧ: କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ । କରୋନା ଭୟରେ ମୃତଦେହ ପାଖରୁ ପରିବାରବର୍ଗ ଓ ସମ୍ପର୍କୀୟ କେହି ଆସୁନାହାନ୍ତି । ୯ ଘଣ୍ଟା ହେବ ଘର ଆଗରେ ମୃତଦେହ ପଡ଼ି ରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର…

ପ୍ରେମିକାକୁ ପ୍ରତାରଣା, ବନ୍ଧା ହେଲେ ଡାକ୍ତର

ବୌଦ୍ଧ: ଫେସବୁକରେ ପ୍ରେମ ହେଲା । ଆଉ ଧିରେ ଧିରେ ସଂପର୍କ ନିବିଡ ହେଲା । ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ବି ଦେଲେ । ହେଲେ ଆଉ ଜଣେ ଝିଅକୁ ବାହା ହୋଇଗଲେ । ପ୍ରେମିକାକୁ ପ୍ରତାରଣା କରି ଶେଷରେ ବନ୍ଧା ହୋଇଛନ୍ତି ଜଣେ ଡାକ୍ତର । ବୌଦ୍ଧ ଜିଲ୍ଲା କଂଟାମାଳ ଗୋଷ୍ଠୀ…

ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନା ଅଭିଯୋଗ

ବୌଦ୍ଧ: ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନ ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ତାଙ୍କ ପତ୍ନୀ । ଡେପୁଟି କଲେକ୍ଟର ଶରତ ବାଗ ସମ୍ପର୍କୀୟଙ୍କ ସହ ଝାରସୁଗୁଡ଼ା ଯାଇ ପତ୍ନୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । କୌଣସି କାମରେ ଝାରସୁଗୁଡା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ…

ଅଢ଼େଇ ଘଣ୍ଟାର ଅପରେସନ୍‌, ପଥର ଖୋଲରୁ ବାହାରିଲା ୫ ବର୍ଷର ଶିଶୁ

ବୌଦ୍ଧ: ପଥର ଖୋଲାରେ ଫସିଗଲା ୫ ବର୍ଷର ଶିଶୁ । ଦୀର୍ଘ ଅଢ଼େଇ ଘଣ୍ଟାର ଅପରେସନ୍ ପରେ ଶେଷରେ ତାକୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଶିଶୁଟିକୁ ଉଦ୍ଧାର କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଳା ପୁରୁଣା କଟକର ବୁରୁଗୁଡା ଗାଁରେ । ବୁଧବାର ସକାଳୁ ଗ୍ରାମର…

ତାଲିମ ବେଳେ ମହାନଦୀରେ ବୁଡି ଯବାନ ନିଖୋଜ

ବୌଦ୍ଧ: ବୌଦ୍ଧସ୍ଥିତ ମହାନଦୀରେ ବୁଡି ଜଣେ ଆଇଆର୍‌ବି ଯବାନ ନିଖୋଜ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ ପକ୍ଷରୁ ନିଖୋଜ ଯବାନଙ୍କୁ ଖୋଜିବା ଆରମ୍ଭ ହୋଇଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ବଲସିଙ୍ଗାରେ ଥିବା ଆଇଆରବି ୫ମ ବାଟାଲିୟନ ପକ୍ଷରୁ ବୌଦ୍ଧ ପୋଲ ମହାନଦୀ ଘାଟରେ…