Latest Odisha News
Browsing Tag

Brahmapur

ଗଂଜାମରେ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁରୀ କାଳୁଆ ନିକଟରେ ଜଣଙ୍କ ମୃତଦେହ ରବିବାର ସକାଳେ ମିଳିଛି। ମୃତକ ଜଣଙ୍କ ବ୍ରହ୍ମପୁର ଖଲାସୀ ସାହିର ଶିବ ବେହେରା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ରବିବାର ସକାଳେ ଶିବଙ୍କ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବା…

ଚୋର ଗ୍ୟାଙ୍ଗ୍‌ ପାଖରୁ ଜବତ ହେଲା ୨୫ଟି ପାଣି ପମ୍ପ, ମୋଟର୍‌

ବ୍ରହ୍ମପୁର: ଆସିକା ପୋଲିସ ଏକ ଚୋର ଗ୍ୟାଙ୍ଗ୍‌କୁ ଧରିବା ସହିତ ସେମାନଙ୍କ ପାଖରୁ ବିଭିନ୍ନ ପ୍ରକାରର ୨୫ଟି ପାଣି ପମ୍ପ ଏବଂ ମୋଟର୍‌ ଜବତ କରିବାରେ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ଚିତ୍ରସେନ ଦଳେଇ (୩୦),ମିଟୁ ଦଳେଇ (୩୭), ପ୍ରହଲ୍ଲାଦ ବିଶ୍ୱାଳ (୨୭), ଚରଣ ବିଶ୍ୱାଳ (୨୭)। ଏମାନଙ୍କ ଘର…

ନକଲି ଚାବିରେ ଏଟିଏମରୁ ଟଙ୍କା ଚୋରି

ବ୍ରହ୍ମପୁର: ଗ୍ରାହକମାନେ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ ମଧ୍ୟ ତାହା ବାହାରକୁ ବାହାରୁନଥିଲା । ବରଂ ମେଶିନ ଭିତରେ ହିଁ ରହିଯାଉଥିଲା । ଆଉ ନକଲି ଚାବିରେ ଦୁର୍ବୃତ୍ତ ମଶିନକୁ ଖୋଲି ଟଙ୍କା ନେଉଥିଲେ । ଗତ କିଛି ଦିନ ହେଲା ବ୍ରହ୍ମପୁରର ଏକ ଏଟିଏମ୍‌ରେ ଏଭଳି ଚୋରି ଚାଲିଥିଲା । ବ୍ୟାଙ୍କ…

ବ୍ରହ୍ମପୁର ଆସୁଛନ୍ତି ଧର୍ମେନ୍ଦ୍ର, ବନ୍ଦେ ମାତରଂ ଭବନ କରିବେ ଉଦଘାଟନ

ବ୍ରହ୍ମପୁର: ଆସନ୍ତାକାଲି ରବିବାର ବ୍ରହ୍ମପୁର ସହର ଉପକଣ୍ଠରେ 'ବନ୍ଦେ ମାତରଂ ଭବନ'ର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଥମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଈଶାଣେଶ୍ଵର ମନ୍ଦିର…

ବ୍ରହ୍ମପୁରରେ ଜବତ ହେଲା ୧୧୨ଗ୍ରାମ ବ୍ରାଉନସୁଗର

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ବ୍ରାଉନସୁଗାର କାରବାର ଚଳାଇଥିବା ସନ୍ଦୀପ ଅଗ୍ରୱାଲ(୨୮) ଓରଫ ସାଣ୍ଡିକୁ ଗିରଫ କରାଯାଇଛି । ଏଥି ସହିତ ସାଣ୍ଡିର ବାଇକ ଡିକିରୁ ୧୧୨ ଗ୍ରାମର ବ୍ରାଉନସୁଗର ମିଳିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।…

ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ବଣ୍ଟନ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶିକ୍ଷାନୁଷ୍ଠାନକୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ.…

ତିନି ଛୁଆର ମାଆକୁ ନେଇ ଫେରାର ଯୁବକ ହେଲା ଗିରଫ

ବ୍ରହ୍ମପୁର: ତିନି ଛୁଆର ମାଆକୁ ନେଇ ଫେରାର୍‌ ହୋଇଯାଇଥିବା ଯୁବକ ଗିରଫ । ବ୍ରହ୍ମପୁର ସହରରେ ଏଭଳି ଘଟଣା ଘଟିଛି । ପ୍ରଥମେ ମହିଳା ଏବଂ ତାଙ୍କ ୩ ଛୁଆ କେଉଁଆଡେ ଚାଲିଯାଇଥିବା ନେଇ ପରିବାର ଲୋକେ ବ୍ରହ୍ମପୁର ବଡବଜାର ଥାନାରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ସେହି ଅନୁସାରେ ତଦନ୍ତ କରି…

ଛାତ୍ରୀଙ୍କୁ ଅସଦଚାରଣ ଅଭିଯୋଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ

ବ୍ରହ୍ମପୁର:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାମଲାରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକଙ୍କୁ ଗୋପାଳପୁର ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାୟୀ ଗତ ମେ ୨୧ତାରିଖ ଦିନ ଓଡିଆ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କୁ…

ବ୍ରହ୍ମପୁରକୁ କରାଯିବ ସ୍ମାର୍ଟ ସିଟି: ମନ୍ତ୍ରୀ ଉଷା ଦେବୀ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଶନିବାର ଅପରାହ୍ନରେ ନିଗମ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ତରରେ ମନ୍ତ୍ରୀ ଉଷା ଦେବୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା…

ତିନି ବର୍ଷର ଶିଶୁ ଉପରେ ଅଧିକାର ପାଇଁ ଜନ୍ମ କଲା ମା’-ପାଳିତ ମା’ ଭିତରେ ବିବାଦ

ବ୍ରହ୍ମପୁର: ୩ ବର୍ଷର ଶିଶୁକୁ ନିଜ ପାଖରେ ରଖିବା ପାଇଁ ଜନ୍ମିତ ମା’ ଏବଂ ପାଳିତ ମା’ ମଧ୍ୟରେ କିଛି ଦିନ ଧରି କଳହ ଆରମ୍ଭ ହୋଇଛି । ଗୋଟିଏ ପଟେ ଜନ୍ମ କଲା ମାଆ ତାର ଅଧିକାର ସାବ୍ୟସ୍ଥ କରିବା ପାଇଁ ପିଲାକୁ ନେବା ପାଇଁ ଚାହୁଁଥିବା ବେଳେ ଅନ୍ୟପଟେ ୩ବର୍ଷ ଧରି ବହୁ କଷ୍ଟରେ ଲାଳନ ପାଳନ…