ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ
ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ୱାର୍ଡ଼ ଟି ସୁପର୍ ସ୍ପେସିଆଲିଟି କୋଠାରେ ରହିଛି।
ୱାର୍ଡ଼ ରୁ ଧୂଆଁ ବାହାରୁଥିବା ନେଇ କେତେକ ରୋଗୀ ଓ ସମ୍ପର୍କୀୟ ଦେଖିଥିଲେ।…